Sign in
Sign in
Recover your password.
A password will be e-mailed to you.
ବୁଥ୍ ଜବରଦଖଲ, ଜଣେ ଗିରଫ
ଯାଜପୁର: ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି । ଆଜି ସକାଳ ୭ଟାରୁ ପ୍ରଥମ ପର୍ୟ୍ୟାୟରେ ୧୬୬୯ଟି ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୨୨ ହଜାର ୩୭୯ଟି ବୁଥରେ ଏହି ଭୋଟ ଗ୍ରହଣ କରାଯାଉଛି । ରାଜ୍ୟର ୩୦ଟି ଜିଲ୍ଲାର ୨ଶହ ଜିଲ୍ଲା!-->…
ଭୁବନେଶ୍ୱରରେ ଲାଗିଲା SVDS ଓ TVDS ଅତ୍ୟାଧୁନିକ କ୍ୟାମେରା
ଭୁବନେଶ୍ୱର: ଆପଣ ସହର ଭିତରେ ସ୍ପିଡରେ ଗାଡ଼ି ଚଳାଉଛନ୍ତି କି? ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଣିକି ଆପଣଙ୍କ ଘରକୁ ଯିବ ଟ୍ରାଫିକ ଚାଲାଣ । ରାଜଧାନୀ ଭୁବନେଶ୍ୱରର ୨୨ଟି ସ୍ଥାନରେ ଲାଗିଛି ସ୍ପିଡ ଭାୟୋଲେସନ ଡିଟେକ୍ସନ ସିଷ୍ଟମ!-->…
ରାଜ୍ୟରେ ୮୫୨ କରୋନା ପଜିଟିଭ୍ ଚିହ୍ନଟ, ୧୯ ମୃତ
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୮୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା!-->…
ହୃଦଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ
ବରଗଡ଼: ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବରଗଡ଼ ଜିଲ୍ଲାର ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ବରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନ ଯିଏକି ସୂର୍ଯ୍ୟ ଚିହ୍ନରେ ପଞ୍ଚାୟତ ନିର୍ବାଚନରେ!-->…
ରାଜ୍ୟରେ ଦୁଇ ଦିନ ହାଲୁକା ବର୍ଷା
ଭୁବନେଶ୍ୱର: ଆସନ୍ତା ୧୮ ଓ ୧୯ ତାରିଖ ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହେବ । ୧୮ରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ୧୯ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା!-->…
ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ
ମୁମ୍ବାଇ: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବାପିଙ୍କର ୬୯ ବର୍ଷ ବୟସରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବାପି ଏକାଧିକ ରୋଗରେ ପୀଡ଼ିତ ରହିବା ସହ ଆଜି ସକାଳୁ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।!-->…
ଲଡୁବାବାଙ୍କ ପୀଠରେ ରାତି ୧୧ଟାରେ ଉଠିବ ମହାଦୀପ
ଶରଣକୁଳ: ଓଡ଼ିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ମହାଶିବରାତ୍ରୀରେ ମହାଦୀପ ରାତି ୧୧ଟାରେ ଉଠିବା ନେଇ ନିର୍ଘଣ୍ଟ ହୋଇଛି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ଏହି ପବିତ୍ର ଜାଗର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରଶାସନ!-->…
ଏପ୍ରିଲ୍ ଶେଷ ସପ୍ତାହରେ ସିଆଇଏସ୍ସିଇ ପରୀକ୍ଷା
ଭୁବନେଶ୍ୱର : ସିଆଇଏସ୍ସିଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଆସନ୍ତା ଏପ୍ରିଲ ଶେଷ ସପ୍ତାହରେ ଆୟୋଜିତ ହେବ। ପରୀକ୍ଷା ସୂଚୀ ସମ୍ପର୍କରେ ସବିଶେଷ ତଥ୍ୟ ପରିଷଦର ୱେବସାଇଟ୍ରେ ପ୍ରକାଶ ପାଇବ। ତେବେ ପ୍ରି-ବୋର୍ଡ଼ ପରୀକ୍ଷା ପୂର୍ବରୁ ଉଭୟ ଦଶମ ଓ ଦ୍ୱାଦଶ!-->…
ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ, ନିର୍ବାଚନ ସ୍ଥଗିତ
କଟକ: ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀ ଜଣକ ହେଉଛନ୍ତି ନମିତା ବେହେରା । ତେବେ ସେଠାରେ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
ସୂଚନା ଅନୁସାରେ, ନମିତା!-->!-->!-->…
୨୨ ଘଣ୍ଟା ଚଢାଉରେ ୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଆକଳନ
ଭୁବନେଶ୍ବର: ଦୀର୍ଘ ୨୨ ଘଣ୍ଟାର ଚଢାଉ ପରେ କୁବେର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ରସୁରଗଡ ମନରୋମା ଇଷ୍ଟେଟରୁ କଟକ ନେଲା ଭିଜିଲାନ୍ସ ଟିମ୍ । ୨୨ ଘଣ୍ଟା ଚଢାଉରେ ୨୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ । ଗତକାଲି ସକାଳୁ ଆରମ୍ଭ ହୋଇଥିବା ରେଡ ରାତି ୩ଟା!-->…