Browsing Category

ବିଶେଷ ଖବର

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…

ଫ୍ରାନ୍ସକୁ ମିଳିଲା ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ। ୩୪ ବର୍ଷୀୟ ଗାବ୍ରିଏଲ୍‌ ଅଟ୍ଟାଲଙ୍କୁ ମଙ୍ଗଳବାର ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ନିଯୁକ୍ତ କରିଛନ୍ତି। ଗାବ୍ରିଏଲ ଏବେ ଫ୍ରାନ୍ସର ଯୁବ ଓ ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ…

ପ୍ରତିକୂଳ ପରିସ୍ଥିତିରେ ସଫଳତାର ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀନିବାସ…

ମାଲକାନଗିରି/ଚିତ୍ରକୋଣ୍ଡା:(୨୭/୧୧) ସମସ୍ତ ପ୍ରକାରର ସାଧନୀ ଥାଇ ମଧ୍ୟ ଅନେକ ସମୟରେ ସେଭଳି କୌଣସି ବିରାଟ ସିଦ୍ଧି ଦେଖାଯାଇ ପାରେନି ହୁଏତ ତାହା ସାଧନାର ଅଭାବ ବା ଅଧ୍ୟବସାୟର ଅଭାବ କିମ୍ବା ମନୋବଳର ଅଭାବ ହୋଇଥାଇପାରେ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ସମ୍ଭାବନାରେ ଯେ ନୂତନ…

କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ…

ନୂଆଦିଲ୍ଲୀ : ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଛନ୍ତି। କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ଦୀର୍ଘ ଦିନ ହେଲା କର୍ମଜୀବୀ ମହିଳାଙ୍କ ଉପରେ…

ଏଆଇ ଗର୍ଲଫ୍ରେଣ୍ଡ ପ୍ରେମରେ ପାଗଳ ଆମେରିକା ଯୁବପିଢ଼ି, ସଂକ୍ରମଣ କରୁଛି ନିଃସଙ୍ଗତା!

ଦୈନନ୍ଦିନ କାର୍ଯ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଉଛି। ବିଜ୍ଞାନର ଏହି ଆବିଷ୍କାର ମାନବ କାର୍ଯ୍ୟଭାରକୁ ଅନେକାଂଶରେ ହ୍ରାସ କରିପାରିଛି। ଏହାରି ମଧ୍ୟରେ ଆମେରିକାରେ ଏଆଇ ବ୍ୟବହାରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ…

ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର । ୨୦୦ କିଲୋମିଟରରୁ ଅଧିକ ବେଗରେ ବହିଥିଲା ପବନ । ସାମନାରେ ଯାହା…

ନୂତନ ଜୀବିକାର ବାଟ ଦେଖାଇଲା ବନ ସୁରକ୍ଷା ସମିତିର ଆଳୁଚାଷ…

ଟନ ଟନ ଆଳୁ ଉତ୍ପାଦନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ସ୍ବାବଲମ୍ବୀ ହେଲେ ବନ ସୁରକ୍ଷା ସମିତି ସଦସ୍ୟ ୧୨୫ ଏକର ଜମିରେ ଆଳୁଚାଷ କରୁଛନ୍ତି ୫୫୬ ବନ ସୁରକ୍ଷା ସମିତି ସଦସ୍ୟ୨୫୦୦ କ୍ଵିଣ୍ଟାଲ ଉତ୍ପାଦନ କଲେଣି, ଆହୁରି ହେବ ୫୦୦ କ୍ଵିଣ୍ଟାଲସୁନ୍ଦରଗଡ : ଓଡିଶା ବନାଞ୍ଚଳ ଉନ୍ନୟନ…

କନ୍ଧମାଳ ଜିଲ୍ଲାର ପୁରୁନାଗଡ ଠାରୁ ମିଳିଲା କିଛି ଐତିହାସିକ ତଥ୍ୟ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ତରଫରୁ ଦୁଇ ଐତିହାସିକ ତଥା କେ ଆଇ ଜୀ ଏମ କଲେଜ ଲାଇନପଡ଼ାର ଅଧ୍ୟକ୍ଷ ଡଃ ତ୍ରୈଲୋକ୍ୟନାଥ ସେନାପତି ଏବଂ ଐତିହାସିକ ତଥା ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର କନ୍ଧମାଳ ଜିଲ୍ଲାର ପୁରୁନାଗଡକୁ ବଞ୍ଜୁଲୋକ୍…

ବଣ୍ଡା ଘାଟିରେ ନୂତନ ସୂର୍ଯ୍ୟ ଉଦୟ : ଦୁବାଇ ଯିବେ ବଣ୍ଡା ଯୁବତୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଦୀର୍ଘଦିନ ଧରି ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନର ବିପର୍ଯ୍ୟସ୍ତ କଳା ବାଦଲ ମଧ୍ୟରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି ସୃଷ୍ଟିର ପ୍ରଥମ ଅଧିବାସୀ ଙ୍କ ବାସସ୍ଥଳୀ ବଂଦାଘାଟିରେ । ଜିଲ୍ଲା ଗଠନ ହେବାଠାରୁ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହିଯାଇଥିବା…

ରଂଗେଇଲୁଣ୍ଡା ବିମାନ ବନ୍ଦର : ମୂଳକୁ ମାଇପ ନାହିଁ ପୁଅ ନା ଗୋପାଳିଆ..!

ବ୍ରହ୍ମପୁର : ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ କିଛି ଦିନ ହେବ ବ୍ରହ୍ମପୁର ସହର କୁ ବିମାନ ବନ୍ଦର ଭେଟି ଦେଇ ସରକାର ଯେଉଁ ଡିମ ଡିମା ପିଟୁ ଛନ୍ତି ଯାହାକି ସାଧାରଣ ଜନତା ଙ୍କ ଭାବାବେଗ ସହିତ କିପରି ଚତୁରତା କରି ଖେଳି ପାରନ୍ତି ଆମ ସରକାର ତାହା ମଧ୍ଯ ଆଲୋଚନା ବିଷୟ ପାଲୋଟିଛି l ସୂଚନା…

କୋଇମେଟଲା ମାଇନର କେନାଲରେ ପାଣି ସମସ୍ୟା,କେନାଲ ଥାଇ ପାଣି ନପାଇ ଚାଷୀ ହତାଶ…

ମାଲକାନଗିରି :୨/୧୧ କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଲା ମାଇନର କେନାଲ ରେ ପାଣି ଅଳ୍ପ ପରିମାଣରେ ଆସୁଥିବା ବେଳେ ପୁରୁଣା ଯୋଗୁଁ କେନାଲର ପାଇପ ରେ ଫାଟ ସୃଷ୍ଟି ହୋଇଛି। ସେଥିପାଇଁ ପାଣି ସଠିକ ପରିମାଣରେ କେନାଲରୁ ଚାଷୀ ମାନଙ୍କ ଜମିରେ ନପହଞ୍ଚି ଅଯଥା ଅପଚୟ ହେଉଛି। ଯେଉଁଥିପାଇଁ…