Sign in
Sign in
Recover your password.
A password will be e-mailed to you.
Browsing Category
ସମ୍ପାଦକୀୟ
ବିଜ୍ଞାନ ଲୋକାଭିମୁଖୀ ହେବା ଆବଶ୍ୟକ…
ହରିହର ତ୍ରିପାଠୀ
ବିଜ୍ଞାନ ଏକ ବିଦ୍ୟା ନୁହେଁ ବରଂ ଏକ ଧାରା, ଏକ ମାର୍ଗ । ବିଜ୍ଞାନକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ଜାତୀୟ ବିଜ୍ଞାନ ଦିବସ ପାଳନ ଅନ୍ୟତମ । ଭାରତର ବିଶିଷ୍ଟ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା…
ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସିଦ୍ଧାନ୍ତ ଙ୍କ ଆବିର୍ଭାବ ଓ ପ୍ରଦୀପ ଙ୍କ ପୁନରୁତ୍ଥାନ ପରେ ଚର୍ଚ୍ଚା ଜୋର…
ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି
ବ୍ରହ୍ମପୁର : ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ମଜବୁତ କରିବାରେ…
ଶିବ ସାଧନା ନୁହେଁ, ସାରା ଦେଶରେ ଚାଲିଛି ଶବ ସାଧନା !
ହରିହର ତ୍ରିପାଠୀ
ଆଜି ଶିବରାତ୍ରୀ । ଭଗବାନଙ୍କ ଶଙ୍କରଙ୍କ ଆରାଧନାର ଦିବସ । ଦେଶ ଓ ରାଜ୍ୟର ସବୁ ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ । ଆଶୁତୋଷଙ୍କୁ ସନ୍ତୁଷ୍ଟ କରିବା ସହଜ ବୋଲି ଭକ୍ତମାନେ ଏହି ବ୍ରତଟିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି । ତ୍ୟାଗର ଦେବତାଙ୍କ ପାଖେ ଭୋଗ ଲାଗି…
୨୦୨୩ – ନବବର୍ଷ ସକାଶେ ବିଶ୍ୱପିତା ଶିବ ପରମାତ୍ମାଙ୍କ ଦିବ୍ୟ ସନ୍ଦେଶ…
ବ୍ରହ୍ମପୁର : ଗିରିରୋଡ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସେବାକେନ୍ଦ୍ର ତରଫରୁ ନବବର୍ଷ ୨୦୨୩ ଉପଲକ୍ଷେ ସର୍ବ ମନୁଷ୍ୟ ଆତ୍ମାଙ୍କୁ ଚିନ୍ତାମୁକ୍ତ, ବିଘ୍ନ ଓ ସମସ୍ୟାମୁକ୍ତ ଜୀବନଯାପନ ଉଦ୍ଦେଶ୍ୟରେ ବିଶ୍ୱପିତା ପରମାତ୍ମା ଶିବଙ୍କ ଦିବ୍ୟ ସନ୍ଦେଶ…
ଗୋବିନ୍ଦ ସାହୁଙ୍କ ଆତ୍ମ ହତ୍ଯା ପରେ ଲୁଚି ଯିବନିତ ନମିତା ମେହେରଙ୍କ ଦର ପୋଡା କାହାଣୀ…?
ରାଜନେତା ମାନଙ୍କ ଅପରାଧିକ ଜଗତ ରେ ଢାଲ ଥିବା ପରବର୍ତ୍ତୀ ଆତ୍ମହତ୍ୟାକାରୀ କିଏ..? !!
ଗଣମାଧ୍ୟମ ଲୋକଙ୍କ ପାଇଁ, ଲୋକ ମାନଙ୍କର ଓ ଲୋକଙ୍କ ଦ୍ବାରା ବିଚାର ଅକ୍ଷୁର୍ଣ୍ଣ ରହୁ…
(ଜାତୀୟ ପ୍ରେସ୍ ଦିବସ ଅବସରରେ ପଦେ...)
ଜାତୀୟ ପ୍ରେସ୍ ଦିବସ ପାଳନ କରିବା ଗଣମାଧ୍ୟମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ବ୍ଯକ୍ତି ବିଶେଷ ଙ୍କ ପାଇଁ ଗୌରବ ଦିନ। ଦୈନିକ ଗାଁ ରୁ ସହର ଦେଶ ବିଦେଶ ପର୍ଯ୍ୟନ୍ତ ଖବର ସଂଗ୍ରହ କରି ଲୋକ ମାନଙ୍କ ପାଖରେ ନୈତିକ ଦାୟିତ୍ୱ ବହନ କରି…
ଚନ୍ଦ୍ରଗ୍ରହଣ ରେ ହେତୁ ବାଦୀ ଙ୍କୁ କଡ଼ା ବିରୋଧ କରି ଜବାବ୍ ଦେଲେ ପରମ୍ପରା ବାଦୀ…
ସବୁ ବର୍ଗରେ ନିନ୍ଦା ଓ ବୁଦ୍ଧିଜୀବୀ ମହଲରେ କ୍ଷୋଭ...
ବ୍ରହ୍ମପୁର : ହେତୁବାଦୀ ସଙ୍ଗଠନ ପକ୍ଷରୁ ଚନ୍ଦ୍ରଗ୍ରହଣରେ ଆୟୋଜିତ ସାମୁହିକ ଭୋଜନ କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି।ଏଥିପାଇଁ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି।…
ସ୍ବାର୍ଥ ଓ ସର୍ତ୍ତ ରୁ ଉର୍ଦ୍ଧ୍ବ ରେ ରହି ଥିବା ଶ୍ରମିକ ସମ୍ପର୍କ ରେ ପଦେ…..
ମେ ଏକ ତାରିଖ ଶ୍ରମିକ ଦିବସ ପାଳନ ପାଇଁ ଗାଁ ରୁ ସହର ପ୍ରସ୍ତୁତ। ଆଜି କାଲି ସାମାଜିକ ଗଣ ମାଧ୍ୟମ ରେ ଯେ କୌଣସି ପର୍ବ ଉତ୍ସବ ପାଳନ ଅବସର ରେ ଅଭିନନ୍ଦନ ବାର୍ତ୍ତା ର ଅଭାବ ନ ଥାଏ। ଛପା ଗଣ ମାଧ୍ୟମ ରେ ସରକାର ଙ୍କ ସନ୍ଦେଶ ଗୁଡିକ ମଧ୍ୟ ମନ ଛୁଇଁ ଯାଏ। ତେବେ ଶ୍ରମିକ ଦିବସ ପାଳନ…
ବ୍ରହ୍ମପୁର ମେୟର ଙ୍କ ପାଇଁ ଅନେକ ଅଗ୍ନି ପରୀକ୍ଷା : ଗୋଟି ଚାଳନାରେ କେତେ ସମର୍ଥ ତାହା ସମୟ କହିବ…!
ବ୍ରହ୍ମପୁର ମହାନଗର ସମସ୍ୟା ସମାଧାନ ପାଇଁ ସଂଘର୍ଷ ପଥରେ ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ ଙ୍କ ପାଇଁ ଅନେକ ଆହ୍ବାନ ! ଶହେ ପଚାଶ ବର୍ଷ ରୁ ଉର୍ଦ୍ଧ୍ବ ପରମାୟୁ ର ସହର ବ୍ରହ୍ମପୁର ଯାହାକି ରେଶମ ସହର ନାମ ରେ ପରିଚିତ, ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ର ଏକ ପ୍ରମୁଖ ସହର। ଓଡ଼ିଆ,…
ଗଞ୍ଜାମ କଳା ପରିଷଦ ଦୁଆର ଖୋଲିବା କୁ ନେଇ ଅନେକ ପ୍ରଶ୍ନ…? କଳା ଓ ସଂସ୍କୃତି ପ୍ରେମୀ ଙ୍କ ସହ ଛଳନା କାହିଁକି ?
ବ୍ରହ୍ମପୁର : ରାଜନୈତିକ ଇଚ୍ଛଶକ୍ତିର ଅଭାବ ରୁ ଅଭାବନୀୟ ପରିସ୍ଥିତି ରେ ବନ୍ଧା ପଡ଼ିଛି ଗଞ୍ଜାମ କଳା ପରିଷଦ ର ଭାଗ୍ୟ ଓ ଭବିଷ୍ୟତ। ଭାଷା ସାହିତ୍ୟ ସଂସ୍କୃତି କଳା ବନ୍ଦନା ଗାନ କରି ଓଡ଼ିଶା କାହିଁକି ସାରା ଭାରତ ବର୍ଷ ରେ ସୁନାମ ଅର୍ଜନ କରିଥିବା ବ୍ରହ୍ମପୁର ସହର ପ୍ରାଣ କେନ୍ଦ୍ର ର…