Browsing Category

ଦେଶ

ହିନ୍ଦୁସ୍ତାନ ଉପରେ ରାଜ କରିବେ ତେଲୁଗୁ ଲୋକ: ମନ୍ତ୍ରୀ ମଲା ରେଡ୍ଡୀ

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଆନିମଲ ଆସନ୍ତା ମାସ ୧ ତାରିଖରେ ପରଦାକୁ ଆସିବ। ଏହା ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ପ୍ରଦର୍ଶିତ ହେବ। ଯେଉଁଥିରେ ରଣବୀର, ରଶ୍ମିକା ମନ୍ଦନା, ବବି ଦେଓଲ୍, ଅନିଲ କପୁର ଏବଂ ତ୍ରୁପ୍ତି ଡିମ୍ରି ପ୍ରମୁଖ ଭୂମିକାରେ ନଜର ଆସିବେ।…

ମହାତ୍ମା ଗାନ୍ଧୀଙ୍କୁ ମୋଦିଙ୍କ ସହ ତୁଳନା କରି ବିବାଦରେ ଉପରାଷ୍ଟ୍ରପତି…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ବିବାଦୀୟ ହୋଇପଡିଛନ୍ତି। ସେ ଗାନ୍ଧୀଙ୍କୁ ଗତ ଶତାବ୍ଦୀର ମହାପୁରୁଷ ଏବଂ ମୋଦିଙ୍କୁ ଯୁଗପୁରୁଷ ବୋଲି କହିଛନ୍ତି। ଧନଖଡଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଯାଇଛି…

ଆତ୍ମହତ୍ୟା କଲେ ଅଗ୍ନିବୀର ଟ୍ରେନିଂ ନେଉଥିବା ଯୁବତୀ

ଝୁଲି ପଡ଼ିଲେ ଭାରତୀୟ ନୌସେନା ପାଇଁ ଅଗ୍ନିବୀରର ଟ୍ରେନିଂ ନେଉଥିବା ଯୁବତୀ। ଜଣେ ୨୦ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇରେ ଏହି ଘଟଣା ଘଟିଛି। ମଙ୍ଗଳବାର ଏନେଇ ପୁଲିସ ସୂଚନା ଦେଇଛି। ମୁମ୍ବାଇ ପୁଲିସ ମୁତାବକ, ମୃତ ଯୁବତୀ ଜଣକ ହେଲେ ଅପର୍ଣ୍ଣା ନାୟର୍‌।…

ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ୪ ସାଙ୍ଗ, ଏକ ସଙ୍ଗେ ପିଇଦେଲେ ବିଷ…

ଜୀବନ ହାରିବାକୁ ଏକସଙ୍ଗେ ନିଷ୍ପତ୍ତି ନେଲେ ୪ ସାଙ୍ଗ । ଏପରିକି ଏଥିନିମନ୍ତେ ଏକ ସଙ୍ଗେ ବିଷ ବି ପିଇଦେଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ୨ ଜଣ ଏବେ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ୪ ଜଣଙ୍କ ମଧ୍ୟରେ ୨ ଭଉଣୀ…

ଲିଫ୍ଟ ଛିଡ଼ି ୧୧ ଶ୍ରମିକ ମୃତ, ୭୫ ଆହତ

ଦକ୍ଷିଣ ଆଫ୍ରିକା ରୁଷ୍ଟେନବର୍ଗର ଏକ ପ୍ଲାଟିନମ ଖଣିରେ ଅଘଟଣ। ଲିଫ୍ଟ ଦଉଡି ଛିଣ୍ଡିଯିବାରୁ ୧୧ ଜଣ ଶ୍ରମିକ ପ୍ରାଣ ହରାଇ ଥିବାବେଳେ ୭୫ ଜଣ ଆହତ ହୋଇଛନ୍ତି। ଶ୍ରମିକମାନେ ଲିଫ୍ଟରେ ଯିବା ସମୟରେ ଏହି ଅଘଟଣ ଘଟିଛି। ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ…

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର…

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ। ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏସବୁ ଭିତରେ…

କେସିଆରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କଲେ ମୋଦି…

ତେଲେଙ୍ଗାନାରେ ବିଜେପିର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ କ୍ଷମତାସୀନ ବିଆରଏସ ଉପରେ ବର୍ଷିଛନ୍ତି। ଉଭୟ ଦଳ ସମାନ ପାପୀ ଓ ଉଭୟ ରାଜ୍ୟଙ୍କୁ ଧ୍ୱଂସ କରିଦେଇଛନ୍ତି। ବିଆରଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହଟାଇବାକୁ ହେଲେ…

ବରଯାତ୍ରୀଙ୍କ ଷ୍ଟଣ୍ଟ ନିଶା, ଗଣିଲେ ୪ ଲକ୍ଷ ଫାଇନ୍‌…

ଷ୍ଟଣ୍ଟ ଦେଖାଇଲେ ବରଯାତ୍ରୀ। ବିଚ୍‌ ରାସ୍ତାରେ ଗାଡ଼ି ଉପରେ ଚଢ଼ି ଉଡାଇଲେ ପୁଳା ପୁଳା ଟଙ୍କା। କେବଳ ସେତିକି ନୁହେଁ ବଜାଇଲେ ଜୋରଦାର ସାଇରନ୍‌। ଏଭଳି କରିବା ଏବେ ଏହି ବରଯାତ୍ରୀଙ୍କୁ ମହଙ୍ଗା ପଡିଛି। ବରଯାତ୍ରୀ ଷ୍ଟଣ୍ଟ ନିଶା ଉତାରି ଦେଇଛି ପୁଲିସ। କନ୍ୟା ଆଣିବାକୁ…

ଗୌତମ ସିଂଘାନିଆ ମୋତେ ବିନା ଖାଦ୍ୟ ଓ ପାଣିରେ ପାହାଚ ଚଢ଼ି ତିରୁପତି ଦର୍ଶନ ଲାଗି ବାଧ୍ୟ କରିଥିଲେ: ନୱାଜ ମୋଦୀ…

ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପ୍‌ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନୱାଜ୍‌ ମୋଦୀଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିବା ବେଳେ ସଂପ୍ରତି ଏକ ନୂଆ ଅଡିଓ କ୍ଲିପ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ମୋଦୀ, ବିନା…

ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ…

ସନ୍ଦେହ ଉଜାଡ଼ି ଦେଇଛି ସୁନାର ସଂସାର। ଯାହାର ହାତ ଧରି ସାତ ଜନ୍ମର ସାଥୀ କରିଥିଲେ, ତାକୁ ହିଁ ଶେଷରେ ହତ୍ୟା କରିଛି। ସ୍ତ୍ରୀ ପର ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ସ୍ୱାମୀ ଜଣକ ଘଟାଇଛି ନର୍ମମ ହତ୍ୟାକାଣ୍ଡ। ଘର ଭିତରେ ଥିବା ବେଲଚାରେ ପତ୍ନୀଙ୍କୁ ଏକାଧିକ ଥର ଆକ୍ରମଣ କରି…