ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ…
ହିଞ୍ଜିଳିକାଟୁ : , ୨୮।୧୧ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ନନ୍ଦିକ ପଞ୍ଚାୟତ ରେ ମଙ୍ଗଳବାର ଭିସି ମାଧ୍ୟମରେ ଆମ ଵ୍ୟାଙ୍କ ଯୋଜନା ର ଶୁଭାରମ୍ଭ କରିଛନ୍ତି।ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ…