Sign in
Sign in
Recover your password.
A password will be e-mailed to you.
ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର: ଅବସର ବୟସକୁ ବୃଦ୍ଧି କଲା ଆନ୍ଧ୍ରପ୍ରଦେଶ ସରକାର…
ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କୁ ଆନ୍ଧ୍ରପ୍ରଦେଶ ସରକାର ଏକ ବଡ ଉପହାର ଦେଇଛି। କର୍ମଚାରୀମାନଙ୍କ ଅବସର ବୟସକୁ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହି ଅଧ୍ୟାଦେଶକୁ ଲାଗୁ କରିଛନ୍ତି। ବରିଷ୍ଠ!-->…
ଛତିଶଗଡ : ଓଡିଶା ସବ୍ ଏରିଆର କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କଲେ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି…
ଭୁବନେଶ୍ବର: ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି, ସେନା ପଦକ, ଛତିଶଗଡ ଏବଂ ଓଡିଶା ସବ୍ ଏରିଆ (COSA) ର କମାଣ୍ଡର ଭାବରେ ବ୍ରିଗେଡିୟର୍ ପ୍ରଶାନ୍ତ ଚୋହାନ୍, ସେନା ପଦକଙ୍କ ଠ।ରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।
ବିଦାୟୀ ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର୍ ଚୋହାନ୍ ରାଜ୍ୟ ସରକାରଙ୍କ ସହ!-->!-->!-->…
କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କଲେ ଗୌତମ ଗମ୍ଭୀର : ଜାଣନ୍ତୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ନିଲାମ ପାଇଁ ଯୋଜନା କ’ଣ…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସିଜିନରେ ୮ ଟି ଦଳ ୧୦ ବଦଳରେ ଖେଳୁଥିବା ଦେଖାଯିବ। ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଏବଂ ଗୁଜୁରାଟରେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଲକ୍ଷ୍ନୌର ପରାମର୍ଶଦାତା ଗୌତମ ଗମ୍ଭୀର ନିଲାମ ପୂର୍ବରୁ ତାଙ୍କ ଦଳ ଏବଂ!-->…
ଦେଶରେ ଆଜି ୨ ଲକ୍ଷ ତଳକୁ ଖସିଲା କରୋନା ଆକ୍ରାନ୍ତ : କିନ୍ତୁ କରୋନାଜନିତ ମୃତ୍ୟୁର ହାର ବୃଦ୍ଧି…
ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୦୯ ହଜାର ୯୧୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୬୭ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୧୧୯୨ ଜଣଙ୍କ ପ୍ରାଣହାନୀ ଘଟିଛି।
ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୫୪ ହଜାର ୭୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ!-->!-->!-->…
BUDGET ୨0୨୨ : ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ଦେଶରେ ଖୋଲିବ ୨00ଟି ଶିକ୍ଷା ଚ୍ୟାନେଲ…
ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ 200 ଟି ଶିକ୍ଷା ଚ୍ୟାନେଲ ଖୋଲାଯିବ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ଚ୍ୟାନେଲରେ ପାଠ ପଢାଯିବ। ପ୍ରତିଟି ବିଷୟ ପାଇଁ ସ୍ବତନ୍ତ୍ର ଚ୍ୟାନେଲ!-->…
କାର୍ଯ୍ୟରୁ ଅବସର ନେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉଲ୍ଲେଖନୀୟ କାର୍ଯ୍ୟପାଇଁ ରହିବେ ସ୍ମରଣୀୟ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଏବଂ ସଚ୍ଚାଟ ଅଧିକାରୀ ଭାବେ ଶ୍ରୀ ଦୋରା ଜିଲ୍ଲାରେ ଛାପ ଛାଡି ଚାଲି ଯାଇଛନ୍ତି। ପୂର୍ବରୁ ବହୁ ଏସପି ଖୋର୍ଦ୍ଧାକୁ ଆସିଥିଲେ ମଧ୍ୟ ଶ୍ରୀ ଦୋରାଙ୍କ!-->…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରୁଛି କେନ୍ଦ୍ର : ସମାଜବାଦୀ ପାର୍ଟି…
ଭୁବନେଶ୍ୱର: ଆଜି ରାଜ୍ୟ ପଞ୍ଚାୟତିରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଶାର ଆଦିବାସୀ ଇଲାକା ଓ ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ!-->…
ରାଡାରରୁ ଅଦୃଶ୍ୟ ହେଲା F-15 ଯୁଦ୍ଧ ବିମାନ : ସନ୍ଧାନ ଜାରି…
ଟୋକିଓ: ବିମାନ ଉଡ଼ାଣ ପରେ କିଛି ସମୟ ପରେ ରାଡାରରୁ ଏକ ଯୁଦ୍ଧ ବିମାନ ଅଦୃଶ୍ୟ ହୋଇଯାଇଛି। ଜାପାନର F15 ଜେଟ୍ ଟି ନିଖୋଜ ହୋଇଯାଇଛି। ବିମାନଟି କେନ୍ଦ୍ରୀୟ ଇଶିକାୱା ଅଞ୍ଚଳର କୋମାତ୍ସୁ ଏୟାରବେସଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଜାପାନ ସାଗର ନିକଟରେ ଅଦୃଶ୍ୟ ହୋଇଯାଇଛି। ବିମାନଟି!-->…