Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
ବିଏସ୍ଏନ୍ଏଲ୍କୁ ୪ଜି, ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ ପାଇଁ ୮୯,୦୪୭ କୋଟି ଟଙ୍କା ଅନୁମୋଦନ କଲା କ୍ୟାବିନେଟ୍
ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍ର ପୁନରୁଦ୍ଧାର ପାଇଁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମୋଟ ୮୯,୦୪୭ କୋଟି ଟଙ୍କା ବ୍ୟୟ ଅଟକଳର ତୃତୀୟ ପ୍ୟାକେଜ୍କୁ ଅନୁମୋଦନ କରିଛି। ଏହି ପ୍ୟାକେଜ୍ରେ ବିଏସ୍ଏନ୍ଏଲ୍ ପାଇଁ ଇକ୍ୱିଟି ଇନ୍ଫ୍ୟୁଜନ୍ ଜରିଆରେ ୪ଜି ଓ ୫ଜି ସ୍ପେକ୍ଟ୍ରମ୍ ଆବଣ୍ଟନ…
ନୂତନ ଜୀବିକାର ବାଟ ଦେଖାଇଲା ବନ ସୁରକ୍ଷା ସମିତିର ଆଳୁଚାଷ…
ଟନ ଟନ ଆଳୁ ଉତ୍ପାଦନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ସ୍ବାବଲମ୍ବୀ ହେଲେ ବନ ସୁରକ୍ଷା ସମିତି ସଦସ୍ୟ ୧୨୫ ଏକର ଜମିରେ ଆଳୁଚାଷ କରୁଛନ୍ତି ୫୫୬ ବନ ସୁରକ୍ଷା ସମିତି ସଦସ୍ୟ୨୫୦୦ କ୍ଵିଣ୍ଟାଲ ଉତ୍ପାଦନ କଲେଣି, ଆହୁରି ହେବ ୫୦୦ କ୍ଵିଣ୍ଟାଲସୁନ୍ଦରଗଡ : ଓଡିଶା ବନାଞ୍ଚଳ ଉନ୍ନୟନ…
ନୀଳକଣ୍ଠେଶ୍ବର ଆମ୍ବବଜାର ଚଳ ଚଞ୍ଚଳ : ଆସୁଛି ଆନ୍ଧ୍ର, ଓଡ଼ିଶା ସମେତ ପଶ୍ଚିମବଙ୍ଗ ରୁ ବିଭନ୍ନ କିସମର ଆମ୍ବ…
ବ୍ରହ୍ମପୁର: ମୀନାକ୍ଷୀନଗର ସ୍ଥିତ ନୀଳକଣ୍ଠେଶ୍ବର ଆମ୍ବବଜାରରେ ଏବେ ଭଳିକି ଭଳି ଆମ୍ବର ପସରା ଦେଖିବାକୁ ମିଳୁଛି, ଆଉ ଦିନ କେଇଟା ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଥିବାରୁ ଆମ୍ବର ଚାହିଦା ବଢ଼ିବା ସହ ବଜାର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡ଼ିଛି। ଦିନସାରା ଭିଡ଼ ପରିଲକ୍ଷିତ ହେଉଛି।…
ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ କର୍ମଶାଳା…
ବ୍ରହ୍ମପୁର - ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ ଏକ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସହରର ସ୍ଥାନୀୟ ଶଙ୍କର ଭବନ ସଭାଗୃହରେ ଏକ୍ସଟ୍ରୁଡ଼ର ଇଂଜିନିୟରିଂ ଏଜେନ୍ସି ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ…
ଆଇଫୋନ-୧୧ ବଦଳରେ ଡେଲିଭର କରିଥିଲେ ସାବୁନ, ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା…
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା। ଆଇଫୋନ-୧୧ ବଦଳରେ ସାବୁନ ଡେଲିଭର କରିଥିବାରୁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ଉପଭୋକ୍ତା କମିସନ। ଏହି ଜରିମାନା ଉଭୟ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ଲଗାଯାଇଛି। ସେବାର ଅଭାବ…
ସୁନ୍ଦରଗଡ଼ ଜିଲ୍ଲାରେ ମିଶନ ଶକ୍ତିର ମା’ମାନଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ‘ଗେଣ୍ଡୁ ଫୁଲ ଚାଷ’…
• ପାଇଲଟ୍ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ• ୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟାଙ୍କୁ ଜୀବିକା• ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ
ସୁନ୍ଦରଗଡ଼, ୨୪ ଫେବ୍ରୁଆରି ୨୦୨୩: ‘‘ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ…
ଅନୁଷ୍ଠିତ ହେଲା ମାଛ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର…
ଫିରିଙ୍ଗିଆ, : ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଗାଁ ପୋଖରୀରେ ମାଛ ଚାଷ ଏକ ଲାଭଦାୟକ ଓ ପ୍ରମୁଖ କାର୍ଯ୍ୟକ୍ରମ ପାଲଟିଛି I ଗାଁ…
ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ
ଗ୍ରାହକମାନେ ୨୦୨୩ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ୨୦୨୦ ଡିସେମ୍ବର ୩୧ ପୂର୍ବରୁ ଥିବା ବିଦ୍ୟୁତ ବକେୟା ଉପରେ କେବଳ ଏହି ଯୋଜନା ଲାଗୁ ହେବ
ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ…
ଟିପିଏସ୍ଓଡିଏଲ୍ ର“ସମ୍ପର୍କ କେନ୍ଦ୍ର” ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବ…
• କଂପାନି ଏହାର ସମସ୍ତ ଫ୍ୟୁଜ୍ କଲ୍ ସେଂଟର (ଏଫସିସି)କୁ “ସମ୍ପର୍କ କେନ୍ଦ୍ର’ରେ ରୂପାନ୍ତରିତ କରିବ• ଗ୍ରାମାଂଚଳ ଲାଗି ସେବା ମୂତୟନ
ଭୁବନେଶ୍ୱର: ଗ୍ରାମାଂଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍…
ବଢ଼ିଲା ରେପୋରେଟ୍: ମହଙ୍ଗା ହେବ ହୋମ୍, କାର୍ ଓ ପର୍ସନାଲ ଲୋନ୍
ନୂଆଦିଲ୍ଲୀ: ବଢ଼ିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୩୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଛି। ଫଳରେ ମହଙ୍ଗା ହେବ ଋଣ। ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ…