Browsing Category

ଲାଇଫ୍ ଷ୍ଟାଇଲ୍

ଆସିଗଲା କରୋନା ଲାଗି ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି ମହାମାରୀ କରୋନା। ଚାରିଆଡେ କରୋନାକୁ ନେଇ ହାହାକାର ପରିସ୍ଥିତି। ତେବେ ଏହି ମାରାତ୍ମକ ଭାଇରସକୁ ଏବେ ମାତ୍‌ ଦେବ ନାଜାଲ ସ୍ପ୍ରେ। ଟିକା ଏବଂ ଔଷଧ ପରେ ଭାରତ ବଜାରରେ ଲଞ୍ଚ ହୋଇଛି କରୋନା ବିରୋଧୀ ନାଜାଲ ସ୍ପ୍ରେ, ଯହାର ନାଁ ରହିଛି ‘ଫାବି…

ମା ସରସ୍ବତୀ ଦେବୈଃ ନମଃ

ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ…

ଦେଶରେ ଆଜି 1 ଲକ୍ଷ 17 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ : 3000 ଅତିକ୍ରମ କଲା ଓମିକ୍ରନ୍ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ ସାଂଘାତିକ କରୋନାଭାଇରସ୍ ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଏକ ଲକ୍ଷ 17 ହଜାର 100 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ସମୟରେ 302…

ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ କୋଭିଡ ହସ୍‌ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା…

ଓମିକ୍ରନ ବିପଦ ମଧ୍ୟରେ ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ ‘ଆଇଏଚୟୁ’ : ସଂକ୍ରମିତ ହେଲେଣି ୧୨…

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଦଳୁଥିବା ପ୍ରକୃତି ମଧ୍ୟରେ କରୋନାର ଆଉ ଏକ ବିପଜ୍ଜନକ ଭାରିଆଣ୍ଟ ସାମ୍ନାକୁ ଆସିଛି। ଆଇଏଚୟୁ ନାମକ ଆଉ ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଫ୍ରାନ୍ସରେ ଏହି ନୂତନ ଭାରିଆଣ୍ଟକୁ…

ଦେଶର ପ୍ରଥମ ଓମିକ୍ରନ୍ ଚିହ୍ନଟ କିଟ୍ ଓମିସିଓରକୁ ଅନୁମୋଦନ ଦେଲା ଆଇସିଏମଆର…

ନୂଆଦିଲ୍ଲୀ: ଓମିକ୍ରନ୍ ର ବିପଦ ଧୀରେ ଧୀରେ ବଢିବାରେ ଲାଗିଛି। ଏହି ସମୟରେ ପ୍ରଥମ ଓମିକ୍ରନ୍ ଚିହ୍ନଟ କିଟ୍ ଓମିସିଓରକୁ ଅନୁମୋଦନ ମିଳିଛି। ଓମିସିଓର କିଟ୍ ଓମିକ୍ରନ୍ ସଂକ୍ରମଣକୁ ଚିହ୍ନଟ କରିପାରିବ। ଟାଟା ମେଡିକାଲ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି। ଏହି କିଟକୁ ଆଇସିଏମଆର ଅନୁମୋଦନ…

ଦିଲ୍ଲୀ ରେ ଲାଗିଲା ସପ୍ତାହନ୍ତ କର୍ଫ୍ୟୁ: ୫୦ ପ୍ରତିଶତ କ୍ଷମତାରେ ଚାଲିବ ଅଫିସ…

ନୂଆଦିଲ୍ଲୀ: ବଢୁଥିବା କରୋନା ଭାଇରସ ସମ୍ପର୍କରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସହିତ ଏକ ବୈଠକରେ ଦିଲ୍ଲୀ ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଏକ ବଡ ଘୋଷଣା କରି ସରକାର କହିଛନ୍ତି ଯେ, ଦିଲ୍ଲୀରେ ବସ୍ ଏବଂ ମେଟ୍ରୋ ସମ୍ପୂର୍ଣ୍ଣ କ୍ଷମତା ସହିତ…

ସୁନ୍ଦରଗଡ଼ : ସମନ୍ୱିତ ଭୌତିକ ଚିକିତ୍ସା ସେବାର ଶୁଭାରମ୍ଭ, ଏନଟିପିସି ହସ୍ପିଟାଲ ସହ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କୁ ମିଳିବ ଫିଜିଓଥେରାପି ଓ ପୁନର୍ବାସ ଚିକିତ୍ସା ସେବା ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ମାଗଣାରେ ଅତ୍ୟାଧୁନିକ ଫିଜିଓଥେରାପି ସହ ଏବେ ମିଳିବ…

ଦେଶରେ ଦ୍ରୁତ ଗତିରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା.. : ଚିନ୍ତାରେ ସରକାର…

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୨୨ ହଜାର ୭୭୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୨୭ ହଜାର ୫୫୩ ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୮୪ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ…

ଆଜିଠୁ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ପିଲାମାନଙ୍କ ପାଇଁ ଟୀକା ପଞ୍ଜୀକରଣ…

ନୂଆଦିଲ୍ଲୀ: ଭାରତରେ ଟୀକାକରଣ ଅଭିଯାନ ଦ୍ରୁତଗତିରେ ଚାଲିଛି। ଏହି ସମୟରେ ୧୫ ବର୍ଷରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରାଯାଇଛି। ଏଥିପାଇଁ ଆଜିଠାରୁ ଟୀକାକରଣ ପାଇଁ କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଡିସେମ୍ବର ୨୫ ତାରିଖ ୨୦୨୧ରେ…