Sign in
Sign in
Recover your password.
A password will be e-mailed to you.
ଜମି ଅଧିଗ୍ରହଣ ପରେ ଆରମ୍ଭ ହେବ ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ : ଆଇନଜୀବୀ ସଂଘ କୁ ରେଳ ବିଭାଗର…
ନବରଙ୍ଗପୁର : ୨୦୧୬-୧୭ ରେ ମଞ୍ଜୁର ହୋଇଥିବା ଜୟପୁର-ନବରଙ୍ଗପୁର ରେଳପଥ ର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ଜମି ଯୋଗାଇ ଦେବାପରେ ଆରମ୍ଭ ହେବ ବୋଲି ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କୁ ପୂର୍ବ ତଟ୍ଟ ରେଳ ପଥ ବିଭାଗର ଉପ ସଚିବ ୟୁ. କେ.!-->!-->!-->!-->!-->!-->!-->!-->!-->…
ଚଢାଉ ପରେ ଆଇ.ପି.ଏସ ଅଧିକାରୀ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀମାନେ ଗଣତି କରି…
ନୂଆଦିଲ୍ଲୀ: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ଅବସରପ୍ରାପ୍ତ ଆଇପିଏଏସଙ୍କ ଘରୁ ମିଳିଲା ଅଗଣତି ଟଙ୍କା। ଯାହାକୁ ଦେଖି ଆଇଟି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ବର୍ତ୍ତମାନ ତିନିଦିନ ଧରି ଏହି ଟଙ୍କା ଗଣତି ଚାଲିଛି। ଏ ପର୍ଯ୍ୟନ୍ତ କେତେ ଟଙ୍କା ହୋଇଛି ତାହାର ସୂଚନା!-->…
ବଜେଟ ଉପରେ ଆସିଲା ପ୍ରଥମ ପ୍ରତିକ୍ରିୟା : କଂଗ୍ରେସ ନେତା ଶଶି ଥରୁର କହିଲେ ଏହା ଏକ ତରଳାଯାଇଥିବା ବାଣ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଅନେକ ଘୋଷଣା କରିଛନ୍ତି। କିନ୍ତୁ ବଜେଟରେ ଆୟକରରେ ସାଧାରଣ ଲୋକଙ୍କୁ କୌଣସି ଆଶ୍ଵସ୍ତି ଦେଇନାହାଁନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଏବେ କେନ୍ଦ୍ର ସରକାରକୁ!-->…
ପୁଣି ଗୋଳନ୍ଥରା ଥାନା କୁ ଉଠିଲା ଆଙ୍ଗୁଠି : ଥାନା ପରିସରରେ ଦେହରେ ନିଆଁ ଲଗାଇଲେ ଯୁବକ, ଚିକିତ୍ସାଧୀନ ଅବସ୍ଥାରେ…
ବ୍ରହ୍ମପୁର : ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରାରେ ଏକ ଅଭଭାନୀୟ ଘଟଣା ଘଟିଯାଇଛି । ଗୋଳନ୍ଥରା ଥାନା ପରିସରରେ ଜଣେ ଯୁବକ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ରଣ୍ଡା ଅଂଚଳ ସନ୍ତୋଷ!-->…
କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର ନିଗମ – “ପୀତବାସ ପଣ୍ଡା”
ବ୍ରହ୍ମପୁର -ସହରରେ ପୋଖରୀ ଖୋଳା, ଗଛ ଲଗାଇବା, କରୋନା ସମୟରେ ବାଉଁଶ ବେରିକେଟ ଓ ବୁଲା ପଶୁଙ୍କୁ ଖାଦ୍ୟ ଦେବାରେ ଅନିୟମିୟତା ଓ ଦୁର୍ନୀତି ଅଭିଯୋଗ ପରେ ବର୍ତ୍ତମାନ ବ୍ରହ୍ମପୁର ସହରକୁ ସୁନ୍ଦର କରିବାକୁ ସରକାରୀ କାନ୍ଥ ମାନଙ୍କ'ରେ ମହାନଗର ନିଗମ ତରଫରୁ କରାଯାଉ ଥିବା ଚିତ୍ରରେ ବ୍ୟାପକ!-->!-->!-->…
BUDGET2022 : ସଂସଦରେ ଅର୍ଥମନ୍ତ୍ରୀ କରୁଛନ୍ତି ବଜେଟ ଉପସ୍ଥାପନା, ଜାଣନ୍ତୁ ଏହାର ୧୦ଟି ଗୁରୁତ୍ୱ ତଥ୍ୟ…
BUDGET2022 : ୧-ଭାରତରେ ରାସାୟନିକ ମୁକ୍ତ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ BUDGET2022କରାଯିବ
୨-ଏହି ୟୁନିଅନ୍ ବଜେଟ୍ ଆସନ୍ତା ୨୫ ବର୍ଷର ‘ଅମୃତ କାଳ’ ଉପରେ ଅର୍ଥନୀତିର ମୂଳଦୁଆ ପକାଇବ ଏବଂ ଭାରତରେ ଏହା ୭୫ ରୁ ୧୦୦ ପର୍ଯ୍ୟନ୍ତ ମୂଳଦୁଆ ପକାଇବାକୁ ଚେଷ୍ଟା କରିବ।
୩-୧୪ ଟି!-->!-->!-->!-->!-->…
କେନ୍ଦ୍ରୀୟ ବଜେଟ୍ ରେ ରେଳବାଇକୁ ବଡ ଉପହାର : ୩ ବର୍ଷରେ ଚାଲିବ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ୍…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ ତମ ବର୍ଷରେ ଅଛୁ। ଏହି ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଅଛି। ଏହି ସମୟରେ ସେ ରେଳବାଇ ପାଇଁ ଏକ ବଡ ଘୋଷଣା!-->…
ବଜେଟ୍ ଅପଡେଟ୍ : ୧୬୩ ଲକ୍ଷ ଚାଷୀଙ୍କ ଠାରୁ କ୍ରୟ କରାଯିବ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ୨୦୨୧-୨୨ ରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ କ୍ରୟ କରାଯିବ। ଏହା ସହିତ!-->…
ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏଣିକି ଉପଲବ୍ଧ ହେବ ଚିପ୍ ଯୁକ୍ତ ଇ-ପାସପୋର୍ଟ…
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ରେଳ ପର୍ଯ୍ୟନ୍ତ କିଛି ବଡ ଘୋଷଣା କରିଛନ୍ତି। ଏହି ସମୟରେ, ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ!-->…
ନବରଙ୍ଗପୁର : ଟିକାକରଣ ନିମନ୍ତେ ବୁଲି ଲା ସଚେତନ ରଥ…
ନବରଙ୍ଗପୁର : କୋବିଡ଼ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲାରେ ବୁଲିଲା ସଚେତନ ରଥ ନବରଙ୍ଗପୁର ତା ୦୧/୦୨ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର!-->…