Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଆସନ୍ତାକାଲି ଅଁଳାନବମୀ, ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ…
ସାକ୍ଷୀଗୋପାଳ: ଆସନ୍ତାକାଲି (ମଙ୍ଗଳବାର) ଅଁଳାନବମୀ ତଥା ରାଧାପାଦ ଦର୍ଶନ । ଓଡିଆଣୀ ବେଶରେ ସଜିଇ ହେବେ ମାଆ ରାଧାରାଣୀ । ସାକ୍ଷୀଗୋପାଳ ସ୍ଥିତି ପ୍ରଭୁ ଶ୍ରୀ ଗୋପୀନାଥଙ୍କ ମନ୍ଦିରରେ ରାଧାପାଦା ଦର୍ଶନ କରିବେ ଶ୍ରଦ୍ଧାଳୁ । ପବିତ୍ର ଅଁଳାନବମୀ ତିଥିରେ ଶ୍ରୀ ରାଧା…
ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେଲେ ବଡ଼ଠାକୁର…
ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ…
ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ
ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ ହଜାର ଲୋକ ଏହି ଯୁଗାର ଯାତ୍ରାରେ ସାମିଲ ହୋଇଛନ୍ତି ।…
ସପ୍ତମାତୃକାର ପଞ୍ଚମ ଦିନରେ ମାଁ ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ…
ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଆଜି ମା’ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହୋଇଛି । ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ଆଜି ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ ଥିଲା । ମା’ ନାଲି ପାଟ ବସ୍ତ୍ର ପରିଧାନ କରିଥିବା ବେଳେ ସ୍ୱର୍ଣ୍ଣ…
ଭକ୍ତଙ୍କ ଆଲୋଡ଼ନରେ ପୂଜା ପାଉଛନ୍ତି ଶ୍ରୀ ଶ୍ରୀ ଶ୍ୟାମା ମା
ଉମରକୋଟ ( ୧୪/୧୧/୨୦୨୩) ରାଇଘର ବ୍ଲକର କୋଦଭାଟା ସ୍ଥିତ ଶ୍ରୀ ଶ୍ରୀ ଶ୍ୟାମା ମା ମନ୍ଦିର ସମିତି ଦ୍ଵାରା ଛ ଦିନ ବ୍ୟାପି କାଲି ପୂଜା ଅନୁଷ୍ଠାନର ଆୟୋଜନ କରିଛନ୍ତି l ଏହି କାଲି ପୂଜାରେ କୋଦଭାଟା ସାହିର ସମସ୍ତ ଭକ୍ତି ମତି ମାତୃ ସଂଘ କଲୋସ ଯାତ୍ରା କରି ପାଣି ଆଣି ସୁଦ୍ଧାଚାରେ ଘଟ ସ୍ଥାପନ…
ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପୀଠ ପୂଜା ଧୁମ଼ଧାମରେ ପାଳିତ…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି । ପୂଜକ ସନ୍ତୋଷ କୁମାର ଦାଶ ପୂଜା କାର୍ଯ୍ୟ ଆରମ୍ଭ କରିଥିବା…
କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ, ଶ୍ରଦ୍ଧାଳୁଙ୍କ ଭିଡ…
କଟକ: କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ । ସହରର ପ୍ରମୁଖ କାଳୀ ମନ୍ଦିର ଗୁଡ଼ିକରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ମାଳିକା ପ୍ରସିଦ୍ଧ କାଳିଆ ଵୁଦା ଶ୍ୟାମାକାଳୀ, ଖାନନଗର ଦକ୍ଷିଣ କାଳି ଓ କାଳିଗଳିର କାଳୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧା ଓ…
ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ…
ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ…
ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ…
ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ସବୁଠି ଭକ୍ତମୟ ପରିବେଶ । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ…
ଅଁଳା ନବମୀ ପାଇଁ ପ୍ରସ୍ତୁତି ବୈଠକ…
ପୁରୀ: ଅଁଳା ନବମୀ ପାଇଁ ପ୍ରସ୍ତୁତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପୀନାଥଙ୍କ ମା’ ରାଧାରାଣୀଙ୍କ ପାଦ ଦର୍ଶନ ଆସନ୍ତା ନଭେମ୍ୱର ୨୧ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ପ୍ରଥମ…