Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବିଶ୍ୱକପ ଫାଇନାଲରେ ହାରିବା ପରେ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଟିମ୍ର ଷ୍ଟାର ବୋଲର ମହମ୍ମଦ ସାମି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମୋଦି ସାମିଙ୍କ ଆଲିଙ୍ଗନ କରିଛନ୍ତି । ଏହା ବିଶ୍ୱକପ ଫାଇନାଲ ହାରିବା ପରେ ପ୍ରଧାନମନ୍ତ୍ରୀ ଟିମର ଡ୍ରେସିଂ ରୁମକୁ ଯାଇଥିବା ବେଳର ଫଟୋ ବୋଲି…
ମୁଁ ତୁମମାନଙ୍କ କଷ୍ଟ କଳ୍ପନା କରିପାରୁଛି, ଖେଳାଳିଙ୍କ ମନୋବଳ ବଢାଇଲେ ସଚିନ ତେନ୍ଦୁଲକର
ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ସଚିନ ତେନ୍ଦୁଲକରଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେଉଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟିମ୍ ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ଫାଇନାଲରେ ଟିମ୍ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିବା ପରେ ଖେଳାଳିଙ୍କ…
ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଢୋଲପଡା ଫୁଟବଲ କ୍ଲବ ଚମ୍ପିୟାନ…
ଦେବଗଡ଼,୨୦|୧୧):ତିଲେଇବଣି ବ୍ଲକ କଂସର ଗ୍ରାମପଂଚାୟତ ସଦର ମହକୁମା ଖେଳ ପଡିଆଠାରେ କଂସର ଫୁଟବଲ କ୍ଲବ ଆନୁକୂଲ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦ୍ୱି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ସମ୍ବଲପୁର ଜିଲାର ବଞ୍ଜାରୀ ଫୁଟବଲ କ୍ଲବକୁ ଟାଇବ୍ରେକର…
ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ…
ଅହମଦାବାଦ : ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।…
କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପଡିଆ ଭିତରେ ପଶିଲେ ପାଲେଷ୍ଟାଇନ ସମର୍ଥକ
ଅହମଦାବାଦ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଢେଇ ଜାରି ରହିଛି | ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ଧାରା ଜାରି ରହିଛି। କିଛି ଲୋକ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଆଉ କିଛି ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି | ତେବେ ଭାରତରେ…
କ୍ରିକେଟ ପ୍ରତିଯୋଗିତା ଉଦଯାପିତ: ସୁନାମୁଣ୍ଡା କ୍ରିକେଟ କ୍ଲବ ଚମ୍ପିୟାନ…
ଦେବଗଡ଼ :ତିଲେଇବଣି ବ୍ଲକ ଛେପିଲିପାଲି ଗ୍ରାମପଂଚାୟତ ଅନ୍ତର୍ଗତ କଦମଦର୍ହ ଖେଳ ପଡିଆଠାରେ ‘କେଡିଏମ୍ ୱାରିଅର୍’ ଆନୁକୂଲ୍ୟରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ତ୍ରି ଦିବସୀୟ କ୍ରିକେଟ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ରେଙ୍ଗତା କ୍ରିକେଟ କ୍ଲବକୁ…
‘ବିଜେପି’ ଭାରତୀୟ କ୍ରିକେଟ୍କୁ ଗୈରିକ ରଙ୍ଗ କରିଛି: ମମତା ବାନାର୍ଜୀ
କୋଲ୍କାତା: ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍ ଟିମ୍ର ‘ପ୍ରାକ୍ଟିସ୍’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି।
କେନ୍ଦ୍ରୀୟ କୋଲ୍କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ…
ବିଶ୍ବକପର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅହମଦାବାଦ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆସନ୍ତାକାଲି ଅହମଦାବାଦରେ ‘ଆଇସିସି ବିଶ୍ବକପ୍ ୨୦୨୩’ର ଫାଇନାଲ୍ ମ୍ୟାଚ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର…
ବିଶ୍ବକପ ଫାଇନାଲରେ ଭାରତ
ମୁମ୍ବାଇ: ବିଶ୍ୱକପ୍ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…
ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଦିନିକିଆରେ କଲେ ୫୦ତମ ସେଞ୍ଚୁରୀ…
ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ହୋଇଛନ୍ତି ।…