Browsing Category

ବିଦେଶ

‘ଭାରତ ବିଶ୍ୱ ମହାଶକ୍ତି ହେବାକୁ ଯୋଗ୍ୟ’, ପ୍ରଶଂସାରେ ଶତମୁଖ ପୁଟିନ

ଭାରତ ପ୍ରଶଂସାରେ ଶତମୁଖ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଣିଥରେ ଭାରତର ପ୍ରଶଂସା କରି ପୁଟିନ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ତେଣୁ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା, ପୂଜକ ନିଲମ୍ବିତ

ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଥିବା ଭକ୍ତଙ୍କ ଉପରେ ଗତ ୩ ତାରିଖରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ

ଛୋଟ ପିଲାଙ୍କୁ ଫେସ୍‌ବୁକ-ଇନଷ୍ଟାଗ୍ରାମ ଦେଖିବା ମନା, ଲାଗିଲା ବ୍ୟାନ୍‌

ଏଣିକି ଆଉ ସୋଶାଲ ମିଡିଆ ବ୍ୟବହାର କରିପାରିବେନି ଛୋଟ ପିଲା। ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ ଦେଖି ପାରିବେନି ୧୬ ବର୍ଷରୁ କମ୍‌ ବୟସ୍କ। ବ୍ୟାନ୍‌ ଲାଗାଇଲେ ଅଷ୍ଟ୍ରେଲିଆ ସରକାର। ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଏହି ନୂଆ ନିୟମ ଲାଗି କରିଛନ୍ତି। ନିୟମ ମୁତାବକ,

ରକ୍ଷା ମନ୍ତ୍ରୀଙ୍କୁ ହଟାଇଲେ ନେତାନ୍ୟାହୁ, ଜୋରଦାର ବିକ୍ଷୋଭ

ମଧ୍ୟପ୍ରାଚ୍ୟ ଦେଶରେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ଆଉ ଏହି ଯୁଦ୍ଧ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ଇସ୍ରାଏଲ। ନିଜ ପ୍ରତିରକ୍ଷା ମନ୍ତ୍ରୀକୁ ବିଦା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ମଙ୍ଗଳବାର ନିଜ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ

ଐତିହାସିକ ବିଜୟ ସହ ୧୩୨ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହେଲେ ଡୋନାଲ୍ଟ ଟ୍ରମ୍ପ

ଦ୍ୱିତୀୟ ଥର ପାଇଁ ହ୍ୱାଇଟ ହାଉସକୁ ଫେରିବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସେ ସମସ୍ତ ୭ଟି ଯାକ ସ୍ୱିଙ୍ଗ ଷ୍ଟେଟରେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ମାତ ଦେଇଛନ୍ତି। ଆମେରିକାର ମୋଟ ୫୩୮ ଇଲେକ୍ଟୋରାଲ ଭୋଟ ମଧ୍ୟରୁ ଟ୍ରମ୍ପ ଏଯାଏ ୨୭୭ଟିରେ ଜିତିଥିବା

ଚର୍ଚ୍ଚାରେ ଟ୍ରମ୍ପଙ୍କ ଡେପୁଟି ଓ ତାଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ବୃହତ୍ତ ବ୍ୟବଧାନରେ ହରାଇବାକୁ ଯାଉଥିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ଟ୍ରମ୍ପ ବିଜୟୀ ହେବା ନିଶ୍ଚିତ ହୋଇଥିବାରୁ ସେ ଆଜି ଫ୍ଲରିଡାର ପାଲମ ବିଚ କାଉଣ୍ଟୀ

ପୁଣି ଥରେ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ୍‌

ଅବ୍‌କି ବାର୍‌ ଟ୍ରମ୍ପ ସରକାର। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍‌ ହାଉସ୍‌ ଲଢ଼େଇ। ୟୁଏସ୍‌ ମିଡିଆର ତଥ୍ୟ ଅନୁଯାୟୀ, ରିପବ୍ଲିକାନ୍‌

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ; ଇଲେକ୍ଟୋରାଲ କଲେଜ ପାଇଁ ଆଜି ଭୋଟ, ଜାନୁୟାରୀ ୨୦ରେ ଶପଥ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଇଲେକ୍ଟୋରାଲ କଲେଜ ସଦସ୍ୟ ମନୋନୟନ ନିମନ୍ତେ ଭୋଟଗ୍ରହଣ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଆମେରିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ଦ୍ବାରା ନିର୍ବାଚିତ ହୋଇଥାନ୍ତି।

ଲାହୋରରେ ସାଂଘାତିକ ବାୟୁ ପ୍ରଦୂଷଣ, ଭାରତକୁ ଦାୟୀ କଲା ପାକିସ୍ତାନ

ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ଘନ ଧୂମ କୁହୁଡ଼ି (ସ୍ମଗ) ବଳୟରେ ପୂରା ସହର ଆଚ୍ଛାଦିତ ହେଲାଣି। ସହରର ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ତେବେ ଲାହୋର ବାୟୁର ଏପରି ଅବସ୍ଥା ପାଇଁ ପାକିସ୍ତାନର ମନ୍ତ୍ରୀ

ମାନୁନାହିଁ ଇସ୍କନ, ଆମେରିକା ହଷ୍ଟନରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଆମେରିକା ହଷ୍ଟନରେ ରଥଯାତ୍ରା ପାଇଁ ଇସ୍କନର ପ୍ରସ୍ତୁତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଚିଠି ପରେ ବି ମାନୁନି ଇସ୍କନ । ଅଦିନିଆ ରଥଯାତ୍ରା ପରମ୍ପରା ବିରୋଧୀ କହିଥିଲେ ଗଜପତି । ଏନେଇ ହଷ୍ଟନ ଇସ୍କନ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ଗଜପତି । ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଚିଠି