Sign in
Sign in
Recover your password.
A password will be e-mailed to you.
ପାକିସ୍ତାନରେ ପେଟ୍ରୋଲ ଲିଟର ୧୫୯ ଟଙ୍କା
ଇସ୍ଲାମାବାଦ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ପେଟ୍ରୋଲିୟମ୍ ପଦାର୍ଥର ଦାମ୍ ପୁଣି ବଡ ପରିମାଣରେ ବଢିଛି। ପାକିସ୍ତାନରେ ସମସ୍ତ ପେଟ୍ରୋଲିୟମ୍ ପଦାର୍ଥଗୁଡିକର ଦରରେ ୧୦ ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ପାକିସ୍ତାନରେ ଏହି ପଦାର୍ଥ ଗୁଡିକର ଦାମ୍ କେବେବି ଏତେ ଅଧିକ ଟଙ୍କା!-->…
ଘରୋଇ ବସ୍ ମାଲିକଙ୍କ ଦାଦାଗିରି, ବିଜୁସ୍ୱାସ୍ଥ ସେବା ଗାଡିକୁ ଜୋର୍ ଜବରଦସ୍ତ ଅଟକାଇଲେ, ଏକ ଘଣ୍ଟା ଧରି ରୋଗୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ସୀମାନ୍ତ ମୋଟୁରୁ ଏକ ସରକାରୀ ବସ୍ ଧାର୍ଯ୍ୟ ସମୟ ମୁତାବକ ଦୀର୍ଘଦିନ ଧରି ଚଳେଇ ଆସୁଛନ୍ତି । ଏହି ବସ୍ ଉପରେ ସୀମାନ୍ତ ମୋଟୁ ରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ପର୍ଯ୍ୟନ୍ତ ସମସ୍ତ!-->!-->!-->…
ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହତ୍ୟା କରିବା ଅତ୍ୟନ୍ତ ଦୁଃଖଦାୟକ
ବଡଖଣ୍ଡି ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ କାପଲ ନର୍ମଦା ଓ ତାଙ୍କ ସ୍ବାମୀ ରୋହିତଙ୍କୁ ଆକ୍ରମଣ କରିବା ନିନ୍ଦନୀୟ
ହିଞ୍ଜିଳିକାଟୁ, ତା୧୬/୦୨. ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ଅଭାବନୀୟ ଘଟଣା ଦୃଶ୍ୟମାନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ!-->!-->!-->…
ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ
ଦାରିଙ୍ଗବାଡ଼ି (୧୬/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ, ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲା ମହକୁମା ଯାଏ ସାରା ରାଜ୍ୟ ଚଳ ଚଞ୍ଚଳ ହୋଇ ଉଠିଛି। ଦଳୀୟ ଜିଲା ପରିଷଦ ସଭ୍ୟ, ସମର୍ଥୀତ ସମିତି ସଭ୍ୟ ଓ ସରପଞ୍ଚ ପାର୍ଥୀଙ୍କୁ ଜିତେଇବାକୁ ୩ପ୍ରମୁଖ ଦଳ ବିଜେପି, ବିଜେଡି ଓ!-->…
ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ଟିମ ହ୍ୟୁମାନିଟି
ଫୁଲବାଣୀ : ଫୁଲବାଣୀ କେନ୍ଦୁପଦର ଅଞ୍ଚଳରେ ଦୀର୍ଘଦିନ ଧରି ବସବାସ କରିଆସୁଥିବା ସପନ ମୁଖାର୍ଜୀ ନାମକ ୬୮ବର୍ଷୀୟ ବୃଦ୍ଧଙ୍କ ଆଜି ମୃତ୍ୟୁ ହୋଉଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଶେଷ ଅବସ୍ଥାରେ ମେଡିକାଲ ନେବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପରିବାର ସଦସ୍ୟ କହିବାକୁ ଗଲେ ଭାଇ!-->!-->!-->…
କେଜ୍ରିଓ୍ଵାଲ୍ ଖଲିସ୍ଥାନର ସମର୍ଥକ! ଥରେ କହିଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇ ନପାରିଲେ ଏହି ସ୍ଵାଧୀନ ରାଷ୍ଟ୍ରର…
ନୂଆଦିଲ୍ଲୀ: ପଞ୍ଜାବରେ ବିଧାନସଭା ନିର୍ବାଚନ ଆସନ୍ତା ଫେବ୍ରୁଆରି ୨୦ରେ ହେବାକୁ ଯାଉଛି। ଏହାକୁ ନେଇ ବିଜେପି, କଂଗ୍ରେସ୍, ଆପ୍, ଅକାଳି ଦଳ ଓ ଅନ୍ୟ ରାଜନୈତିକ ଦଳମାନେ ମତଦାନ ପାଇଁ ଜୋରଦାର ପ୍ରସ୍ତୁତ ହେଉଛନ୍ତି। ଇତ୍ୟବସରରେ ଆମ୍ ଆଦମି ପାର୍ଟିର ପୂର୍ବତନ ନେତା କୁମାର ବିଶ୍ଵାସ ଦଳର!-->…
ଦୀପ୍ ସିଦ୍ଧୁଙ୍କ ମରଶରୀର ଘରେ ପହଞ୍ଚିବା ପରେ ‘ଖଲିସ୍ଥାନ ଜିନ୍ଦାବାଦ’ର ସ୍ଲୋଗାନ୍ ଦେଲେ କିଛି ଲୋକ
ଲୁଧିଆନା: ବ୍ୟବଚ୍ଛେଦ ପରେ ଦୀପ୍ ସିଦ୍ଧୁଙ୍କ ମରଶରୀରକୁ ଲୁଧିଆନା ଅଣାଯାଇଛି। କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମର ଶରୀର ଲୁଧିଆନା ପହଞ୍ଚିବା ମାତ୍ରେ ତାଙ୍କ ଘର ସାମନାରେ କିଛି ବିଶୃଙ୍ଖଳିତ ଲୋକଙ୍କ ଭିଡ ହୋଇଯାଇଥିଲା। ଭିଡରେ ଥିବା ଲୋକମାନେ ‘ଖଲିସ୍ଥାନ ଜିନ୍ଦାବାଦ’ର!-->…
୪ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ
ନୂଆଦିଲ୍ଲୀ : ଏଣିକି ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସରକାର ମୋଟର ଯାନ ଆଇନରେ କେତେକ ସଂଶୋଧନ କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାରଦିନ ଏହି ନୂଆ ନିୟମ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।!-->…
ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର
ଫୁଲବାଣୀ : ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି।ଜନ୍ମ କଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲ ରେ ଭର୍ତିହୋଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ସାନ ପୁଅ!-->!-->!-->…
ଅଭିନବ ଉପାୟରେ ଆସି ଡକାୟତି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଜାହାଜଭଟ୍ଟା ଗାଁରେ ୩ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଜଣେ ମହିଳା ଙ୍କ ଘରେ ନିର୍ବାଚନ ପ୍ରଚାର ବାହାନା ରେ ପସି ବେକରେ ଛୁରୀ ଲଗାଇ ସୁନା ଓ ଟଙ୍କା ନେଇଯାଇଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା!-->!-->!-->…