ବଣ୍ଡଗୁଡ଼ା ପଞ୍ଚାୟତବାସୀ ଭୋଟ ବର୍ଜନ କଲେ

ବାଲିଗୁଡା,: କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏପଟେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ

ଦେଶରେ ସଂକ୍ରମଣ କମୁଛି, ଅତିରିକ୍ତ କଟକଣା ହଟାଅ : ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନାର ୩ୟ ଲହରର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇଚାଲିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କୋଭିଡ୍ କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି । ତେବେ କେତେକ ଅତିରିକ୍ତ କଟକଣା ଏବେ ବି ଲାଗୁ ରହିଛି । ଏସବୁ ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ : ହିଞ୍ଜିଳିକାଟୁ ବ୍ଲକରେ ୬୪% ମତଦାନ

ହିଞ୍ଜିଳିକାଟୁ (୧୬ା୨) : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ଶେରଗଡ, ଦିଗପହଣ୍ଡି, ପୋଲସରା ଓ କୁକୁଡାଖଣ୍ଡି ବ୍ଳକରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ

ବରଦାଯୋଡି ଗ୍ରାମବାସୀଙ୍କ ଭୋଟବର୍ଜନ ଚେତାବନୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଲଦିପଦର ଓ ବରଡାଯୋଡି ଦୁଇଟି ଗାଁର ଶତାଧିକ ଭୋଟର ଦୀର୍ଘ ଦିନ ଧରି ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନଥିବାରୁ, ମୌଳିକ ସମସ୍ୟାକୁ କେନ୍ଦ୍ର କରି ଗ୍ରାମବାସୀ ମାନେ ମିଳିତ ଭାବେ ଭୋଟ ବର୍ଜନ ନିଷ୍ପତ୍ତି

କର୍ଲଭଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ସାହି ବାସିନ୍ଦା

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ୱାର୍ଡ ନମ୍ବର ୨ ଠାରେ ରାସ୍ତା ଏବଂ ଗୃହ ବିଭାଗ ପକ୍ଷରୁ ନିର୍ମାଣଧୀନ ଏକ କର୍ଲଭଟ ରେ ନିମ୍ନମାନର ବାଲି,ସିମେଣ୍ଟ, ମେଟାଲ ବ୍ୟବହାର କୁ ନେଇ ଅଭିଯୋଗ କରିଛନ୍ତି ସାହି ବାସିନ୍ଦା l ଉକ୍ତ ସ୍ଥାନରେ ରହିଥିବା ପୁରୁଣା କଲଭର୍ଟ ରେ ୧୬ ଏମ ଏମ ରଡ

ସରପଞ୍ଚ ପ୍ରାର୍ଥୀଙ୍କ ଅକାଳ ବିୟୋଗ – ବି. ମାଳିଗୁଡା ପଞ୍ଚାୟତରେ ଶୋକର ଛାୟା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡ଼ାର ବର୍ତ୍ତମାନ ସରପଞ୍ଚ ପ୍ରାର୍ଥୀ ଶ୍ରୀ ଭାଗିରଥି ଅମନାତ୍ୟ (୩୮) ଙ୍କ ଆଜି ସକାଳେ ଅକାଳ ବିୟୋଗ ହୋଇଛି । ସୂଚନା ଅନୁଯାୟୀ ସ୍ୱର୍ଗତ ଭାଗିରଥି ଅମନାତ୍ୟ ବି. ମାଳିଗୁଡା ର ପୂର୍ଵତନ ସରପଞ୍ଚ ଭାବେ ନିର୍ବାଚିତ

ଖଲ୍ଲିକୋଟ : ଦୟନୀୟ ଆର୍ଥିକ ସ୍ଥିତିରେ ନିର୍ବାଚନ ଲଢ଼ୁଛନ୍ତି ୩ ଜିଲ୍ଲା ପରିଷଦ ପ୍ରାର୍ଥୀ

ଖଲ୍ଲିକୋଟ (୧୬/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଓ ସଂଗୀତ ର ତାଳେ ତାଳେ କର୍ମୀଙ୍କ ନୃତ୍ୟ ରେ ଗ୍ରାମ୍ୟ ରାଜନୀତି ଦୁଲୁକୁଥିବା ବେଳେ ସରକାରୀ ଦଳ ବିଜେଡି ରଙ୍ଗ ବେରଂଗ ବ୍ୟାନର ସାଙ୍ଗକୁ ମନଲୋଭା ଗେଟରେ ଦଳୀୟ ପ୍ରଚାର ଚଳାଇ ଭୋଟରଙ୍କ ମନ କିଣିବା ପାଇଁ ଉଦ୍ୟମ କରୁଥିବା

ବୁଥ ପରିଦର୍ଶନ ବେଳେ ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣ…

କୋରାପୁଟ: ବିଜେପି କର୍ମୀଙ୍କ ଠେଙ୍ଗା ମାଡରେ ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଶୋଇ ଗୁରୁତର। ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ପଞ୍ଚାୟତରେ ଉତ୍ତେଜନା ଦେଖିବାକୁ ମିଳିଛି। ବୁଥ ପରିଦର୍ଶନ ବେଳେ

ବଦଳୁଛି ସ୍ୱାସ୍ଥ କେନ୍ଦ୍ର ର ପରିବେଶ : ପାର୍କ ର ଭ୍ରମ ସୃଷ୍ଟି କରୁଛି ଏମଭି 79 ସ୍ୱାସ୍ଥ କେନ୍ଦ୍ର…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ମାଲକାନଗିରି : ଜାତୀୟ ସ୍ତରରେ ଅୟୋଜିତ କୟାକଳ୍ପ ପ୍ରତିଯୋଗୀତା ରେ ପୂର୍ବ ବର୍ଷ ର ରେକର୍ଡ କୁ ଦୋହରାଇବା ପାଇଁ ଚେଷ୍ଟା କରିଛନ୍ତି ଏମଭି 79 ସ୍ୱାସ୍ଥ କେନ୍ଦ୍ର ର କର୍ତ୍ତୁପକ୍ଷ ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ର ସ୍ୱାସ୍ଥ

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ

ଭୁବନେଶ୍ବର: ସରିଲା ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ରହିଛି । ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ର୍ନିବାଚନ ହେଉଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ