ଦରମା ଦେବାରେ ବିଳମ୍ବ କୁନେଇ ବିଦ୍ୟୁତ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

କୋରାପୁଟ: ଜିଲ୍ଲା ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ, ଅବସର ପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ବିଭାଗୀୟ ଉଚ୍ଚ ପଦାଧିକାରୀ ମାସିକ ଦରମା ଓ ପେନସନ ପ୍ରଦାନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ । ଏହାର ପ୍ରତିବାଦ କରି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟରତ

ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ର ମତଦାନ : ତିନି ଜୋନ ରୁ 78ହଜାର744 ମତଦାତା କରିବେ ମତ ସାବ୍ୟସ୍ତ …

ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ର ଆଜି ଭୋଟ ଗ୍ରହଣ ହେବ | ବାଲିଗୁଡା ବ୍ଲକ ରେ 183 ବୁଥ ରେ 38136 ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ | ବାଲିଗୁଡା ବ୍ଲକ ର ଚଉଦ ପଂଚାୟତ ରେ 50 ଜଣ ସରପଞ୍ଚ

ରାଜ୍ୟରେ ଆଜି ୧୬୭୧ ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୧ ହଜାର ୬୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୧ ହଜାର ୪୬୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ସୋମବାର ଦିନ ଏହାର ପ୍ରଚାର ଶେଷ ହୋଇଛି। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ମଙ୍ଗଳବାରଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ

ବିଧାୟିକା ଉଷାଦେବୀଙ୍କ ମାରାଥନ ପ୍ରଚାର

ପାତ୍ରପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବିଧାୟିକା ତଥା ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ପାତ୍ରପୁର ବ୍ଲକର ଗୁଣ୍ଡୁରା,ବରଙ୍ଗ, ଜୟନ୍ତୀ ପୁର ଓ ବି ନୁଆଗାଁ ପଂଚାୟତର ପ୍ରଚାର

କଟକରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ

କଟକ: କଟକରୁ ପୁଣି ଜବତ ହେଲା ଧଳା ଜହର। ପୁଣି ବ୍ରାଉନସୁଗାର କବଳରେ ଯୁବପୀଢି । ଜଳେଶ୍ବର ପାଲିଟିଛି ଧଳା ଜହର ବେପାରର ପେଣ୍ଠ ସ୍ଥଳୀ । କଟକ ମାଲଗୋଦାମ ପୋଲିସ ଏହି ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ଯୋବ୍ରା ତତ୍ତ୍ୱବଟ ଅଞ୍ଚଳରେ ଚଢ଼ାଉ କରି ୪୦୬ ଗ୍ରାମର

ବିଜେଡିରେ ମିଶିଲେ ପାତ୍ରପୁର ବ୍ଲକ କଂଗ୍ରେସ ସଭାପତି ସରୋଜ ଦୋରା

ପାତ୍ରପୁର : ପଦାଦିଗି ପଂଚାୟତ ନୂଆପେଣ୍ଠ ଗ୍ରାମ ଠାରେ ଆଜି ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ମିଶ୍ରଣ ପର୍ବରେ ଦୀର୍ଘ ପଚିଶ ବର୍ଷ ଧରି କଂଗ୍ରେସ ଦଳରେ ନିଜ ପତିଆରା ଜାହିର କରିଥିବା ନୁଆ ପେଣ୍ଠ ଗ୍ରାମର ଦୋରା ପରିବାର ନବୀନ ସରକାରଙ୍କ

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ରୁଜୁ ହୋଇଛି ମାମଲା । ସଦର ତହସିଲଦାରଙ୍କ ପକ୍ଷରୁ ଦାୟରକ ରାଯାଇଥିବା ଏତଲା ଆଧାରରେ ଶ୍ରୀ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତହସିଲଦାରଙ୍କ ଦୁର୍ବ୍ୟବହାର କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । କ୍ଷେତ୍ରରାଜପୁର

ଫୁଲ୍ଓ୍ଵମା ଶହୀଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

ବେଲଗୁଣ୍ଠା, ତା.୧୪/୦୨ : ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଲୁଦୁଲୁଦୁ ଗ୍ରାମଠାରେ ଲୋକନାଟ୍ୟ ଗୁରୁ କାହ୍ନୁଚରଣ ଷଡ଼ଙ୍ଗୀଙ୍କ ଆହ୍ଵାନ କ୍ରମେ ଗ୍ରାମ୍ୟ ଯୁବଗୋଷ୍ଠୀ ପୁଲ୍ଓ୍ଵମା ଶହୀଦଙ୍କ ଦ୍ଵିତୀୟ ବାର୍ଷିକୀ ମହାସମାରୋହରେ ପାଳନ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ

ସାମ୍ୱାଦିକା ସବନମ୍‌ ସରିନ୍‌ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବରେ ୧୫/୦୨ : ନ୍ୟୁଜ୍‌ ସେଭେନ୍‌ର ଦିବଂଗତ ସାମ୍ୱାଦିକା ସବନମ୍‌ ସରିନ୍‌ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ରାଜ୍ୟ ସରକାର । ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସବନମ୍‌ଙ୍କ ସ୍ୱାମୀ କାମରୁଦ୍ଦିନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ସାମ୍ବାଦିକା ସବନମ୍‌