Sign in
Sign in
Recover your password.
A password will be e-mailed to you.
ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ :୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ…
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ!-->…
ନିଶା କାରବାର ଉପରେ ସୁନ୍ଦରଗଡ ପୋଲିସର ବଡ ସଫଳତା : ରାଜଗାଙ୍ଗପୁର ଥାନା ଏସ୍ଡିପିଓ ଶଶାଙ୍କ କୁମାର ବେଉରାଙ୍କ…
ରାଉରକେଲା;(ବସନ୍ତ କୁମାର ଜେନା) ନିଶା କାରବାର ରୋକିବା ଲାଗି ସୁନ୍ଦରଗଡ଼ ପୋଲିସ ର ମିଶନ କୁ ବଡ ସଫଳତା ମିଳିଛି।ରାଜଗାଙ୍ଗପୁର ରୁ ଝାରଖଣ୍ଡ ଚାଲାଣ ହେଉଥିବା ବେଳେ ପୋଲିସ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେଆଇନ!-->!-->!-->…
ସୁଡୁକୁମ୍ପା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ମୋର ପ୍ରମୂଖ ଭୂମିକା ରହିବ :ବୈଦ୍ୟନାଥ ବେହେରା…
ଫୁଲବାଣୀ:- ବଢୁଛି ଦିନକୁ ଦିନ ରାଜନୀତିର ଚାହିଦା ଦୁର୍ନୀତିଗ୍ରସ୍ତ ଓ ସ୍ୱାର୍ଥପର ତଥା ଟାଉଟର,ଠକାମୀ ମାନଙ୍କୁ ପ୍ରତିହତ କାରିବାକୁ ପଞ୍ଚାୟତ ନିର୍ବାଚନରେ ଏଥର ପ୍ରତିଦ୍ୱନ୍ଦିତା କରି ଆସନ ଅଳଙ୍କୃତ କରିଛନ୍ତି ସମାଜସେବକ ତଥା ଗଣମାଧ୍ୟମ ପ୍ରତିନିଧି।ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ!-->!-->!-->…
କୋରାପୁଟ ଗସ୍ତରେ BSF ଆଇଜି…
କୋରାପୁଟ: ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଆଜି ନାରାୟଣପାଟଣା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପୋଡାପଦର, ତେନ୍ତୁଳିପଦର ଏବଂ ପାଲୁରରେ ଥିବା ବିଏସଏଫ ଶିବିର ପରିଦର୍ଶନ କରି ସାମ୍ପ୍ରତିକ ସୁରକ୍ଷାର ସ୍ଥିତି ସମ୍ପର୍କରେ!-->!-->!-->…
ଗଞ୍ଜେଇ ଭାବି କରିଥିଲେ ଲୁଟ୍, ମିଳିଲା ପଣସ
କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମାରେ ଜାତୀୟ ରାଜପଥରୁ ଏକ ପିକ ଅପ ଭ୍ୟାନ ଚୋରି । କିଛି ଯୁବକ ପିକ ଅପ ଭ୍ୟାନକୁ ଅପହରଣ କରି ନେଇ ଯାଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଞ୍ଜେଇ ଭାବି ଲୁଟ କରି ଦୁର୍ବୃତ୍ତ ପାଇଲେ ପଣସ ତେବେ ପୋଲିସ ସେହି ଭ୍ୟାନକୁ ଠାବ କରିବା ସହ ଅପହରଣ!-->!-->!-->…
ଓମ ପ୍ରକାଶ ମିଶ୍ର ଜାତୀୟ ICT ଶିକ୍ଷକ ପୁରସ୍କାରରେ ସମ୍ମାନିତ…
କୋରାପୁଟ: ଜୟପୁରର ସୁନାମଧନ୍ୟ ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ମିଶ୍ର NCERT ଦ୍ବାରା ଜାତୀୟ ICT ଶିକ୍ଷକ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଓମ ପ୍ରକାଶଙ୍କୁ ଏହି ସମ୍ମାନ ମିଳିଛି । ଏହି ସମ୍ମାନ ବିଜ୍ଞାନ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାର!-->!-->!-->…
ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ, ନିର୍ଦ୍ଧାରିତ ସମୟ ୨୦ ମିନିଟ ପରେ ଅର୍ଥାତ ରାତି୧୦.୨୦ରେ ଉଠିଲା ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା!-->…
ବସନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ
ସୁନ୍ଦରଗଡ଼ - ୦୧/୦୩ : ଆଜି ସ୍ଥାନୀୟ ମାଦ୍ରୀ କାଲୋ ଭବନ ପରିସରରେ ସୁନ୍ଦରଗଡ଼ ତଥା ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ " ନବଜୀବନ" ଆନୁକୁଲ୍ୟରେ ବସନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶଯୋଗ୍ୟ ଯେ ନବଜୀବନ ଆନୁକୁଲ୍ୟରେ ପ୍ରତି ବର୍ଷ ଏହି ସୁନାମଧନ୍ୟ ବସନ୍ତ!-->…
ଖଲ୍ଲିକୋଟରେ ଜାଗରଯାତ୍ରା, ସବୁ ଶୈବପୀଠରେ ଭକ୍ତଙ୍କ ଭିଡ
ଖଲ୍ଲିକୋଟ (୧/୩) : ପବିତ୍ର ଜାଗରଯାତ୍ରା ଅବସରରେ ଖଲ୍ଲିକୋଟ ଅଂଚଳର ବିଭିନ୍ନ ଶୈବ ପୀଠ ମାନଙ୍କରେ ଶିବ ଭକ୍ତ ମାନଙ୍କ ପ୍ରବଳ ଭିଡ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଥିଲା l ଖଲ୍ଲିକୋଟ ର ବରାଳ ବାଲୁକେଶ୍ଵର ,ବାବା ଅମରେଶ୍ବର ,ଓ ନିର୍ମଳଝର ଠାରେ ଥିବା ବିଜେ ନୀଳକଣ୍ଠେଶ୍ଵର ଓ ପ୍ରସିଦ୍ଧ!-->…
ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ
ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆଜି ରାଜ୍ୟର ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ସଞ୍ଜ ନଇଁବା ପରେ ଭଜନ ଓ କୀର୍ତ୍ତନରେ ଶୈବପୀଠଗୁଡ଼ିକ ଉଛୁଳିପଡୁଛି। ଶିବ ମନ୍ତ୍ର ଓ ଜପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, କଟକ ଜିଲ୍ଲାର ଧବଳେଶ୍ୱର,!-->…