ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି ଓ ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସଂଖ୍ୟା ୪୮+ ୫୯ ଣ= ୧୦୭, ସମୁଦାୟ ମହାନଗର ନିଗମ-୩, ମୁନିିିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ

ପୋଲିସ କମିସନରେଟ ରେଡ୍‌କ୍ରସ୍‌ କାର୍ଯ୍ୟନିର୍ବାହୀ ସମିତି ବୈଠକ

ଭାରତୀୟ ରେଡକ୍ରସ୍ ସୋସାଇଟି, ପୋଲିସ କମିସନରେଟ ଆଞ୍ଚଳିକ ଶାଖାର କାର୍ଯ୍ୟନିର୍ବାହୀ ସମିତି ବୈଠକ ଅନୁଷ୍ଠାନର ଅଧକ୍ଷ ତଥା ପୋଲିସ କମିସନର ସୈାମେନ୍ଦ୍ର କୁମାର ପ୍ରୀୟଦର୍ଶୀଙ୍କ ଅଧକ୍ଷତାର ପୋଲିସ ସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ଶ୍ରୀଯୁକ୍ତ ପ୍ରୀୟଦର୍ଶୀ

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ପ୍ରଥମ ଭାରତୀୟ ଛାତ୍ର ପ୍ରାଣ ହରାଇବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳେ ରୁଷ ପକ୍ଷରୁ ଖାର୍କିଭରେ ହୋଇଥିବା ବୋମା ମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡ଼ିବା ପରେ ନୀବନଙ୍କ ବାପାଙ୍କ

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍; ୬ ମୃତ

ନୂଆପଡ଼ା : ନୂଆପଡା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଦୁର୍ଘଟଣା । ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ନୂଆପଡା-ବରଗଡ ରାସ୍ତାର ସୁନସୁନିଆ ଗାଁ

ଏୟାର ଇଣ୍ଡିଆର ସିଇଓ ପଦ ଗ୍ରହଣ କରିବେନି ଇଲକେର ଆଇସି

ନୂଆଦିଲ୍ଲୀ: ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସି ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ହେବେ ନାହିଁ। ତାଙ୍କୁ ଟାଟା ସନ୍ସ ପକ୍ଷରୁ ସିଇଓ ପଦ ଅଫର କରାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି

ପଞ୍ଚାୟତ ଜନାଦେଶକୁ ନମ୍ରତାର ସହ ଗ୍ରହଣ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲା ବିଜେପି । ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନମ୍ରତାର ସହ ଗ୍ରହଣ କରୁଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ବିଜେପିର ସିଟ୍ କମିଥିଲେ ବି, ୩୦

ୟୁରୋପୀୟ ୟୁନିୟନରେ ଭାବବିହ୍ୱଳ ହେଲେ ଜେଲେନସ୍କି

କିଭ୍‌: ରୁଷର ଘନଘନ ହମଲାରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଲଢ଼େଇ ଜାରି ରଖିଛି। ନାଟୋ ଓ ୟୁରୋପୀୟ ୟୁନିୟନରେ ୟୁକ୍ରେନ ସାମିଲ ହେବାକୁ ଚାହୁଁଥିବାରୁ ଏହାକୁ ବିରୋଧ କରି ରୁଷ କିଭ୍‌ ଉପରେ ହମଲା କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ୬ ଦିନରେ ପହଞ୍ଚିଥିଲେ ମଧ୍ୟ କେହି ବି ପଛକୁ

ବିଜେଡିକୁ ସମର୍ଥନ ପାଇଁ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ଦେଲେ ଆନ୍ତରିକ ଧନ୍ୟବାଦ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ । ବିଜୟୀ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତୁଟ ବିଶ୍ୱାସ ରଖି ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ

ୟୁକ୍ରେନରେ ବୋମାମାଡ଼, ପ୍ରାଣହରାଇଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ଠିକ ସେଇଆ ହୋଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଯାଇଛି ପ୍ରଥମ ଭାରତୀୟ ଛାତ୍ରଙ୍କ ଜୀବନ। ଖାରକିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।ମନ୍ତ୍ରଣାଳୟ

ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଅବସର

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ସୋମବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଭାଗ ତରଫରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କର୍ମଚାରୀ କଲ୍ୟାଣ ସମିତି ଆନୁକୂଲ୍ୟରେ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ