Sign in
Sign in
Recover your password.
A password will be e-mailed to you.
ଖଲ୍ଲିକୋଟ : ଟ୍ରକ ମାଲିକ ଜିତୁ ଦଳାଇ ହତ୍ୟା ମାମଲା ,ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ଯାଞ୍ଚ
ଖଲ୍ଲିକୋଟ (୦୧ /୩) : ଗତକାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ଠାରୁ ଖଲ୍ଲିକୋଟ ସହର ତୋଟା ଗାଁ ର ଜଣେ ଟ୍ରକ ମାଲିକ ଜିତୁ ଦଳାଇ ଙ୍କୁ ତାଙ୍କ ବାଇକ ସହ ଅପହରଣ ପରେ ହତ୍ୟା କରିବା ଘଟଣା ସାରା ସହର ରେ ଆଲୋଚନା ର ବିଷୟ ପ|ଲିଟିଥିବା ଜଣାପଡିଛି l ତେବେ ମଙ୍ଗଳ ବାର ଦିନ ଖଲ୍ଲିକୋଟ!-->!-->!-->…
୨୪ତମ କଳିଙ୍ଗ ପୁସ୍ତକ ମେଳା ସ୍ମୃତି ସ୍ମାରକୀ ପୁରସ୍କାର ଘୋଷଣା
ଭୁବନେଶ୍ୱର: ୨୪ତମ "କଳିଙ୍ଗ ପୁସ୍ତକ ମେଳା" ଚଳିତ ମାର୍ଚ୍ଚ ମାସ ୧୭ ତାରିଖ ସଂଧ୍ୟା ୬ଟା ବେଳେ ଜୟଦେବ ଭବନ ଠାରେ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡଃ. ହୃଷିକେଶ ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା!-->…
ଆରଏସପି ମେକାନିକାଲ୍ ସପ୍ର ପୂର୍ବ ସହକର୍ମୀଙ୍କ ବନ୍ଧୁ ମିଳନ
ରାଉରକେଲା : ୨୮/୨୨,(ବସନ୍ତ କୁମାର ଜେନା): ରାଉରକେଲା ସେକ୍ଟର ୩ ଜଗନ୍ନାଥ ମନ୍ଦିର ନିକଟସ୍ଥ ଖଡ୍ଗ ଭବନ ଠାରେ ୪୩ ବର୍ଷ ପୂର୍ବେ ରାଉରକେଲା ଇସ୍ପାତ କାରଖାନା ର ମେକାନିକାଲ୍ ସପ୍ କୁ ତିଆରି କରିଥିବା ତଥା କାର୍ଯ୍ୟ କରୁଥିବା ୧୯୭୮ ମସିହାର ସହକର୍ମୀ ମାନଙ୍କର ପ୍ରତି ବର୍ଷ ପରି ଚଳିତ ବର୍ଷ!-->…
ବିଜେଡିକୁ ବଡ ସଫଳତା; ୮୫୨ ରୁ ବିଜେଡି ୭୬୬, ବିଜେପି ୪୨ ଓ କଂଗ୍ରେସ ୩୭ ଆସନରେ ବିଜୟୀ
ଭୁବନେଶ୍ବର: ଓଡିଶା ରାଜନୈତିକ ଇତିହାସରେ ସବୁଠାରୁ ବଡ ସଫଳତା ହାସଲ କରିଛି ବିଜେଡି ଯେତେବେଳେ ନିର୍ବାଚନ ହୋଇଥିବା ୮୫୨ଜିଲ୍ଲା ପରିଷଦ ଆସନରୁ ୯୦ ପ୍ରତିଶତ ଆସନରେ ଦଳୀୟ ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ୨୨ ବର୍ଷର ରାଜନୈତିକ ଅଧ୍ୟାୟରେ ଏହି ସଫଳତା ବିରଳ । ଖାଲି ଆସନ ନୁହେଁ ବରଂ ଦଳର!-->…
ପୁରୀ କେନାଲରେ କୁମ୍ଭୀର ଆତଙ୍କ
କଟକ : ପୁରୀ କେନାଲରେ କୁମ୍ଭୀର ଆତଙ୍କ । କଟକ ନୂଆଗଡ଼ ତେଲେଙ୍ଗାପେଣ୍ଠ ଅଞ୍ଚଳରେ ଏକ ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରଟିର ଲମ୍ବ ପାଖାପାଖି ୧୨ ଫୁଟ । କୁମ୍ଭୀରଟି ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ବନବିଭାଗ ପକ୍ଷରୁ ଉଦ୍ଧାର ପାଇଁ!-->…
ୟୁକ୍ରେନ୍ ଯୁଦ୍ଧ ପରେ ଭାରତୀୟ ଗହମର ଚାହିଦା ବୃଦ୍ଧି, ଲାଭବାନ ହେବେ ଭାରତର ଚାଷୀ
ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ କେବଳ ୟୁରୋପ ନୁହେଁ ସମଗ୍ର ବିଶ୍ବ ପାଇଁ ଏକ ଦୁର୍ଭାଗ୍ୟଜନକ ଘଟଣା । ଏହି ଯୁଦ୍ଧ ଯେତେଶୀଘ୍ର ଶେଷ ହେବ ତାହା ମାନବ ଜାତି ପାଇଁ ସେତେ ଶୁଭଙ୍କର ହେବ । ତେବେ ଭାରତୀୟ ଚାଷୀଙ୍କ ପାଇଁ ଏହି ଯୁଦ୍ଧ ଲାଭଜନକ ସାବ୍ୟସ୍ତ ହେବାକୁ ଯାଉଛି ।ବିଶ୍ବରେ ରୁଷିଆ ଓ ୟୁକ୍ରେନ!-->…
ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟ ପଦରୁ ରୁଷିଆକୁ ବିତାଡ଼ିତ କରାଯିବ : ବ୍ରିଟେନ
କିବ୍ : ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି । ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି ।ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ଏକ ବଡ଼!-->…
ସିଏନଜି ପମ୍ପରେ ବଡ଼ ଅଘଟଣ, ଗୋଟିଏ ରାତିରେ ୩ ଜଣଙ୍କୁ ହତ୍ୟା
ଗୁରଗାଓଁ: ଗୋଟିଏ ରାତିରେ ୩ ଜଣଙ୍କୁ ଛୁରୀ ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସ ୱେରେ ଥିବା ସିଏନଜି ପମ୍ପରେ ଏପରି ଘଟଣା ଘଟିଛି। ଏହି ୩ ଜଣଙ୍କୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ୫ ଜଣଙ୍କୁ ହତ୍ୟା କରାଗଲାଣି।ପୁଲିସ୍ କହିଛି ଯେ ସେକ୍ଟର ୩୧!-->…
ସଚିନ ବେହେରାଙ୍କ ଗିନିଜ୍ ବୁକ୍ରେ ଆଉ ଏକ ରେକର୍ଡ଼
ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଗିନିଜ୍ ବୁକ୍ରେ ଆଉ ଏକ ନୂତନ ରେକର୍ଡ଼ ସ୍ଥାପନ କରି ଓଡ଼ିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ପୂର୍ବରୁ ସଚିନ ଗୋଟିଏ ମିନିଟରେ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ୍ କରି ଗିନିଜ ବୁକ ଅଫ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମ!-->…
୬ ଦିନରେ ୟୁକ୍ରେନ ଛାଡ଼ିଲେଣି ୬,୬୦,୦୦୦ ଲୋକ
ଜେନେଭା: ରୁଷର ହମଲା ୟୁକ୍ରେନ ଉପରେ ଜାରି ରହିଛି। ବିଶେଷ କରି କିଭ୍ ଓ ଖାରକିଭ୍ରେ ରୁଷ ମିସାଇଲ ଓ ରକେଟ ମାଡ଼ କରି ସ୍ଥିତିକୁ ବେହାଲ କରିଦେଇଛି। ବିଭିନ୍ନ ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ ହେଉଥିବାରୁ ଲୋକମାନେ ଭୟରେ ଦେଶ ଛାଡ଼ିବା ଆରମ୍ଭ କରିଛନ୍ତି।ଯୁଦ୍ଧ ଆଜି ୬ଷ୍ଠ ଦିନରେ ପହଞ୍ଚିଥିବା!-->…