Sign in
Sign in
Recover your password.
A password will be e-mailed to you.
ୟୁକ୍ରେନରୁ ଫେରିଲେ ବରଗଡ଼ର ଡାକ୍ତରୀ ଛାତ୍ର ଅନୁପମ କର
ବରଗଡ଼: ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବାବେଳେ ଏବେ ମଧ୍ୟ ବହୁ ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହାରି ମଧ୍ୟରେ ବରଗଡ଼ ତଲିପଡା ବାସିନ୍ଦା ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ ପୁଅ ଅନୁପମ କର ୟୁକ୍ରେନରୁ ସୁରକ୍ଷିତ ଭାବେ ନିଜ ଜନ୍ମ ମାଟିକୁ ଫେରି!-->…
ଭୁବନେଶ୍ବରରୁ ୭ଲକ୍ଷର ଜାଲ୍ ନୋଟ୍ ଜବତ, ୨ ଗିରଫ
ଭୁବନେଶ୍ବର: ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଅସଲି ୫ଲକ୍ଷ ଟଙ୍କା ବଦଳରେ ନକଲି ୬ଲକ୍ଷ ଟଙ୍କା ଦିଆଯାଉଥିଲା । ଏମିତି ଢଙ୍ଗରେ ଭୁବନେଶ୍ୱର ମାର୍କେଟରେ ଚାଲୁଥିଲା ନକଲି!-->!-->!-->…
ଅର୍ଦ୍ଧ ଦଗ୍ଧ ପିଙ୍କିଙ୍କ ଚିକିତ୍ସା ଲାଗି ସହାୟତାର ହାତ ବଢ଼ାଇଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ
ଦାରିଙ୍ଗବାଡି(୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଡମା ଗ୍ରାମର ମୃତୁଞ୍ଜୟ ମଲିକଙ୍କ ଦଶମ ସାରାଂଶ-୧ ଲେଖିଥିବା ଝିଅ ପିଙ୍କି ମଲିକ କୌଣସି କାରଣ ବଶତଃ ଗତ ଜାନୁୟାରୀ ୨୩ ରଖରେ ପୋଡି ଗଲା। ଅର୍ଥର ଅଭାବ ହେତୁ ପ୍ରାୟ ୧୦ ଦିନ କଟକ!-->!-->!-->…
ଶିଶୁଙ୍କ ପ୍ରବେଶରେ ହସି ଉଠିଲା ବିଦ୍ୟାଳୟ
ଫୁଲବାଣୀ: କଥାରେ ଅଛି ଶିଶୁ ହସିଲେ ଜଗତ ହସେ।ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଠାରୁ ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫ ଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ!-->…
କୋଣାର୍କ ଏକ୍ସପ୍ରେସରୁ ୩୨ କେଜି ସୁନା ଜବତ
ଭୁବନେଶ୍ବର: ୧୬ କୋଟି ଟଙ୍କାର ସୁନା ଜବତ. ଜବତ କଲା ଜିଆର୍ପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସୁଥିଲା ସୁନା । ସୁନା ସହ ୪ଙ୍କୁ ଅଟକ ରଖିଛି ଜିଆରପି ।
ସୂଚନା ଥାଉକି , କୋଣାର୍କ ଏକ୍ସପ୍ରେସ୍ରେ ସୁନା ଆସୁଥିବା ଜିଆର୍ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା ଆଧାରରେ!-->!-->!-->…
ଦାରିଙ୍ଗବାଡ଼ି ବଜାର ମୋବାଇଲ ଦୋକାନ ସର୍ଟସର୍କିଟରେ ନିଆଁ ଲାଗିଲା
ଦାରିଙ୍ଗବାଡ଼ି ( ୦୨/୦୩) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସ୍ଥିତ ତିନିଛକରେ ରହିଥିବା ପତି ମୋବାଇଲ ଦୋକାନରେ କୌଣସି କାରଣରୁ ସର୍ଟସର୍କିଟରେ ଦୋକାନରେ ନିଆଁଲାଗିଥିଲା । ମହାଶିବରାତ୍ରି ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ଘରକୁ ଫେରିବା ସମୟ ପାଖାପାଖି ଦୁଇ ଘଣ୍ଟା ସମୟରେ ଦୋକାନ!-->!-->!-->…
ମା’ ତାରିଣୀଙ୍କ ମନ୍ଦିରରେ କରୋନା କଟକଣା କୋହଳ, କାଲିଠାରୁ ଦର୍ଶନ
ଘଟଗାଁ : ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ କୋହଳ ହେଲା କରୋନା କଟକଣା । କେବଳ ମାସ୍କ ପରିଧାନ କରି ଦର୍ଶନ କରିବେ ସମସ୍ତ ଭକ୍ତ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସ୍ମିଟ୍ ଜରିଆରେ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ!-->!-->!-->…
କନ୍ଧମାଳ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଔଷଧ ସେବନ…
ଫୁଲବାଣୀ : ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟଏକ ମଶାବାହିତ ରୋଗ। ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ଵାରା ଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ଼, ହାତ ଫୁଲିଯାଏ ।!-->!-->!-->…
ଏପ୍ରିଲ୍ ୧୩ରୁ ମାଷ୍ଟର୍ସ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍
ଭୁବନେଶ୍ୱର: ଆସନ୍ତା ମାସ ୧୩ରୁ ୧୭ ତାରିଖ ମଧ୍ୟରେ ହାଇଦ୍ରାବାଦ ସ୍ଥିତ ଗାଚିବାଓଲି ଷ୍ଟାଡିୟମ୍ରେ ୪୨ତମ ଜାତୀୟ ମାଷ୍ଟର୍ସ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଆସନ୍ତା ୧୫ ତାରିଖ ମଧ୍ୟରେ ନାମ!-->…
ବି – ଟେକ୍ ଇଞ୍ଜିନିୟର ପିଙ୍କି ହେଲେ ପଥରା ସରପଂଚ
ଖଲ୍ଲିକୋଟ (୨/୩) : ପଂଚାୟତ ନିର୍ବାଚନ ରେ ରାଜ୍ୟ ର ମହିଳା ମାନଙ୍କୁ ଗ୍ରାମାଞ୍ଚଳ ବିକାଶ ରେ ସାମିଲ କରି ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଂଚାଇବା ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନିର୍ବାଚନ ସେମାନଙ୍କ ପାଇଁ ୫୦ ଭାଗ ସ୍ଥାନ ସଂରକ୍ଷଣ କରିବା ପାଇଁ!-->…