Sign in
Sign in
Recover your password.
A password will be e-mailed to you.
ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି…
ହିଞ୍ଜିଳିକାଟୁ : ଆସନ୍ତା ୧୬ ତାରିଖ ଠାରୁ ରାଜ୍ୟର ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ!-->…
ମହାପ୍ରଭୁଙ୍କ ଦର୍ଶନ ପାଇଁ ଦରକାର ନାହିିଁ କୋଭିଡ ପ୍ରମାଣପତ୍ର
ପୁରୀ: ଫେବୃଆରୀ ୨୧ରୁ ଲାଗୁହେବ ନୁଆ ଏସଓପି। କୋହଳ କରାଯିବ ଦର୍ଶନ ବ୍ୟବସ୍ଥା। ହଟିବ କିଓସ୍କ କାଉଣ୍ଟର। ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ୍ ପ୍ରମାଣପତ୍ର। ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନିତିକ୍ରାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ!-->…
ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ
ବାଲିଗୁଡ଼ା : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖ ରୁ ଅନୁଷ୍ଠିତ ହେବ l ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l ଆସନ୍ତା ୧୬ତାରିଖରେ କନ୍ଧମାଳ!-->…
ଶ୍ରୀମନ୍ଦିର ରେ ୧୯ ତାରିଖ ୪ରୁ ୬ ଦର୍ଶନ ବନ୍ଦ
ପୁରୀ: ୧୯ ତାରିଖ ଦିନ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୫ଟାରୁ ୫ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର କଟକଣା ବ୍ୟବସ୍ଥା କରାଯିବ । ୧୯ ତାରିଖ ଅପରାହ୍ନ ୪ଟା ଠାରୁ ସାଧାରଣ!-->…
ବେଙ୍ଗାଲୁରୁରେ ମେଡିକାଲ କଲେଜ ପାଇଁ ଦାନ କଲେ ବାଗଚୀ ଦମ୍ପତି
ଭୁବନେଶ୍ବର : ପୁଣି ସମାଜ ସେବା ପାଇଁ ଦାନ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ । ବେଙ୍ଗାଲୁରୁସ୍ଥିତ ଦେଶର ପ୍ରସିଦ୍ଧ ବିଜ୍ଞାନ ଓ ଗବେଷଣା ଶିକ୍ଷାନୁଷ୍ଠାନ ଭାରତୀୟ ବିଜ୍ଞାନ!-->…
ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ଭୋଟ ପାଇଁ ଛୁଟି ଘୋଷଣା
ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ!-->…
ନିର୍ବାଚନ ପ୍ରଚାର ଅଭିଯୋଗରେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ୱିତ
ବଲାଙ୍ଗିର: ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ଟି ଅଭିଯୋଗ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗିର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ପୁଇଁତଳା ବ୍ଲକ୍ ଅଚଂଳରେ ସରକାରୀ ସ୍କୁଲ ଶିକ୍ଷକଙ୍କ ପ୍ରଚାର ଅଭିଯୋଗ ଘଟଣାରେ!-->!-->!-->…
ଜିଲ୍ଲାରେ ତ୍ରି ସ୍ତରୀୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଶାନ୍ତି ଶୃଙ୍ଖଳାର ସହିତ ସମାପନ…
ଛତ୍ରପୁର (୧୪/୦୨) : ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୬ ଫେବୃୟାରୀ ତାରିଖ ଦିନ ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ଦିଗପହଣ୍ଡି ଏବଂ ପୋଲସରାର ଭୋଟଦାତାଗଣ ସକାଳ ୭ଘ. ଠାରୁ ଦିବା ୧ଘ.ମଧ୍ୟରେ ସେମାନଙ୍କର ବହୁମୂଲ୍ୟ ଭୋଟ୍!-->!-->!-->…
କାଲି ଠାରୁ ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମେଳା, ପ୍ରଶାସନ ପକ୍ଷରୁ କଟକଣା ଜାରି
ଢେଙ୍କାନାଳ: ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା । ଫଳରେ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମା ଗାଦିର ମହିମା ସାଧୁମାନେ ତାଙ୍କର ଏହି ବାର୍ଷିକ ଉତ୍ସବ ପାଇଁ ବେଶ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର କୋଭିଡ ସଂକ୍ରମଣକୁ ଆଶଙ୍କା କରି ଚଳିତ!-->…
୧୬ରୁ ପଞ୍ଚାୟତ ନିର୍ବାଚନ, ମାଓ ପୋଷ୍ଟର-ବ୍ୟାନର ନିକଟକୁ ନ ଯିବାକୁ SPଙ୍କ ଅନୁରୋଧ
କୋରାପୁଟ : ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ସମ୍ପର୍କରେ କିମ୍ବା ଅନ୍ୟ ଯେକୌଣସି ବାର୍ତ୍ତାକୁ ପ୍ରଚାର କରୁଥିବା ମାଓବାଦୀଙ୍କ ପୋଷ୍ଟର କିମ୍ବା ବ୍ୟାନର ପାଖକୁ ନଯିବା ପାଇଁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ!-->…