Sign in
Sign in
Recover your password.
A password will be e-mailed to you.
ପ୍ରତି ନିର୍ବାଚନ ସମୟରେ ନୂଆ ନୂଆ ସାଥି ଖୋଜନ୍ତି ଅଖିଳେଶ : ମୋଦି
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ଆକ୍ଷେପ-ପ୍ରତିଆକ୍ଷେପ ଓ ଆକ୍ରମଣ ପ୍ରତିଆକ୍ରମଣରେ ପରିବେଶ ଉଠୁଛି ପଡ଼ୁଛି। ଆଜି କାନପୁରରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଖିଳେଶ ଯାଦବଙ୍କ ନେତୃତ୍ୱାଧିନ ସମାଜବାଦୀ ପାର୍ଟି(ଏସପି)କୁ!-->…
ମହାମାରୀ ଭୟ ଭିତରେ ବି ତେଲେଙ୍ଗାନାରେ ଆୟୋଜନ ହେବାକୁ ଯାଉଛି ଏସିଆର ସବୁଠାରୁ ବଡ଼ ଆଦିବାସୀ ମେଳା
ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣର ଭୟ ଭିତରେ ତେଲେଙ୍ଗାନାରେ ଆୟୋଜନ ହେବାକୁ ଯାଉଛି ଏସିଆର ସବୁ ବଡ଼ ଆଦିବାସୀ ମେଳା। ଏଥିପାଇଁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ମେଡାରାମକୁ ଶ୍ରଦ୍ଧାଳୁଙ୍କ ଆସିବା ଆରମ୍ଭ ହୋଇଗଲାଣି। ସମ୍ମାକ୍କା ସରକ୍କା ଯାତ୍ରା ନାଁରେ ଆୟୋଜିତ ହେବାକୁ ଏହି ୪ ଦିନିଆ!-->…
ହନୁମାନଙ୍କ ଜନ୍ମଭୂମି ଲାଗି ବିବାଦ ଆରମ୍ଭ
ହାଇଦ୍ରାବାଦ: ଦୀର୍ଘ ଦଶନ୍ଧି ଧରି ରାମ ଜନ୍ମଭୂମିକୁ ନେଇ ଚାଲିଥିବା ବିବାଦରେ କୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ହେଲେ ଏବେ ଭଗବାନ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ଦୁଇ ସଂଗଠନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ହନୁମାନ ଜନ୍ମଭୂମି ବିବାଦ ଅବଶ୍ୟ ଦୁଇ ଭିନ୍ନ ଧର୍ମୀୟ ସଂସ୍ଥା ମଧ୍ୟରେ ସୃଷ୍ଟି!-->…
ପଞ୍ଜାବରେ କ୍ଷମତାକୁ ଆସିଲେ କେନ୍ଦ୍ର ସହ ମିଶି କାମ କରିବୁ
ଅମୃତସର: ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି(ଆପ୍) କ୍ଷମତାକୁ ଆସେ ତେବେ ଦଳ କେନ୍ଦ୍ର ସହ ମିଶି ଜାତୀୟ ସୁରକ୍ଷା ପ୍ରସଙ୍ଗରେ କାମ କରିବ। ଏହା କହିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତ ମାସରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ!-->…
ହିଜାବ ବାହାର କରିବାକୁ ଗେଟ ବାହାରେ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଧମକ
ବେଙ୍ଗାଲୁରୁ: ‘ହିଜାବ ପିନ୍ଧିଲେ ସ୍କୁଲ ଭିତରେ ପ୍ରବେଶ ମନା। ଶୀଘ୍ର ହିଜାବ ବାହାର କର। ହିଜାବ ହଟାଇବା ପରେ ହିଁ ସ୍କୁଲ ଭିତରେ ପ୍ରବେଶ କରିପାରିବ।’ କର୍ଣ୍ଣାଟକ ଏକ ସ୍କୁଲ ବାହାରେ ଜଣେ ଛାତ୍ରୀଙ୍କୁ ଏଭଳି କିଛି ଧମକ ଦେଇଛନ୍ତି ଶିକ୍ଷୟିତ୍ରୀ। ଯହାର ଭିଡିଓ ଏବେ ସାମ୍ନାକୁ!-->…
ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଦ୍ବାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା…
ଖଲ୍ଲିକୋଟ (୧୪. ୦୨) ସଂସ୍କୃତ ଶିକ୍ଷାର ବିକାଶ ପାଇଁ ଆସିକା ଏନ ଏ ସି ଅଞ୍ଚଳରେ ସ୍ଥାପିତ ହୋଇ ଥିବା ମେକମାଇକେଲ ସଂସ୍କୃତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ପଣ୍ଡିତ ତଥା ମେକମାଇକେଲ ସଂସ୍କୃତ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡକ୍ଟର କୈଳାଶ!-->!-->!-->…
ଜଳିଗଲା ଛତୁ ଉଦ୍ୟାନ
ହିିଞ୍ଜିଳିକାଟୁ (୧୪/୨) : ହିଞ୍ଜିଳିକାଟୁ ପୈାରପରିଷଦ ଅନ୍ତର୍ଗତ ୱାର୍ଡ଼ ନଁ ୧୬ ମାଣିକନଗର ୫ମ ଲାଇନରେ ଥିବା ଏକ ଛତୁ ଉଦ୍ୟାନରେ ନିଅଁ ଲାଗି ଯିବାରୁ ଉକ୍ତ ଅଚଁଳର କୈଳାଶ ବେହେରାଙ୍କ ଛତୁ ଉଦ୍ୟାନ ପୋଡ଼ି ନଷ୍ଟ ହୋଇଯାଇଛି । ମାଣିକନଗର ୪ର୍ଥ ଲାଇନରେ ରହୁଥିବା ଶ୍ରୀ ବେହେରା ନିଜ ଘର ନିକଟରେ!-->…
ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗର ସ୍ବତନ୍ତ୍ର ଟିମ୍
ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଗିରଫ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ଼ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା!-->!-->!-->…
ଚିତ୍ରାଳୟ ସଂସ୍ଥା ପ୍ରତି ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ଆବଶ୍ୟକ : ଦୁର୍ଗା ଆଚାର୍ଯ୍ୟ
ବ୍ରହ୍ମପୁର, ତା. ୧୪/୦୨ : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଗୋସାଇଁ ନୂଆଗାଁ କାଳୁଆ ହୋଟେଲ୍ ସଭା କକ୍ଷ ଠାରେ ଏକ ବୈଠକ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ରାଜ୍ୟ ସମ୍ପାଦକ ଦୁର୍ଗା!-->…
ନେହରୁ ଯୁବକେନ୍ଦ୍ର ତରଫରୁ ବ୍ୟାଙ୍କମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଭୃଙ୍ଗିଯୋଡି ପଞ୍ଚାୟତ ଶୁଣ୍ଡିଗାଁ ଗୋଷ୍ଠୀ କେନ୍ଦ୍ର ଠାରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ବ୍ୟାଙ୍କ ମିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ନେହେରୁ ଯୁବ କେନ୍ଦ୍ର ର ସ୍ବେଛାସେବୀ ସୁଭଦ୍ରା କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…