Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ଆରକ୍ଷୀ ଅଧିକ୍ଷକ
ହିଞ୍ଜିଳିକାଟୁ, ୧୫।୨(): ଫେବୃୟାରୀ ୧୬ ତାରିଖ ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ସମେତ ଗଞ୍ଜାମ ଜିଲ୍ଲାର ୫ଟି ବ୍ଳକରେ!-->…
ମତଦାନ ପୂର୍ବରୁ ଜିଲ୍ଲାପାଳଙ୍କ ପିଙ୍କ୍ ବୁଥ୍ ପରିଦର୍ଶନ
ହିଞ୍ଜିଳିକାଟୁ (୧୫ା୨) : ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ସମେତ ୫ଟି ବ୍ଳକରେ ନିର୍ବାଚନ ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ଚୁଡାନ୍ତ!-->…
ପୋଲିସ ପ୍ରଶାସନ ପକ୍ଷରୁ ଅନ୍ତିମ ପର୍ଯ୍ୟାୟ ଫ୍ଲାଗମାର୍ଚ୍ଚ
ହିଞ୍ଜିଳିକାଟୁ, (୧୫/୨): ଫେବୃୟାରୀ ୧୬ ତାରିଖ ବୁଧବାର ଠାରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ!-->…
ରାୟଗଡ଼ା ଟିକିରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶିକ୍ଷକ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ
ରାୟଗଡ଼ା : (୧୫/୦୨) ରାୟଗଡ଼ା ଜିଲ୍ଲା, କାଶିପୁର ବ୍ଲକସ୍ଥିତ ଟିକିରି ସରସ୍ଵତୀ ଶିଶୁ ମନ୍ଦିର ଠାରେ ସ°କୁଳ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାଟି ଗତ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମର!-->!-->!-->…
କୁକୁଡା ଫାର୍ମ ରେ ଅଗ୍ନିକାଣ୍ଡ…
ହିିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ସାରୁ ଗ୍ରାମପଚାଁୟତ ସାରୁ ଛକ ନିକଟ ବୈଷ୍ଟବ ଵନ୍ଧ ଶରଧାପୁର ନୁଆ ରୋଡ ନିକଟ ଜମି ରେ ଥିବା ଏକ କୁକୁଡା ଫାର୍ମରେ ନିଅଁ ଲାଗି ଯିବାରୁ ହିଞ୍ଜିଳି ଅଚଁଳର ଟୁଟୁ ମୁନିଙ୍କ ଙ୍କ କୁକୁଡା ଫାର୍ମ ପୋଡ଼ି ନଷ୍ଟ ହୋଈଯାଇଛି ।ସୋମବାର ରାତ୍ର ୮ ଘଣ୍ଟା!-->…
ସ୍ୱାଧୀନତା ର ୭୫ ବର୍ଷ ବିତି ଯାଇଥିଲେ ବି ବିକାଶର ବହୁ ଦୂରରେ ଜିଲ୍ଲାର ତିନୋଟି ଗାଁ : ନେତାଙ୍କ ମିଛ ପ୍ରତିଶୃତିରେ…
ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେନାହିଁ ବୋଲି ଚରମ ନିଷ୍ପତି...
ରାୟଗଡ଼ା :ତ୍ରୀସ୍ତରୀୟ ନିର୍ବାଚନ ପ୍ରଚାର ସରଗରମ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୁନିଗୁଡା, ବିଷମକଟକ ଏବଂ ଚନ୍ଦ୍ରପୁର ବ୍ଲକରେ ୧୬ରେ ହେବ ନିର୍ବାଚନ | ସମସ୍ତ ପ୍ରସ୍ତୁତି ସରିଲାଣି ନିର୍ବାଚନ ପାଇଁ | କିନ୍ତୁ!-->!-->!-->…
ରାୟଗଡ଼ା ପ୍ରେସ୍ ୟୁନିୟନ୍ ଜିଲ୍ଲା ସାଖା ପକ୍ଷରୁ ମାତୃପିତୃ ପୂଜନ ଦିବସ ପାଳିତ…
୩୦ ଜଣ ଅନ୍ତେବାସୀଙ୍କୁ ପୋଷାକ ବଣ୍ଟନ...
ରାୟଗଡା: ରାୟଗଡ଼ା ଜିଲ୍ଲା ପ୍ରେସ୍ ୟୁନିୟନ ପକ୍ଷରୁ ଫେବୃଆରୀ ୧୪ତାରିଖରେ ମାତୃପିତୃ ପୂଜନ ଦିବସ ରାୟଗଡା ସହରର ହାଉସିଂବୋର୍ଡ କଲୋନୀ ସ୍ଥିତ ଶକ୍ତି ଅନୁଷ୍ଠାନର ବରିଷ୍ଠ ନାଗରିକ ଗୃହର ୨୫ଜଣ ଅନ୍ତେବାସୀଙ୍କ ମଧ୍ୟରେ ପାଳିତ କରାଯାଇଥିଲା । ଏହି!-->!-->!-->…
ରାୟଗଡ଼ା : ଦିବ୍ୟାଙ୍ଗ ରମେଶ କୁମାରଙ୍କୁ ମିଳିଛି ପ୍ରଥମ ଏସିଆନ୍ ଓପେନ୍ କରାଟେ ଚାମ୍ପିୟନସିପ୍ରେ ଭାରତକୁ ବ୍ରୋଂଜ…
ସମ୍ବର୍ଦ୍ଧନା ଜଣାଇଲେ ନାହିଁ ସ୍ଥାନୀୟ ଜିଲ୍ଳା ପ୍ରଶାସନ...
ରାୟଗଡା : ଭାରତକୁ ବ୍ରୋଂଜ ପଦକ ଆଣିବାରେ ଗୈାରବ ଅର୍ଜନ କରିଛନ୍ତି ରାୟଗଡାର ଦିବ୍ୟାଙ୍ଗ ଏଲ.ରମେଶ କୁମାର । ନିଜି ସୋଟୋକାନ୍ ସ୍ପୋର୍ଟସ୍ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ,ନାଇଡୁସ୍ ସେଲଫ୍ ଡିଫେନ୍ସ ଏକାଡେମି!-->!-->!-->!-->!-->!-->!-->…
ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନବରଙ୍ଗପୁର : ନବରଙ୍ଗପୁର ଅତିରିକ୍ତ ସରକାରୀ ଆଇନଜୀବୀ ରବୀନ୍ଦ୍ରନାଥ ବେବର୍ତ୍ତା ଙ୍କ ବିୟୋଗରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି ସଭାରେ ସମ୍ପାଦକ!-->!-->!-->…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖରୁ ଅନୁଷ୍ଠିତ ହେବ
ଫୁଲବାଣୀ : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖ ରୁ ଅନୁଷ୍ଠିତ ହେବ l ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l ଆସନ୍ତା ୧୬ତାରିଖରେ କନ୍ଧମାଳ!-->!-->!-->…