ଚିକିଟି ଏନଏସି : ଅଧ୍ୟକ୍ଷ ଦୌଡ଼ରେ ତିନି – ପାଞ୍ଚ ଅପ୍ରତିଦ୍ବନ୍ଦୀ

ଚିକିଟି : ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଏନଏସି ଚିକିଟି ର ନାମାଙ୍କନ ପ୍ରକ୍ରିୟା ଶେଷ ସୁଦ୍ଧା ମଇଦାନରେ ତିନି ଜଣ ଅଧ୍ୟକ୍ଷ ଆଶାୟୀ ରହିଛନ୍ତି। ବିଜେଡି ଦଳ ରୁ ଯୁବ ନେତା ରଘୁନନ୍ଦନ ସାହୁ ଙ୍କ ପତ୍ନୀ ଦୀପାରାଣୀ ସାହୁ,ଭାରତୀୟ ଜନତା ଦଳ ରୁ ପୁଷ୍ପାଞ୍ଜଳି ସେଠି, ସ୍ୱାଧୀନ ପ୍ରାର୍ଥୀ ଭାବେ

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁସ୍’…

ସୁନ୍ଦରଗଡ଼ (୭/୨) : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ

ସୁନ୍ଦରଗଡ଼ ଜିଲ୍ଲାରେ ବାତ ଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ, ଜିଲ୍ଲାପାଳ କଲେ ଶୁଭାରମ୍ଭ

ସୁନ୍ଦରଗଡ଼ (୭/୩) : ସୁନ୍ଦରଗଡ଼ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ୱର ନିୟନ୍ତ୍ରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଦିନ ବଡ଼ଗାଁ ବ୍ଲକର ଜରଙ୍ଗଲୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ

ଶେଷ ଦିନରେ ୫୬ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ

ହିଞ୍ଜିଳିକାଟୁ (୭/୩) : ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ସକାଶେ ସ୍ତିର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ

ଖଲ୍ଲିକୋଟ ଏନଏସି : ବିଜେଡିରୁ ନିରଞ୍ଜନ ,ବିଜେପି ରୁ ଭାରତୀ ଓ କଂଗ୍ରେସରୁ ଯତୀନ୍ଦ୍ର ନଗରପାଳ ପାଇଁ ନାମାଙ୍କନ ଦାଖଲ…

ଖଲ୍ଲିକୋଟ : ପୌର ନିର୍ବାଚନ ର ଅନ୍ତିମ ଦିବସ ରେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ର ନଗରପାଳ ପାର୍ଥି ପାଇଁ କଂଗ୍ରେସ ଦଳ ତରଫରୁ ଯତୀନ୍ଦ୍ର ସେଠି ,ବିଜେଡି ଦଳ ତରଫରୁ ନିରଞ୍ଜନ ବେହେରା ଓ ବିଜେପି ଦଳ ତରଫରୁ ଭାରତୀ ବେହେରା ନଗରପାଳ ପାର୍ଥି ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି l

ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳାଙ୍କୁ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି।ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ବୈଠକ

ନବରଙ୍ଗପୁର (୩/୨) : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ

ଏକଜିଟ୍ ପୋଲର ଆକଳନ : ଉତ୍ତରପ୍ରଦେଶରେ ଯୋଗୀ ପୁଣି ଫେରିବେ

ନୂଆଦିଲ୍ଲୀ: ଏଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବାର ସମ୍ଭାବନା ରହିଥିବା ବେଳେ ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିପାରନ୍ତି। ପୁଣି ଭାରତୀୟ ଜନତା ପାର୍ଟି ସେଠାରେ ବହୁମତ ହାସଲ କରିପାରେ। ଶେଷ ପର୍ଯ୍ୟାୟ ମତଦାନ ପରେ ଆଜି ପ୍ରକାଶ ପାଇଥିବା ଏକଜିଟ୍ ପୋଲ

ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନ ଅବସ୍ଥାପିତ ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଗତ ସପ୍ତାହରେ ଏହି ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଚିଠି ଲେଖିଥିଲେ। ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା

ସେଲ୍ଫି ନେଲା ବେଳେ ଇବ୍‌ ନଦୀକୁ ଖସି ଯୁବକ ମୃତ

ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରେ ଥିବା କନାକୁଣ୍ଡ ପିକନିକ ସ୍ଥଳରେ ସେଲ୍ଫି ନେଲାବେଳେ ଗଲା ଜୀବନ । ପଥର ଉପରୁ ସେଲ୍ଫି ନେଲା ବେଳେ ଇବ ନଦୀକୁ ଖସି ପଡିଲେ ଯୁବକ । ଅଗ୍ନିଶମ ବାହିନୀ ୩ ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ମିଳିଲା ଯୁବକଙ୍କ ମୃତଦେହ । ଯୁବକ ଜଣକ ରାଉରକେଲାରୁ ୩ ନିଜ