Sign in
Sign in
Recover your password.
A password will be e-mailed to you.
ଏକ୍ଜିଟ୍ ପୋଲ୍: ମଣିପୁରରେ ପୁଣି ଶାସନ କରିବ ବିଜେପି
ନୂଆଦିଲ୍ଲୀ: ୫ ରାଜ୍ୟ- ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଆସିଛି ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଏକ୍ଜିଟ୍ ପୋଲ୍ ଫଳାଫଳ। ଏଥିରୁ ଅଧିକାଂଶ ମଣିପୁରରେ ବିଜେପି ବହୁମତ ପାଇବ ବୋଲି!-->…
ଭୁବନେଶ୍ୱର ମହାନଗର ନିଗମ: ଆଜି ୯୦ କର୍ପୋରେଟର,୧୨ ମେୟର ପ୍ରାର୍ଥୀ ଙ୍କ ମନୋନୟନ ପତ୍ର ଦାଖଲ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ନିମନ୍ତେ ଆଜି ଆଉ ୯୦ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା ୪୦ ଜଣ!-->…
କଡ଼ାକଡ଼ି ପାଳନ ହେବ ଷ୍ଟ୍ରଙ୍ଗରୁମ୍ ଏସ୍ଓପି
ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଷ୍ଟ୍ରଙ୍ଗରୁମ୍ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍!-->…
ଶତ୍ରୁ ରାଷ୍ଟ୍ରଗୁଡ଼ିକର ତାଲିକା ଜାରିକଲା ଋଷ
ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ପକ୍ଷରୁ ଆଜି ଗୋଟିଏ ତାଲିକା ଜାରି କରାଯାଇଛି। ଏଥିରେ ରୁଷ ବିରୋଧରେ ପଦକ୍ଷେପ ନେଇଥିବା ରାଷ୍ଟ୍ରଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯାଇଛି। ଏହାର ଅର୍ଥ ରୁଷ ଏମାନଙ୍କୁ ଅଣବନ୍ଧୁତା ବା ଅନଫ୍ରେଣ୍ଡଲୀ ଦେଶ ଭାବେ ମାନ୍ୟତା ଦେଇଛି।ଏହି ତାଲିକାରେ!-->…
ପୌର ନିର୍ବାଚନରୁ ହଟିଲା କୋଭିଡ୍ କଟକଣା: ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ରାଜ୍ୟ କମିଶନଙ୍କ ଗାଇଡଲାଇନ୍ । ଚଳିତ ପୌର ନିର୍ବାଚନ ସମୟରେ ଲାଗୁ ହେବନି କୋଭିଡ୍ କଟକଣା । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର!-->…
ଜେଲେନସ୍କିଙ୍କ ପରେ ପୁଟିନଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଭିତରେ ଅନେକ ଭାରତୀୟ ଫସି ରହିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରୁଛନ୍ତ। ଏ ସବୁ ଭିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଓ!-->…
ମାଲିକାଣିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଡ୍ରାଇଭର
ଭୁବନେଶ୍ୱର: ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ମାଲିକାଣୀଙ୍କ ସରଳତାର ସୁଯୋଗ ନେଇ ଆକାଉଣ୍ଟରୁ ଚଳୁ କଲା ପ୍ରାୟ ୧୦ ଲକ୍ଷ ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧୀନରେ । ଏ ନେଇ ସାଇବାର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମହାନାକୁ ଗିରଫ କରିବା!-->…
ନିଶା ମାଫିଆର ୨କୋଟିର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍
ଭୁବନେଶ୍ବର : କୁଖ୍ୟାତ ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ କୋଲକାତା ସ୍ଥିତ ଏନଡିପିଏସଙ୍କୁ ପତ୍ର ଲେଖିଛନ୍ତି କ୍ରାଇମବ୍ରାଞ୍ଚ୍ ଏସଟିଏଫ । ତାହାର ଏହି ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ!-->…
ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି
ଏବେଠାରୁ ଗରମ ଅସ୍ତବ୍ୟସ୍ତ କଲାଣି । ଆସନ୍ତା ସପ୍ତାହବେଳକୁ ଛଟପଟ କରିବ । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍ ରହିବ ।
ଏମିତି ପୂର୍ବାନୁମାନ କରିଛି ବିଦେଶୀ!-->!-->!-->…
ପଞ୍ଜାବରେ ଜିତିବ ଆପ୍
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ସମୟ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ଏବେ ସମସ୍ତଙ୍କ ଅପେକ୍ଷା ୧୦ ତାରିଖକୁ। କାରଣ ୧୦ ତାରିଖରେ ଉତ୍ତର ପ୍ରଦେଶ ସହ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।ତେବେ ଚୂଡ଼ାନ୍ତ!-->…