ପୌର ନିର୍ବାଚନରୁ ହଟିଲା କୋଭିଡ୍ କଟକଣା: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ରାଜ୍ୟ କମିଶନଙ୍କ ଗାଇଡଲାଇନ୍ । ଚଳିତ ପୌର ନିର୍ବାଚନ ସମୟରେ ଲାଗୁ ହେବନି କୋଭିଡ୍ କଟକଣା । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର ପ୍ରଚାର କାର୍ଯ୍ୟ କରିପାରିବେ ।

nis-ad
Leave A Reply

Your email address will not be published.