ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ସୂଚନା ଦେଲେ ଜେଲେନସ୍କି

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ୧୩ ଦିନ ହେଲାଣି ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ ରାଜଧାନୀ କିଭ୍‌କୁ ଦଖଲ କରିପାରି ନାହାନ୍ତି। ୟୁକ୍ରେନ ସେନା ଓ ସାଧାରଣ ଲୋକ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ରୁଷକୁ କଡ଼ା ଜବାବ

ଯୁଦ୍ଧବିଧ୍ବସ୍ତ ୟୁକ୍ରେନରୁ ଏକାକୀ ୧୪ ଶହ କିମି ଗଲେ ୧୧ ବର୍ଷର ବାଳକ

କିଭ୍‌: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ପୁଣି ଗୋଟିଏ ଭାବବିହ୍ୱଳ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟ ବାଳକ ତାଙ୍କ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ପିଲାଟିର ଭବିଷ୍ୟତ ପାଇଁ ବାପା ମା’ ତାଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ଏକାକୀ

ବେଲଘରରେ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତ ରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ତତ୍ଵାବଧାନରେ ଭାରତ ସରକାରଙ୍କ ଦ୍ଵାରା

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ବ କରିଥିଲାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ ଦିବସର ମହତ୍ତ୍ଵ ବଖାଣି ଥିଲେ।

‘ସେଭ ଦି ଚାଇଲଡ଼’ ପକ୍ଷରୁ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ୨୦୨୨ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଥିବା କେପି ସାଲୁଙ୍କୀ ଠାରେ ସେଭ ଦି ଚିଲଡ୍ରେରନ୍ସ ଫୁଲବାଣୀର ଜିଲ୍ଲା ସଂଯୋଜକ ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ୨୦୨୨ ପାଳିତ ହୋଇ ଯାଇଛି। ସେଭ୍ ଦି ଚାଇଲ୍ଡ୍, ଭାରତ (ବାଳରୋଧ ଭାରତ ନାମରେ ମଧ୍ୟ

ଖଲ୍ଲିକୋଟରେ ଅନ୍ତର୍ଜାତୀୟ ମହିଳା ଦିବସ

ଖଲ୍ଲିକୋଟ, (୮/୩) : ଖଲ୍ଲିକୋଟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଲକର ସଭା ଗୃହରେ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧକ୍ଷତା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଆୟୋଜିତ ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ମିତାଲି

ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କଲେ ଗ୍ରାମବାସି…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପେଦାବାଡା ପଞ୍ଚାୟତ ବରଜା ଗ୍ରାମ ଛକ ନିକଟରେ ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ 4 ବର୍ଷ ଧରି କୋତାମେଟା ଠାରୁ କୁଡୁମୁଳୁଗୁମା ପ୍ରଯ୍ୟନ୍ତ ହେଉଥିବା ରାସ୍ତା କାମ ସମ୍ପୂର୍ଣ ହେଉନଥିବା ଯଗୁଁ ଆଜି

ଶ୍ମଶାନ ପାଲଟିଛି ଡମ୍ପିଂୟାର୍ଡ, ପବିତ୍ର ସ୍ଥାନରେ ଭର୍ତ୍ତିହୋଇ ରହିଛି ଅଳିଆ ଆବର୍ଜନା…

ମାଲକାନଗିରି : ମାଲକାନଗିରି ସହରର ଶ୍ମଶାନ ଘାଟ । ଜୁଆଡେ ଚାହିଁବେ ସିଆଡେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ । କେଉଁଠି ପଚାସଢା ଜିନିଷ ତ ପୁଣି କେଉଁଠି ଅଦରକାରୀ ବର୍ଜ୍ୟବସ୍ତୁ ଗଦା ହୋଇଛି । ଶ୍ମଶାନ ନୁହେଁ, ବରଂ ଏହା ଡମ୍ପିଂୟାର୍ଡ ସଦୃଶ ମନେ ହେଉଛି । ମାଲକାନଗିରି ତା:- ୦୬/୦୨

ମା ଠାକୁରାଣୀ ଅଟୋସଙ୍ଘ ଗୁଟିଙ୍ଗିଆ କନ୍ଧମାଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନବ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଠାରେ ମା ଠାକୁରାଣୀ ଅଟୋ ସଙ୍ଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ନବ ନିର୍ବାଚିତ ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଆକାଂକ୍ଷା ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ତିନି ପ୍ରମୁଖ ଦଳ ସହ ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ଦାଖଲ କଲେ ନାମାଙ୍କନ ପତ୍ର

ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ନିର୍ବାଚନ ନିମନ୍ତେ ତିନି ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ମାନଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରାର୍ଥୀ