Sign in
Sign in
Recover your password.
A password will be e-mailed to you.
ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି ଯେ, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ!-->…
ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ର ‘ଲଜିଷ୍ଟିକ୍ସ’
ସିନେମାଟିକୁ ଦେଖିବାକୁ ହେଲେ ପ୍ରାୟ ୩୬ ଦିନ ସମୟ ଲାଗିଯିବ
ଆମେ ଏକ ଚଳଚ୍ଚିତ୍ରକୁ ଅବିରତ ଭାବେ କେତେ ସମୟ ଧରି ଦେଖି ପାରିବା? ଅଧିକରୁ ଅଧିକ ୩ ରୁ ୪ ଘଣ୍ଟା। ତଥାପି ଆମେ ଥକି ପଡ଼ିବା। ହେଲେ ପୃଥିବୀର ଦୀର୍ଘତମ ଚଳଚ୍ଚିତ୍ରର ଅବଧି ଜାଣିଲେ ଯେ କେହି ଅବିଶ୍ବାସ କରିବ। ଏହି!-->!-->!-->!-->!-->!-->!-->…
ଦାରିଙ୍ଗବାଡ଼ିରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ଦାରିଙ୍ଗବାଡ଼ି (୮/୩) : ଦାରିଙ୍ଗବାଡ଼ି ସ୍ଥିତ ସାରିଙ୍ଗରିପି ଗ୍ରାମ ଠାରେ ଜାଗୃତି,ଅନ୍ତରଙ୍ଗ ଓ ନାରୀ ମହାସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା କୃଷି ଅଧିକାର ପ୍ରଶାନ୍ତ କୁମାର ଶତପଥୀ ,ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର,ଗାନ୍ଧୀ ଶାନ୍ତି!-->!-->!-->…
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଘୋଡା ଚଢ଼ି ବିଧାନସଭାରେ ପହଞ୍ଚିଲେ ବିଧାୟକ
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝାଡଖଣ୍ଡର କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦ ଆଜି ଘୋଡା ଚଢ଼ି ବିଧାନସଭାରେ ପହଞ୍ଚିଥିଲେ। ୩୧ ବର୍ଷିୟ ଅମ୍ବା ପ୍ରସାଦ ଝାଡଖଣ୍ଡର ରାମଗଡ ଜିଲ୍ଲାର ବାରକାଗୋନ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟିକା।ଆନ୍ତର୍ଜାତୀୟ ମହିଳା ଦିବସର ବିଶେଷ!-->…
ସୁରକ୍ଷିତ ଭାବେ ୟୁକ୍ରେନର ସୁମିରୁ ବାହାରିଲେ ଭାରତୀୟ ଛାତ୍ରଛାତ୍ରୀ: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ
ନୂଆଦିଲ୍ଲୀ: ଆମେ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁମିରୁ ବାହାର କରିବାରେ ସକ୍ଷମ ହୋଇଛୁ। ସେମାନେ ବର୍ତ୍ତମାନ ପୋଲଟଭା ଅଭିମୁଖେ ଯାଉଛନ୍ତି ବୋଲି ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ବାହାର କରିବା ପାଇଁ କିଛି ସମୟ!-->…
ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ, ବାଲୁଙ୍କେଶ୍ୱର ଏସଏଚଜି ସମ୍ମାନିତ
ହିଞ୍ଜିଳିକାଟୁ,(୮ା୩) : ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ବିଶ୍ୱସ୍ତରରେ ଆର୍ନ୍ତଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଳକ ଓ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ବ୍ଳକ ବଡଖଣ୍ଡି ପଞ୍ଚାୟତର ବାଲୁଙ୍କେଶ୍ୱର ମହିଳା ସ୍ୱଂୟ!-->…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ
ମାଲକାନଗିରି : ଜିଲ୍ଲା ରେ ଆଜି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ମାଲକାନଗିରି ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି l ମାଲକାନଗିରିରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ଏହି ସଭାରେ ଏଡିଏମ ବୀରେସେନ ପ୍ରଧାନ, ଡିସିପିଓ ନାରାୟଣ ଦାସ!-->!-->!-->…
ମାର୍ଚ୍ଚ ୨୭ରୁ ବିଦେଶକୁ ଉଡ଼ିବ ବିମାନ
ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ବନ୍ଦ ରହିଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ସବୁ ରୁଟରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ଆଜି ଭାରତ ସରକାର ଘୋଷଣା କରିଛନ୍ତି।ବେସାମରିକ ବିମାନ!-->…
ଦରଦାମ ବଢ଼ିବା ଭୟ, ଖାଇବା ତେଲ ବୋହି ନେଲେ ଲୋକେ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ରୁଷର ରକେଟ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହେଲାଣି ୟୁକ୍ରେନ । ତଥାପି କେହି ପଛଘୁଞ୍ଚା ଦେବାକୁ ରାଜି ନୁହନ୍ତି। ଏପରି ସ୍ଥିତିରେ ୟୁକ୍ରେନ ଉପରେ ହେଉଥିବା ମିସାଇଲ ମାଡ଼ ତଥା ଗୁଳିଗୋଳା ବର୍ଷଣର ପ୍ରଭାବ ଅନୁଭୂତ ହେଲାଣି ଭାରତ ବଜାରରେ!-->…
୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ
କିଭ୍: ୟୁକ୍ରେନ୍ର ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଛି। ୟୁକ୍ରେନ୍ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ମନ୍ତ୍ରାଳୟ!-->…