ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ନିର୍ବାଚନ ଶେଷ, ଅଧକ୍ଷ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ

ଟିକାବାଲି : ଭାରତୀୟ ସମ୍ବିଧାନ ତଥା ଓଡିଶା ସରକାର ଙ୍କ ଦ୍ଵାରା ଵିଧି ବ୍ୟବସ୍ଥା ଅନୁଯାୟୀ 2022ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଜି ଟିକାବାଲି ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ ନିର୍ଵାଚନ ଶେଷ ହୋଇ ଯାଇଛି |ଏହି ଟିକାବାଲି ପଞ୍ଚାୟତ ସମିତି ରେ 11ଟି ପଞ୍ଚାୟତ ରହିଛି

ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଥାନାରେ ୪ଟି ମାମଲା ରୁଜୁ: ଡିସିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରାକ ନିର୍ବାଚନୀ ହିଂସା ନେଇ ଲକ୍ଷ୍ମୀନଗର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଆକ୍ରମଣରେ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।

ଲୋକଙ୍କ ଉପରକୁ ଗାଡ଼ି ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ, ଦୋଷୀଙ୍କୁ ତୁରନ୍ତ ଗିରଫ କର- କଂଗ୍ରେସ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଅନିୟନ୍ତ୍ରିତ ବେଗର ଗାଡ଼ି ଲୋକଙ୍କ ଉପରକୁ ମାଡିଯିବା ଅତ୍ୟନ୍ତ ହୀନ କାର୍ଯ୍ୟ । ଯଦି ବିଧାୟକ ନିଜେ ଗାଡ଼ି ଚଳାଇ ଏପରି କାର୍ଯ୍ୟ କରିଥିବେ , ତେବେ ତାହା ଅତ୍ୟନ୍ତ ସଙ୍ଗୀନ ଓ ଅକ୍ଷମଣୀୟ ବୋଲି କହିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି

ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ ଆହତ ମଧ୍ୟ ହୋଇଛନ୍ତି । ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଆଜି ବାଣପୁର ବ୍ଲକ

ରାଜ୍ୟରେ ଆଉ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୨ ଜଣ

ବରିଷ୍ଠ ଆଇନଜୀବୀଙ୍କ ଟ୍ରକ ଧକ୍କାରେ ମୃତ୍ୟୁ

ସମ୍ବଲପୁର : ସମ୍ବଲପୁର ସହରର ବରିଷ୍ଠ ଆଇନଜୀବୀ ଉମେଶ ପଧାନଙ୍କ ସର୍ଲ। ଛକରେ ଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି। ପ୍ରତିଦିନ ପରି ଉମେଶ ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ଟ୍ରକ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୄତ୍ୟୁ ହୋଇଥିଲା । ଏହି ଛକରେ ଷ୍ପିଡ ବ୍ରେକର ନଥିବାରୁ

କେନ୍ଦ୍ରୀୟ ଏଜେନ୍ସିର ଭୟ ଯୋଗୁଁ ନିରବ ରହିଲେ ମାୟାବତୀ, ତେଣୁ ବିଜେପି ଜିତିଲା: ଶିବସେନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶରେ ବିଜେପିର ବିଜୟକୁ ନେଇ ଶିବସେନା କଡା ଆକ୍ରମଣ କରିଛି। ଶିବସେନା ମୁଖପତ୍ର ‘ସାମନା’ରେ ବିଜେପି, ବିଏସପି ମୁଖ୍ୟ ମାୟାବତୀଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବା ଅଭିଯୋଗ କରିଛି।

ଇମ୍ରାନଙ୍କ ଭୂଗୋଳ ଜ୍ଞାନ : କାଠମାଣ୍ଡୁର ନେପାଳରେ ମୋଦିଙ୍କୁ ଭେଟିଥିଲେ ନଓ୍ବାଜ ସରିଫ

କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଏପରି ଏକ କଥା କହିଦେଇଛନ୍ତି ଯେ ଲୋକମାନେ ହସି ହସି ବେଦମ ହୋଇଗଲେଣି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ କାଠମାଣ୍ଡୁର ନେପାଳରେ ଗୋପନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ

ଜେଲେନସ୍କି ରୁଷୀୟ ଯବାନଙ୍କ ମାଆମାନଙ୍କୁ ନିବେଦନ କଲେ ନିଜ ନିଜ ପିଲାମାନଙ୍କୁ ଯୁଦ୍ଧକୁ ନପଠାଇବା ପାଇଁ

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଲେ ଆକୁଳ ନିବେଦନ। ଶାନ୍ତି ଆଲୋଚନା ବିଫଳ ପରେ ରୁଷ ସେନା ଆକ୍ରମଣ ତୀବ୍ର କରିଥିବା ‌ବେଳେ ଏବେ ଜେଲେନସ୍କି ରୁଷୀୟ ଯବାନଙ୍କ ପରିବାରକୁ ଏକ ନିବେଦନ କରିଛନ୍ତି। ଜେଲେନସ୍କି ସୈନିକମାନଙ୍କ ମା’ମାନଙ୍କୁ ନିବେଦନ କରିଛନ୍ତି ଯେ,

ୟୁକ୍ରେନର ମେୟର ଇଭାନଙ୍କୁ ଅପହରଣ କଲେ ରୁଷ ସୈନ୍ୟ

କିଭ୍‌: ଦକ୍ଷିଣପୂର୍ବ ୟୁକ୍ରେନରେ ଥିବା ମେଲିଟୋପୋଲର ମେୟରଙ୍କୁ ରୁଷ ସେନା ଅପହରଣ କରି ନେଇଛନ୍ତି। ରୁଷ ପକ୍ଷରୁ ଏହି ସହର ଉପରେ ଘନଘନ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ରୁଷ ଏହାକୁ କବଜା କରିଛି। ଏହାପରେ ମେଲିଟୋପୋଲର ମେୟରଙ୍କୁ ଅପହରଣ କରାଯାଇଛି ବୋଲି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର