Sign in
Sign in
Recover your password.
A password will be e-mailed to you.
ଚିତ୍ରକୋଣ୍ଡା ବନାଞ୍ଚଳରେ vegetable seeds mini kit ବଣ୍ଟନ ଓ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି : ଚିତ୍ରକୋଣ୍ଡା ବନାଞ୍ଚଳ, ବନ ସୁରକ୍ଷା ସମିତିର କାର୍ଯ୍ଯ ହେଉଥିବା ଗ୍ରାମ ଗୁଡିକରେ vegetable seeds mini kit ବଣ୍ଟନ ଓ ଜଙ୍ଗଲ ନିଆ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ନରସିଂହପୁର ଓ!-->…
ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି
ଖୋର୍ଦ୍ଧା: ବାଣପୁର ବ୍ଲକ ଅଫିସ ନିକଟରେ ୧୪୪ ଧାରା ଜାରି କରାଯାଇଛି। ଖୋର୍ଦ୍ଧା ଉପ-ଜିଲ୍ଲାପାଳ ବାଣପୁର ଏନଏସି ଅଞ୍ଚଳରେ ଏହି କଟକଣା ଲାଗୁ କରିଛନ୍ତି । ତେବେ ଉକ୍ତ ଅଂଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରା ଲାଗୁ ରହିବ । କୌଣସି ଅପ୍ରିତୀକର ପରିସ୍ଥିତି ଘଟିବା ପୂର୍ବରୁ ଜାରି!-->…
ଭୁବନେଶ୍ୱରରେ କ୍ୟାମ୍ପେନ ଜୋରଦାର
ଭୁବନେଶ୍ବର: ଜୋର ଧରିଲାଣି ଭୁବନେଶ୍ୱର ମହାନଗର ନିଗମ ପାଇଁ କ୍ୟାମ୍ପେନ। ବିଭିନ୍ନ ୱାର୍ଡରେ ବିଜେଡି ମେୟର ପ୍ରାର୍ଥି ସୁଲୋଚନା ଦାସ ଜୋରଦାର ପ୍ରଚାର ଚଳାଇଛନ୍ତି। ଭୁବନେଶ୍ୱରର ବିକାଶ ଜାରି ରଖିବାକୁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଉଛନ୍ତି। ଆଜି ୧୭ଟି ବିଭିନ୍ନ ସ୍ଥାନରେ ଅଲଗା ଅଲଗା!-->…
ଦାରିଙ୍ଗବାଡ଼ି : ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥୀତ ଉଚ୍ଚ ଶିକ୍ଷିତ ସୁଶାନ୍ତ କୁମାର ପ୍ରଧାନ ବିଜୟୀ
ଦାରିଙ୍ଗବାଡ଼ି,(୧୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ରୁଦା ମଳିକଙ୍କ ଠାରୁ ୯ଟି ଅଧିକା ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ସମିତିର ୨୫ଜଣ ସମିତି ସଭ୍ୟ!-->!-->!-->…
ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: କେନ୍ଦ୍ରାଞ୍ଚଳ ଆଇଜି
ଭୁବନେଶ୍ୱର: ସୁସ୍ଥ ହେବା ପରେ ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ବାଣପୁରରେ ଘଟାଇଥିବା ନରସଂହାର ଘଟଣାରେ ପୋଲିସ ନେବ କଡା କାର୍ଯ୍ୟାନୁଷ୍ଠାନ । ଏବେ ଗୁରୁତର ଆହତ ହୋଇ ଆଇସିୟୁରେ ଅଛନ୍ତି ବିଧାୟକ ପ୍ରଶାନ୍ତ । ସୁସ୍ଥ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ନେଇ!-->…
ଖଲ୍ଲିକୋଟରେ ଅନ୍ତର୍ଜାତୀୟ ମହିଳା ଦିବସ
ଖଲ୍ଲିକୋଟ : ଖଲ୍ଲିକୋଟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଲକର ସଭା ଗୃହରେ ସିଡିପିଓ ଶୁଭଶ୍ରୀ ପ|ତ୍ର ଙ୍କ ଅଧକ୍ଷତା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଆୟୋଜିତ ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ମିତାଲି ପ|ତ୍ର ଯୋଗ!-->…
ଚିଲିକା ବିଧାୟକ ଗାଡି ଚଢାଇଦେବା ମାମଲା; ଏଭଳି ଘଟଣା ରାଜ୍ୟରେ ପ୍ରଥମ : ଧର୍ମେନ୍ଦ୍ର ପ୍ରଧାନ
ଭିଡ ଭିତରେ ଚିଲିକା ବିଧାୟକ ଗାଡି ଚଢାଇଦେବା ମାମଲା । ଟ୍ୱିଟ କରି ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ବିଧାୟକ ଅମାନୁଷିକ ବାବେ ଗାଡି ଚଢାଇଦେବା ରାଜ୍ୟରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ଏହି ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ!-->…
ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ
ଭଞ୍ଜନଗର:-ଗଞ୍ଜାମ ଜିଲ୍ଲା, ଭଞ୍ଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ଶ୍ରୀଯୁକ୍ତ ନରି ଶୋଭା ନାୟକ ନିର୍ବାଚିତ ହୋଇଛନ୍ତି।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଆଜି ସାରା ରାଜ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏଥିରେ ଭଞ୍ଜନଗର ବ୍ଲକ ର!-->!-->!-->…
ଚିଲିକା ବିଧାୟକ ଗାଡି ମଡାଇଦେବା ଘଟଣା; ମୋଟ ୨୪ ଆହତ: SP
ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ରକ୍ତ ରଞ୍ଜିତ ହୋଇଛି ବାଣପୁର । ଗୋଟେପଟେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଧସେଇ ପଶିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଖବର ମୁତାବକ ବିଜେପି କର୍ମୀ ମଧ୍ୟ ବିଧାୟକଙ୍କ ଗାଡିକୁ ଚାରିପଟୁ ଘେରି ଯାଇତିଲେ । ସେହି ସମୟରେ ବିଧାୟକ!-->…
ଆଗାମୀ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ
ଭୁବନେଶ୍ବର: ରାଜ୍ୟରେ ବଢୁଛି ତାତି । ଆଗାମୀ ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ । ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଆଗାମୀ ୩ରୁ ୪ ଦିନ ଯାଏ!-->…