Sign in
Sign in
Recover your password.
A password will be e-mailed to you.
ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି – ବାଇଡ଼େନ
ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ!-->…
ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ
ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।୫୦!-->…
ପୂରା ପଞ୍ଜାବକୁ ଶପଥ ପାଠ ଉତ୍ସବକୁ ନିମନ୍ତ୍ରଣ କଲେ ଭଗୱନ୍ତ ମାନ
ନୁଆଦିଲ୍ଲୀ: ପଞ୍ଜାବରେ ଐତିହାସିକ ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି(ଆପ୍) ଆଜି ବିଧିବଦ୍ଧ ଭାବେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ପତ୍ର ଦେଇଛି। ଆପ୍ର ବିଧାୟକ ଦଳ ନେତା ଭଗୱନ୍ତ ମାନ ଆଜି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ସରକାର ଗଠନ ପାଇଁ ଅନୁମତି ଲୋଡ଼ିଛନ୍ତି।ଏବେ!-->…
ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଲେ
ନୂଆଦିଲ୍ଲୀ: ଆସୁ ଆସୁ କ୍ଷମତାର ଦମ ଦେଖାଇଲେ ଆପ୍ ନେତା ଭଗୱନ୍ତ ମାନ୍। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବର ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦେବାକୁ ଭଗୱନ୍ତ ମାନ୍ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ!-->…
ରାଫେଲକୁ ଟକ୍କର ଦେବାଲାଗି ଚୀନଠାରୁ ପାକିସ୍ତାନ କିଣିଲା ଜେ-୧୦ସି
ଇସଲାମାବାଦ: ବନ୍ଧୁ ଚାଇନା ଠାରୁ ଶେଷରେ ପାକିସ୍ତାନ ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୧୦ସି ହାସଲ କରିଛି। ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ତା’ର ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି। ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ!-->…
ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କାରଖାନ ପ୍ରତିଷ୍ଠାକୁ ନେଇ ମାଟାପାକା ଗ୍ରାମରେ ଜନଶୁଣାଣୀ…
ମାଲକାନଗିରି : ବହୁ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଥିବା କାରଖାନା ସଙ୍କଟ କୁ ନେଇ ଲାଗିଥିବା ଆଶଙ୍କା ର ବିରାମ ଘଟିବାକୁ ଯାଉଛି । ମାଲକାନଗିରି ଜିଲ୍ଲା ମାଟାପାକା ଓ ନିଲିଗୁଡା ପଞ୍ଚ।ୟତ ରେ ଗଛିତ ରହିଥିବା ବକ୍ସାଇଟ ଖନନ ଓ ସିମେଣ୍ଟ ଫ୍ୟାକ୍ଟ୍ରି ପ୍ରତିଷ୍ଠା କୁ ନେଇ ଆଜି ସମଗ୍ର!-->!-->!-->…
ଅଟୋକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ୩ ଗୁରୁତର…
ହିଞ୍ଜିଳିକାଟୁ: ଶନିବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକ ମୁଖ୍ୟ ରାସ୍ତାରେ ଏକ ଦୂର୍ଘଟଣା ଘଟିଛି । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଆସିକା ଥାନା ମୁନିଗାଡି ଗ୍ରାମର କୁନି ସାହୁ (୩୦), ରୋଜି!-->…
ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି…
ଗଞ୍ଜାମ : ଗଞ୍ଜାମ ସହର ର ଐତିହାସିକ ଦୋଳଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ତହସିଲ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ତହସିଲଦାର ଅରୁଣ କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଯାତ୍ରାରେ ଡି ଜେ ସାଉଣ୍ଡ କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇ ପାରମ୍ପାରିକ ବାଦ୍ୟ ବାଜଣା ଦୋଳ!-->!-->!-->…
ଓଡ଼ିଆଙ୍କ ସ୍ଵର ମାତୃଭାଷା ଓଡ଼ିଆ ଭାଷା ଜନନୀର ଜୟ ହେଉ
ଡାକ୍ତର ସାଗର ରଂଜନ ତ୍ରିପାଠୀଭାଷା ଆନ୍ଦୋଳନ ଅଧ୍ଯକ୍ଷଶାଖା ବ୍ରହ୍ମପୁର
ଓଡ଼ିଆ ଶାସ୍ତ୍ରୀୟ ଭାଷା ଘୋଷଣା ଦିବସ ପାଳନ ଅବସରରେ ଅଜସ୍ର ଅଭିନନ୍ଦନ |ଓଡ଼ିଆ ଭାଷା ର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଆଜି ଦିବସ ସ୍ମରଣୀୟ। ଅନେକ ଭାଷା ବିଶ୍ଵ ରେ ସମୃଦ୍ଧ। କିନ୍ତୁ ଓଡ଼ିଆ ଭାଷା ର!-->!-->!-->!-->!-->!-->!-->…
ଚିକିଟି ବ୍ଲକ ରେ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ ଓ ନାଏବ ସରପଞ୍ଚ ମନୋନୀତ
ଚିକିଟି : ଚିକିଟି ବ୍ଲକ ର ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ନବ ନିର୍ବାଚିତ ସରପଞ୍ଚମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ପଞ୍ଚାୟତ ଗୁଡିକ ର ନିର୍ବାହୀ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀ ଏ ଜନପ୍ରତିନିଧି ଙ୍କ ଗହଣ ରେ ଆଗାମୀ ପାଞ୍ଚ ବର୍ଷ ପାଇଁ ଖସଡ଼ା ପ୍ରସ୍ତୁତ ସହିତ ନାଏଵ ସରପଞ୍ଚ!-->…