କଂଗ୍ରେସର ସଦ୍ୟ ନିର୍ବାଚନୀ ବିପର୍ଯ୍ୟୟ ପରେ ଅସନ୍ତୁଷ୍ଟ ଜି-୨୩ ନେତା ୪୮ ଘଣ୍ଟା ମଧ୍ୟରେ କରିବେ ବୈଠକ

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଓ ବିପର୍ଯ୍ୟୟରେ ବିରକ୍ତ ହୋଇ ଦଳରେ ଜି-୨୩ ଗୋଷ୍ଠୀ ଭାବେ ପରିଚିତ ଥିବା ଅସନ୍ତୁଷ୍ଟ ନେତାମାନେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବୈଠକ କରି ଏ ସଂପର୍କରେ ଆଲୋଚନା କରିବେ ବୋଲି ଜଣେ ବରିଷ୍ଠ ନେତା

ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟ୍ବିଟ କରି ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ: ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପଞ୍ଜାବରେ କଂଗ୍ରେସର ସବୁ ବଡ଼ ବଡ଼ ନେତା ଶୋଚନୀୟ ଭାବେ ପରାସ୍ତ ହେବା ପରେ ଏବେ ଟ୍ବିଟ କରି ପରାଜୟ ସ୍ବୀକାର କରିଛନ୍ତି ରାହୁଲ। ‌ଲୋକମାନଙ୍କର ନିଷ୍ପତ୍ତିକୁ ବିନମ୍ର ଭାବରେ ଗ୍ରହଣ କରୁଛୁ ବୋଲି ସେ ଟ୍ବିଟ କରି କହିଛନ୍ତି।ସେ

ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ମୋଦୀ

ନୂଆଦିଲ୍ଲୀ : ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।୪ଟି ରାଜ୍ୟରେ ବିଜେପିର ବିଜୟ ପରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ

ପଞ୍ଜାବକୁ ଛାଡ଼ି ସବୁଠି ଫୁଟିଲା ପଦ୍ମ, ବିରୋଧୀ ଜଳକା

ନୂଆଦିଲ୍ଲୀ: ଆସିଛି ୫ ରାଜ୍ୟର ଜନାଦେଶ। ସବୁ ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ପୁଣିଥରେ ୪ ରାଜ୍ୟରେ ସରକାର ଗଠନ କରିବାକୁ ଜନମତ ପାଇଛି ବିଜେପି। ଦରବୃଦ୍ଧି, ଚାଷୀ ଓ ବେକେରୀ ଭଳି ସମସ୍ୟା ବିଜେପି ବେକରେ କଣ୍ଟା ହୋଇ ଲାଗିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ବିଜେପିର ଗେମ ପ୍ଲାନ

ମଣିପୁରରେ ସେନାର ସ୍ବତନ୍ତ୍ର କ୍ଷମତା ପ୍ରତ୍ୟାହାର ପାଇଁ ଦାବି କରିବି : ନିର୍ବାଚନ ଜିତିବା ପରେ କହିଲେ ମୁଖ୍ୟମନ୍ତ୍ରୀ…

ଇମ୍ଫାଲ : ମଣିପୁରରେ ପୁଣି ଥରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢିବା ଆଡ଼କୁ ଅଗ୍ରସର ହେଉଛି । ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏନ.ବୀରେନ ସିଂ ହେନଗାଙ୍ଗ୍ ଆସନରୁ ବିଜୟୀ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ପି.ଶରଚ୍ଚନ୍ଦ୍ର ସିଂଙ୍କୁ

ପଞ୍ଜାବରେ ‘ଆପ’ର ବିପୁଳ ବିଜୟ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ବିଶେଷସୂତ୍ରରୁ ପ୍ରକାଶ ଅବିଳମ୍ବେ ସେ ରାଜ୍ୟପାଳଙ୍କୁ ଭେଟି

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଚରଣଜିତ୍ ସିଂ ଚନ୍ନି, ପ୍ରକାଶ ସିଂ ବାଦଲ ପରାଜିତ

ଚଣ୍ଡୀଗଡ଼- ପଞ୍ଜାବରେ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହାରିଯାଇଛନ୍ତି । ଆମଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରିଛି । ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ପରାଜୟ ବରଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ, କ୍ୟାପଟେନ୍‌ ଅମରିନ୍ଦର ସିଂ, ମୁଖ୍ୟମନ୍ତ୍ରୀ ଚରଣ

ଉତ୍ତରାଖଣ୍ଡରେ ହାରିଲେ ମୁଖ୍ୟମନ୍ତ୍ରୀ, କିନ୍ତୁ ବିଜେପି ଜିତିଲା

ଡେରାଡୁନ: ଗୋଆ ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ରେଜଲ୍ଟ ସାମ୍ନାକୁ ଆସିଛି। ନିର୍ବାଚନ ଫଳାଫଳ ଅନୁଯାୟୀ ଉତ୍ତରାଖଣ୍ଡରେ ପୁଣି ସରକାର ଗଠନ କରିବା ପାଇଁ ବିଜେପି ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ

ବିଜୟୀ ହେଲେ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରେଦଶରେ ବିଜେପି ସରକାର ଦ୍ବିତୀୟବାର

ଲକ୍ଷ୍ନୌ: ଜିତିଲେ ଯୋଗୀ। ଉତ୍ତରପ୍ରଦେଶରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟିଠାରୁ ଏବେ ବହୁ ଆଗରେ ରହିଛି ବିଜେପି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢ଼ୁଥିବା ଗୋରାଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଛି। ଏଠାରେ ବିପୁଳ ଭୋଟ‌ ପାଇ ବିଜୟୀ

ଗୋଆରେ ବିଜେପି ଗଢିବ ସରକାର, ୨ ଏମଜିପି ବିଧାୟକ, ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଘୋଷଣା

ନୂଆଦିଲ୍ଲୀ : ଗୋଆରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇଯାଇଛି । ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ସରକାର ଗଢିବାକୁ ୨୧ଟି ଆସନ ଆବଶ୍ୟକ । ବିଜେପି ୨୦ଟି ଆସନ ଜିଣି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ମାତ୍ର ଦଳ ମ୍ୟାଜିକ ନମ୍ବରଠାରୁ ୧ ଆସନ ପଛରେ ରହିଯାଇଛି । ତେବେ ଦଳକୁ ୩ ଜଣ