Sign in
Sign in
Recover your password.
A password will be e-mailed to you.
ସୁପର କିଙ୍ଗ୍ସ ଶିବିରରେ ଯୋଗ ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶ
ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍ସ ପକ୍ଷରୁ ଅଫିସିଆଲ୍ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍ସ ଦଳର ଶିବିର!-->…
ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ
ଭୁବନେଶ୍ଵର: ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଯୁବକଙ୍କୁ ଅପହରଣ। ଭୁବନେଶ୍ଵର ଭରତପୁର ଅଞ୍ଚଳରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ତମାଣ୍ଡୋ ପୋଲିସ। ଅପହୃତ ହୋଇଥିବା ଯୁବକ ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
!-->!-->!-->…
ଆସନ୍ତା ୨୬ରେ ଭୁବନେଶ୍ୱର ବାର ନିର୍ବାଚନ, ସଭାପତି ପାଇଁ ମୈଦାନରେ ୫ ପ୍ରାର୍ଥୀ
ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ବାର ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ଘୋଷଣା କରାଯାଇଛି । ଚଳିତ ନିର୍ବାଚନରେ ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ଓ ସାଧାରଣ ସମ୍ପାଦକ ପଦ ଲାଗି ୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।!-->…
ଗ୍ରୀଷ୍ମ ପ୍ରବାହରେ ସ୍କୁଲ ପରିଚାଳନା ପାଇଁ ଜାରି ହେଲା ମାର୍ଗଦର୍ଶିକା
ଭୁବନେଶ୍ୱର: ବର୍ଦ୍ଧିତ ତାମାତ୍ରକୁ ଆଖି ଆଗରେ ରଖି ଓସେପା(ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) ଶିକ୍ଷାନୁଷ୍ଠାନରେ ପିଲାଙ୍କ ସୁରକ୍ଷାକୁ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକଙ୍କୁ!-->…
କେବିଏନ୍ ଗ୍ୟାଙ୍ଗ୍ର ଆଉ ଜଣେ ସଦସ୍ୟ ଗିରଫ
ଭୁବନେଶ୍ୱର : ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍(କୋଇ ଭି ନହିଁ)ଗ୍ୟାଙ୍ଗ୍ର ଆଉ ଜଣେ ସଦସ୍ୟକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଖଟିକଲା ବେଳେ ପୁଲିସ ଚଢ଼ାଉ କରି ତାଙ୍କୁ କାବୁ କରିଥିବାବେଳେ ଆଉ ୪ଜଣ!-->…
୫ ଓଏଏସ୍ ଅଧିକାରୀଙ୍କ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ୫ଜଣ ଓଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ଶାସନ ସଚିବ ଅସିତ କୁମାର ପଣ୍ଡାଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର, ବନେ୍ଦାବସ୍ତ ଭାବେ ନିଯୁକ୍ତି ଦିଆଯାଇଛି ।
ସୁନ୍ଦରଗଡର!-->!-->!-->…
ଚନ୍ଦନ କାଠ ଚୋରି କରିବା ବେଳେ ଧରା ପଡିଲେ ୪ ଦୁର୍ବୃତ୍ତ
ବାଲିଗୁଡ଼ା: ଚନ୍ଦନ କାଠ ଚୋରି କରିବା ବେଳେ ଧରା ପଡିଲେ ୪ ଦୁର୍ବୃତ୍ତ। କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ ଡକମ୍ବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟି ନେଇଉଥିବା ବେଳେ ଧରାପଡ଼ିଛନ୍ତି । ଏହି ୪!-->…
ଛତ୍ର ବଜାର ବ୍ରିଜ ଭୁଷୁଡିବା ଘଟଣା: ଆରଡିସି ସ୍ତରୀୟ ତଦନ୍ତ ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ…
କଟକ: ଓଡିଶାର କଟକ ସ୍ଥିତ ପୁରୁଣା ଛତ୍ର ବଜାର ବ୍ରିଜର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ!-->…
ଡିଭାଇଡରେ ପିଟି ହୋଇ ୨ଟି ମାଲବୋଝେଇ ଗାଡିରେ ଲାଗିଲା ନିଆଁ
କଟକ: ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । କଟକ ଶିଖରପୁର ଛକ ନିକଟରେ ଲାଗିଲା ନିଆଁ । ୨ଟି ମାଲବୋଝେଇ ଗାଡିରେ ନିଆଁ ଲାଗିଯାଇଛି । ବେଙ୍ଗାଲୁରରୁ କୋଲକାତା ଯିବା ସମୟରେ ଶିଖରପୁର ନିକଟରେ ଥିବା ଟ୍ରାଫିକ ଡିଭାଇଡରେ ପିଟି ହୋଇଥିଲା ।
ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ ।!-->!-->!-->…
୩ ମେୟର ପ୍ରାର୍ଥୀ କୋଟିପତି: ସୁଲୋଚନା ସବୁଠୁ ଧନୀ
ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ କରିଥିବା ୧୨ ଜଣ ମେୟର ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡିର ସୁଲୋଚନା ଦାସ ସବୁଠୁ ଧନୀ। ପ୍ରାର୍ଥିପତ୍ରରେ ଦାଖଲ ହୋଇଥିବା ସତ୍ୟପାଠରେ ଏହା ଜଣାପଡ଼ିଛି। ତାଙ୍କର ସମ୍ପତ୍ତି ହେଉଛି ୧ କୋଟି ୮୨ ଲକ୍ଷ ୬୦ ହଜାର ୩୩୮। ଏଥିରେ ତାଙ୍କର ୨୬ ଲକ୍ଷ ୩୨ ହଜାର ୮୧୬!-->…