୫ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ୫ଜଣ ଓଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ଶାସନ ସଚିବ ଅସିତ କୁମାର ପଣ୍ଡାଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ କମିଶନର, ବନେ୍ଦାବସ୍ତ ଭାବେ ନିଯୁକ୍ତି ଦିଆଯାଇଛି ।

ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କୁ ଗଜପତି ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଧଶକ, ସିମୁଳିଆ ତହସିଲଦାର ରବିନାରାୟଣ ସାହୁଙ୍କୁ ସୁନ୍ଦରଗଡର ଅତିରିକ୍ତ ଜିଲ୍ଲାପାଳ, ଗଜପତି ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଲୋକନାଥ ଦଳବେହେରାଙ୍କୁ ଗୁଣୁପୁର ଆଇଟିଡିଏ ପିଏ, ପାରଳାଖେମୁଣ୍ଡି ଆଇଟିଡଏର ପୂର୍ବତନ ପିଏ ସରୋଜ କୁମାର ବେହେରାଙ୍କୁ ଓସେପାର ଯୁଗ୍ମ ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

nis-ad
Leave A Reply

Your email address will not be published.