ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ: ସ୍ପଷ୍ଟୀକରଣ ଦାଖଲ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ୨୦୨୦କୁ କାର୍ଯ୍ୟାକାରୀ କରିବାକୁ କେନ୍ଦ୍ର ସରକାର ମାଗିଥିବା ସ୍ପଷ୍ଟୀକରଣକୁ ଦାଖଲ କଲେ ରାଜ୍ୟ ସରକାର । ଏନେଇ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଧ୍ୟାଦେଶ କାର୍ଯ୍ୟକାରୀ କରିବାକୁ

ପୁଣି ଦେଶରେ ଟପ୍ ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ୨୪ ବର୍ଷ ଧରି କ୍ଷମତାରେ ଥିଲେ ବି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ମଳିନ ପଡିନି । ପୂର୍ବାପେକ୍ଷା ବଢିଛି ଅଧିକ ଆଦର ଓ ସାଉଁଟୁଛନ୍ତି ପ୍ରଶଂସା । ୨୦୨୧ ସ୍କଚ୍ ପ୍ରଶାସନିକ ରିପୋର୍ଟରେ କାର୍ଡ ଏହାକୁ ପୁଣିଥରେ ପ୍ରମାଣିତ କରିଛି ।ଗତ ବର୍ଷ ସ୍କଚ୍

ଶାସକ ବିଜେଡି ପାଇଁ ସମିତି ସଭ୍ୟ ଯୋଗାଡ ନକରୁ ପୋଲିସ : ଡ.ଲେଖାଶ୍ରୀ

ଭୁବନେଶ୍ବର: ସରିଛି ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ । ବର୍ତମାନ ବିଜେଡି କର୍ମୀଙ୍କ ଜନ ସମର୍ଥନର ବାହାସ୍ଫୋଟ ମାରିବା ସହିତ ପ୍ରକୃତ ଗୁଣ୍ଡାଗିରିର ଚିତ୍ର ସାମ୍ନାକୁ ଆସିଛି । ବିଜେଡିର ଗୁଣ୍ଡା ଓ ନେତାମାନଙ୍କ ଦ୍ୱାରା ବିଜେପି ସମର୍ôଥତ ବିଜୟୀ ସମିତି ସଭ୍ୟ ସଦସ୍ୟମାନଙ୍କ ଉପରେ ମିଛ ଆରୋପ

୨୦ ହଜାର ଟଙ୍କାର ସୁପାରୀ ନେଇ ବିହାରୀ ମିସ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା: ଡିସିପି

କଟକ: ବିହାରୀ ମିସ୍ତ୍ରି ଆଜାଦ କୁମାର ଯାଦବ ହତ୍ୟାକାଣ୍ଡ ପଛର ରହସ୍ୟ କହିଛି ପୁଲିସ। ପୁଲିସ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି | ଆଜି କଟକ ଡିସିପି ପ୍ରତୀକ ସିଂହ ଏବାବଦରେ ସୂଚନା ଦେଇଛନ୍ତି | ଡିସିପି ସୂଚନା

ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର-ବୈଜୟନ୍ତ-ସମ୍ବିତ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଗତ ୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଆଗାମୀ ମାର୍ଚ୍ଚ ୨୪ ତାରିଖରେ ପୌର ପରିଷଦ ନିର୍ବାଚନ ପାଇଁ ରାଜ୍ୟର ୧୦୬ଟି ମ୍ୟୁନିସିପାଲଟି/ଏନ୍‌ଏସି ସମେତ ୩ଟି ମହାନଗର ନିଗମରେ ଭୋଟ ଗ୍ରହଣ କରାଯିବ। ପୌର ନିର୍ବାଚନ ପାଇଁ କେମିତି ପ୍ରଚାର ରଣନୀତି

ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସରେ ମିଶିଲେ

ଫୁଲବାଣୀ : ବିଜେଡିର ଅଧିକାଂଶ ବରିଷ୍ଠ କର୍ମୀଙ୍କୁ ଦଳ ତରଫରୁ ଚଳିତ ପୌର ନିର୍ବାଚନରେ ଟିକେଟ ନମିଳିବା ନେତାମାନଙ୍କ ଅଣଦେଖା କରାଯାଇଥିବାରୁ ବିଜେଡ଼ି ଦଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଫଳରେ ସହରର ବହୁ ବିଜେଡି ନେତା ଓ କର୍ମୀ ବୁଧବାର ଦିନ ବିଜେଡି ଦଳ ଛାଡି କଂଗ୍ରେସରେ

ବିଏମସିର ସମସ୍ତ ୧୨ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ

ଭୁବନେଶ୍ବର: ଶେଷ ହେଲା ପ୍ରର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା । ଭୁବନେଶ୍ବର ମହାନଗର ନିଗମର ସମସ୍ତ ୧୨ ଜଣ ମେୟର ପ୍ରାର୍ଥିନୀଙ୍କ ପ୍ରାର୍ଥିତ୍ବ କାଏମ ରହିଛି । ୬୭ଟି ଓ୍ବାର୍ଡ ପାଇଁ ମୋଟ ୩୬୦ ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ଜାରି ରହିଛି । ଯାଞ୍ଚ ବେଳେ ମୁଖ୍ୟତଃ

ଅଖିଳେଶଙ୍କ ଅଭିଯୋଗ ଉପରେ ବାରାଣାସୀ ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭୋଟ ଗଣତି କେନ୍ଦ୍ରକୁ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ପରିବହନ କରାଯାଉଛି ବୋଲି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିବାର ଦିନକ ପରେ ବାରାଣାସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ରାଧେ

ବଲାଙ୍ଗିର: ମମିତା ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗିବିନ୍ଦ ସାହୁ ଓ ସହଯୋଗି ରାଧେଶ୍ୟାମ ଚଣ୍ଡି । କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଦୁଇ ଅଭିଯୁକ୍ତ ହାଜର କରାଯାଇଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ ପରେ ଆଜି ହେବ

ବିନା ପ୍ରମାଣରେ ଜେଲରେ ୧୬ ଦିନ ବିତାଇସାରିଲିଣି; ମୋତେ ମୁକ୍ତ କରାଯାଉ: ବମ୍ବେ ହାଇକୋର୍ଟରେ ଆବେଦନ କଲେ ନଓ୍ଵାବ ମଲିକ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତ ମାସରେ ଗିରଫ ହୋଇଥିବା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ଵାବ ମଲିକ ବୁଧବାର ଦିନ ହେପାଜତରୁ ମୁକ୍ତ ହେବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ କରିବାକୁ ନିବେଦନ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଆଗତ