ଏଏମସିଏସ କଲେଜରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିକାବାଲି (୧୦/୦୩) : କନ୍ଧମାଳ ଜିଲ୍ଲାର ନେହେରୁ ୟୁବ କେନ୍ଦ୍ର ତରଫରୁ ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଟିକାବାଲି ଏ. ମ.ସି . ଏସ ମହାବିଦ୍ୟାଳୟରେ ରେ ଅଧକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ଫୁଲବାଣୀରେ ସଂଯାଜକ ନବନୀତ

୨୫ଟି କଇଁଛ ସହ ଗୋଟିଏ ମୋଟର ସାଇକେଲ ଜବତ,୨କଇଁଛ ବେପାରୀ କୋର୍ଟଚାଲାଣ

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ବିଭିନ୍ନ ସ୍ଥାନରେ କଇଁଛ ଚାଲାଣ କରାଯାଉଥିବା ନେଇ ଅନ୍ତର୍ରାଜ୍ୟ ରାକେଟ ଜଡିତ ଥିବା ନେଇ ଗତ ଦିନରେ ଗଣମାଧ୍ୟମ ରେ ଚର୍ଚ୍ଚା ସୃଷ୍ଟି କରିଥିଲା।ଏଥି ଲାଗି ଗତ କିଛିଦିନ ଧରି ବନବିଭାଗ ପକ୍ଷରୁ ଗୁପ୍ତ ସୂଚନା ସଂଗ୍ରହ ସହ ଏକାଧିକ ସ୍ଥାନରେ ଚଡାଉ

ଚନ୍ଦନଗଛକୁ କାଟି ନେବାବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ : ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି, ଜଙ୍ଗଲ ମାନଙ୍କ ରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବାବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ କାଟି ତାକୁ ଚୋରା ଚାଲାଣ

ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳବାସୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଜନସମ୍ପର୍କ ଶିବିର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭାଲିଆପାଣି ପଞ୍ଚାୟତରେ ଶାନ୍ତି ଏବଂ ନିରାପତ୍ତା ବଜାୟ ରଖିବା ସହ ଗ୍ରାମାଞ୍ଚଳବାସୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ମାନବିକ ସିଭିକ୍ ଆକ୍ସନ୍ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ପରିଚାଳିତ

ଆସନ୍ତାକାଲିଠାରୁ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ୧୨ରେ ବ୍ଲକ ଅଧ୍ୟକ୍ଷ ଓ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ…

ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂପର୍କରେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠୁ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ନାଏବ

୪ ରାଜ୍ୟରେ ବିଜେପି ଆଗୁଆ, ପଞ୍ଜାବରେ AAP

ନୂଆଦିଲ୍ଲୀ: ଆଜି ସକାଳ ଆଠଟାରୁ ଆରମ୍ଭ ହୋଇଯାଇଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । କେଉଁ ରାଜ୍ୟରେ ରହିବ କାହାର ସତ୍ତା । ଏହା ମଧ୍ୟରେ କିଛି ରାଜ୍ୟରେ ଭୋଟ ବ୍ୟବଧାନ ଆଗ ପଛ ହେବାରେ ଲାଗିଛି । ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଣ୍ଣାୟକ ଫଳାଫଳ ନଆସିବା ପର୍ଯ୍ୟନ୍ତ

ଆରମ୍ଭ ହେଲା OMC-CDTA ଓପନ ଟେନିସ ପ୍ରତିଯୋଗିତା

କଟକ: ଆରମ୍ଭ ହେଲା ଓଏମସି ସିଡିଟିଏ (OMC-CDTA) ଓଡିଶା ଓପନ ଟେନିସ ଚମ୍ପିୟାନସିପ । କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କଟକ ଟେନିସ ସଂଘ ଗ୍ରାଉଣ୍ଡରେ ଆଜିଠୁ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହୋଇଛି । ମୋଟ 5ଟି କାଟାଗୋରୀରେ ମ୍ୟାଚ ଖେଳାଯାଉଛି । 12 ବର୍ଷ ରୁ କମ ବାଳକ , 16 ବର୍ଷ

ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧରୁ ୬୪, ସ୍ଥାନୀୟ ଅଂଚଳରୁ ୪୪ ଓ ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ଅଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୩୫୩କୁ ବୃଦ୍ଧି ପାଇଛି। ନୂଆ ଚିହ୍ନଟଙ୍କ

ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ

ପିପିଲି: ରାଜରାସ୍ତାରେ କଟାମୁଣ୍ଡ ରଖି ସ୍ଥାନୀୟ ଲୋକ ରାସ୍ତାରୋକ । ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ ପାଖରେ ରାସ୍ତା ରୋକ । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ କଟାମୁଣ୍ଡ ଓ ମୃତ ଦେହ ରଖି ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ । ଫଳରେ ରାସ୍ତାର ଉଭୟ

ଭଦ୍ରକରେ ନିର୍ବାଚନୀ ପରବର୍ତ୍ତୀ ହିଂସା

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପରେ ବି ଥମୁନି ହିଂସା। ଭଦ୍ରକ ଜିଲ୍ଲାରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଭଦ୍ରକ ବ୍ଲକ୍ ଅଧିନ କୋଦାରପୁର ପଞ୍ଚାୟତ ଅନ୍ତର୍ଗତ ଜିତାନଗା ଛକରେ ଭୁଜାଲି ଚୋଟ୍‌ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣଙ୍କ ହେଲେ ସେରପୁର