ଡିଭାଇଡରେ ପିଟି ହୋଇ ୨ଟି ମାଲବୋଝେଇ ଗାଡିରେ ଲାଗିଲା ନିଆଁ

କଟକ: ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । କଟକ ଶିଖରପୁର ଛକ ନିକଟରେ ଲାଗିଲା ନିଆଁ । ୨ଟି ମାଲବୋଝେଇ ଗାଡିରେ ନିଆଁ ଲାଗିଯାଇଛି । ବେଙ୍ଗାଲୁରରୁ କୋଲକାତା ଯିବା ସମୟରେ ଶିଖରପୁର ନିକଟରେ ଥିବା ଟ୍ରାଫିକ ଡିଭାଇଡରେ ପିଟି ହୋଇଥିଲା ।

ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା । ଏବେ ଯାତାୟତ ସ୍ୱାଭାବିକ ହୋଇଛି।

nis-ad
Leave A Reply

Your email address will not be published.