ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଭାବେ ଆପନା ସେଠୀ ଅପ୍ରତିଦ୍ବନ୍ଦୀ ନିର୍ବାଚିତ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧ୍ୟକ୍ଷ ଭାବେ ଆପନା ସେଠୀ ଅପ୍ରତିଦ୍ବନ୍ଦି ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତନ୍ମୟ ପ୍ରଧାନ ସୂଚନା ଦେଇଛନ୍ତି। ୧୭ ଗୋଟି ସମିତି ପାର୍ଥୀ ଙ୍କୁ ନେଇ ଅଧ୍ୟକ୍ଷ ପଦବୀ ପୂରଣ କରାଯାଇଥିବା ବେଳେ ବିଜେଡ଼ି ସମର୍ଥିତ ୧୪ ବିଜେପି ସମର୍ଥିତ ୨

ପାତ୍ରପୁର ବ୍ଳକ ଦଖଲ କଲା ବିଜେପି, ଗୁଡିପଦର ସମିତି ସଭ୍ୟା ଓ୍ବାଇ ସଞ୍ଜୁକ୍ତା ହେଲେ ବ୍ଳକ ଅଧ୍ୟକ୍ଷା

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଳକ ଅଧ୍ୟକ୍ଷା ପଦକୁ ଦଖଲ କଲା ବିଜେପି । ଗୁଡିପଦର ସମିତି ସଭ୍ୟା ଓ୍ବାଇ ସଞ୍ଜୁକ୍ତା ୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତ ଗଣନା ପରେ ବିଜେପି ଓ ବିଜେଡ଼ି ଦଳ ପକ୍ଷରୁ

ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍

ଘୋଡାବେପାର ଅଭିଯୋଗ ଓ ନେତାଙ୍କ ଛକାପଞ୍ଝା ଭିତରେ ରାଜ୍ୟର ସବୁ ପଞ୍ଚାୟତ ସମିତିକୁ ନୂଆ ଅଧ୍ୟକ୍ଷ ମିଳିଛି । ନବ ନିର୍ବାଚନ ପଞ୍ଚାୟତ ସମିତି ସଭ୍ୟ ମାନେ ନିଜ ଭିତରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିଛନ୍ତି । ରାଜ୍ୟର ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଥିବା

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ : ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ

ପୁରୀ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ରକ୍ତ ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ଫୁଲବାଣୀ : ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍‌ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ

ଫୁଲବାଣୀ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ : ନ୍ୟାୟାଳୟ ମାନଙ୍କରେ ଦୀର୍ଘ ଧରି ବିଚାରାଧୀନ ଥୁବା ଓ ପ୍ରାକ୍ ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟ ଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇ , ବିଚାରାଧିନ ମାମଲା ପରିମାଣ ହ୍ରାସ କରିବା ସହିତ ଏକ ବିକଳ୍ପ ନ୍ୟାୟିକ ପନ୍ଥା ମାଧ୍ୟମରେ ଜନ ସାଧାରଣଙ୍କୁ ତ୍ବରିତ ନ୍ୟାୟ

କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶାନ୍ତିଶୃଙ୍ଖଳା ସହ ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଫୁଲବାଣୀ ୧୨/୦୩ : କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକରେ ଶନିବାର ଶାନ୍ତିଶୃଙ୍ଖଳାର ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରାୟ ସମସ୍ତ ବ୍ଲକରେ ବିଜୁ ଜନତା ଦଳ ଅଧ୍ୟକ୍ଷ ପଦବୀ ହାତେଇଛି। ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ଭାବେ ଗୋଛାପଡ଼ା ସମିତି ସଭ୍ୟା ନମିତା କହଁର

ଖଲ୍ଲିକୋଟ ବ୍ଲକ : ଦୈତାରୀ ବେହେରା ହେଲେ ଅପ୍ରତିଦ୍ବନ୍ଦୀ ସମିତି ଅଧକ୍ଷ

ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟାମୀ ବୈଦ୍ୟ ଙ୍କ ସ୍ୱାମୀ ଦୈତାରୀ ବେହେରା ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି l ଠିକ ଦିନ ୧୦ ଘଟିକା ସମୟରେ ବ୍ଲକ ର ୨୯ ଜଣ ସମିତି ସଭ୍ୟ ବ୍ଲକ ସଭା ଗୃହ ରେ ପୋଲିସ କଟକଣା ଭିତରେ ପ୍ରବେଶ

ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇମାସର ଶିଶୁର ମୃତ୍ୟୁ ଅଭିଯୋଗ

ଫୁଲବାଣୀ : ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ଦୁଇ ମାସର ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀ ସଦର

ଏଣିକି ରବିବାରରେ ବି ଜଗାଦର୍ଶନ: ହଟିଲା କଟକଣା

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ଆଶା ଏବେ ପୂରଣ ହେବାକୁ ଯାଉଛି। ଏଥର ରବିବାର ମଧ୍ୟ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ଆସନ୍ତା ମାର୍ଚ୍ଚ ୨୧ ତାରିଖଠାରୁ ଏହି ନିୟମ ଲାଗୁ ହେବ। ଏନେଇ ଶନିବାର ଛତିଶା ନିଯୋଗ ବୈଠକରେ