Sign in
Sign in
Recover your password.
A password will be e-mailed to you.
ମାର୍ଚ୍ଚ ୧୬ ଓ ୧୭ ରେ ୟେଲୋ ୱାର୍ଣ୍ଣି ଜାରି: ଆଇଏମ୍ଡି
ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ-ଆଇଏମଡି ଏଭଳି ପୂର୍ବାନୁମାନ କରିଛି । ୧୬ ଓ ୧୭ ଦୁଇ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୧୬!-->!-->!-->…
ଓଡ଼ିଶା ରାଜନୀତିରେ ବିଜେଡିର ନୂଆ ଇତିହାସ: ପ୍ରଣବ ପ୍ରକାଶ ଦାସ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ ସତୁରୀ ପ୍ରତିଶତ ଆସନରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନେତୃତ୍ବରେ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି!-->…
ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ, କାଲିଠାରୁ ବ୍ୟବହାର ବନ୍ଦ
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ୮୦ମିଲିୟନ ଲୋକ ବ୍ୟବହାର କରିପାରିବେ ନାହିଁ ଇନଷ୍ଟାଗ୍ରାମ୍। ତେବେ ଭାରତରେ ନୁହେଁ ବରଂ ରୁଷରେ ଆସନ୍ତାକାଲିଠୁ ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଜଣାପଡ଼ିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ନେଇ କରାଯାଇଥିବା ପୋଷ୍ଟକୁ!-->…
ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ସଂପର୍କରେ ଆଲୋଚନା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ
ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଶେଚନୀୟ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି (ରବିବାର) ଅପରାହ୍ନରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରୀ!-->…
ରାଜ୍ୟରେ ସରିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ, ସବୁ ଜିଲ୍ଲାରେ ପୋଛିନେଲା ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ!-->…
ପ୍ରଧାନମନ୍ତ୍ରୀଙ୍କୁ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ଯୋଗୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୩ ଦିନ ପରେ ଆଜି ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି।ଏହି ସାକ୍ଷାତକାର ବେଳେ ଉତ୍ତର ପ୍ରଦେଶରେ ବିଜୟ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଥିଲେ!-->…
ନର୍ସଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା
ଜଗତସିଂହପୁର : ଜିଲ୍ଲାର ପାରାଦୀପ ପୋର୍ଟ ମେଡ଼ିକାଲର ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ସନ୍ଦେହ ଜନକ ଭାବେ ମୃତ୍ୟୁବରଣ କରିଥିବା ଷ୍ଟାଫନର୍ସ ନିବେଦିତା ଜେନାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟାୟ ଦାବି କରି ସ୍ଥାନୀୟ ଲୋକେ ମେଡ଼ିକାଲ ଭିତରକୁ!-->…
ୟୁକ୍ରେନ୍ରେ ଆମେରିକୀୟ ସାମ୍ବାଦିକଙ୍କୁ ହତ୍ୟା
କିଭ୍: ଯୁଦ୍ଧତ୍ରସ୍ତ ୟୁକ୍ରେନ୍ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନ୍ୟୁଜ୍ ଏଜେନ୍ସୀ ଏଏଫ୍ପି ପକ୍ଷରୁ ଏହି ସୂଚନା ଦିଆଯାଇଛି।ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରେନୌଡ୍। ତାଙ୍କୁ ୟୁକ୍ରେନ୍ର ଇରପିନ୍ରେ ଗୁଳି କରାଯାଇଥିଲା। କିଭ୍!-->…
ରାସ୍ତାକଡ଼ରୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର
ବାଲେଶ୍ବର: ଜିଲ୍ଲା ସୋର ଥାନା ନଦୀଗାଁ ଛକ କାନପୁର ନିକଟରେ ଅଘଟଣ । ରାସ୍ତା କଡ଼ରୁ ଦଇ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମୃତ୍ୟୁ ଦୁର୍ଘଟଣା ପାଇଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଦୁଇଜଣ!-->!-->!-->…
ରାଜ୍ୟରେ ଆଜି ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୩ ଜଣ!-->…