Sign in
Sign in
Recover your password.
A password will be e-mailed to you.
ଯୁବକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କଲା ପୋଲିସ
ଗଞ୍ଜାମ :ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବନ୍ଦର ସାହିର ସୋମନାଥ ଗୌଡ଼(୨୩), ଘର ଗାଧୁଆ ଘରେ ପିନ୍ଧିଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡl, ମହିଳା ଏଏସଆଇ!-->!-->!-->…
ହିଞ୍ଜିଳି : ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ
ହିଞ୍ଜିଳିକାଟୁ : ଚଳିତ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ, ଅବାଧ ତଥା ହିଂସାମୁକ୍ତ କରିବା ପ୍ରଶlସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ଵେଳେ ମତଦାନକୁ ଭୟମୁକ୍ତ ଭାବେ ସାବ୍ୟସ୍ତ କରିବାକୁ ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ଅହ୍ଵାନ ଦେଇଛି। ଡାକବାଜି ଯନ୍ତ୍ର!-->!-->!-->…
ଡାଇମଣ୍ଡ ସ୍ପୋର୍ଟ୍ସ କ୍ଳବ ଉପର ଖୋଲ ଦ୍ଵାରା ଆୟୋଜିତ ଭୋଲିବଲ ଟୁର୍ନାମେଣ୍ଟ ଉଦଯାପିତ…
ଟିକାବାଲି :ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ର ଉପରଖୋଲ ଠାରେ ଡାଇମଣ୍ଡ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ଆୟୋଜିତ ଭଳିବଲ ଟୁର୍ନାମେଣ୍ଟ ର ଉଦଯାପିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ରେ କନ୍ଧମାଳ ଜିଲ୍ଲା ର ବିଭିନ୍ନସ୍ଥାନ ରୁ ସମୁଦାୟ 12ଟି ଟିମ ଭାଗ ନେଇଁ ଥିଲେ | ଏହି!-->!-->!-->…
ନାଲକୋ ଘରୋଇ କାରଣ କୁ ଭାରତୀୟ ମଜଦୁର ସଂଘ ର ତୀବ୍ର ବିରୋଧ…
ରାୟଗଡ଼ା : ଓଡ଼ିଶା ରେ ପ୍ରତିଷ୍ଠା ହେଇଥିବା ଲାଭ ଦାୟକ ନବରତ୍ନ କମ୍ପାନୀ ନାଲକୋ ଘରୋଇ କରଣ ପ୍ରସ୍ତାବ ଏକ ଭୟଙ୍କର ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିଷ୍ପତି ବୋଲି ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ କୁହାଯାଇଛି । ଉନ୍ନତମାନର ବକ୍ସାଇଟ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ କେନ୍ଦ୍ର!-->!-->!-->…
ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମରେ କୋଭିଡ ସୁରକ୍ଷ୍ୟ ସଚେତନତା ରଥ ଉଦ୍ଘାଟିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମ ରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନ ଙ୍କ ଦ୍ବାରା ଉଦଘାଟନ କରାଯାଅଛି ଏହି ରଥ ମାଲକାନଗିରି ଜିଲ୍ଲା ର ସମସ୍ତ ୭ ଗୋଟି ବ୍ଲକ କୁ ଯାଇ ,!-->!-->!-->…
ଜମି ଅଧିଗ୍ରହଣ ପରେ ଆରମ୍ଭ ହେବ ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ : ଆଇନଜୀବୀ ସଂଘ କୁ ରେଳ ବିଭାଗର…
ନବରଙ୍ଗପୁର : ୨୦୧୬-୧୭ ରେ ମଞ୍ଜୁର ହୋଇଥିବା ଜୟପୁର-ନବରଙ୍ଗପୁର ରେଳପଥ ର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ଜମି ଯୋଗାଇ ଦେବାପରେ ଆରମ୍ଭ ହେବ ବୋଲି ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କୁ ପୂର୍ବ ତଟ୍ଟ ରେଳ ପଥ ବିଭାଗର ଉପ ସଚିବ ୟୁ. କେ.!-->!-->!-->!-->!-->!-->!-->!-->!-->…
ଚଢାଉ ପରେ ଆଇ.ପି.ଏସ ଅଧିକାରୀ ଘରୁ ମିଳିଲା ବିଡାବିଡା ଟଙ୍କା, ତିନିଦିନ ଧରି ଆଇଟି କର୍ମଚାରୀମାନେ ଗଣତି କରି…
ନୂଆଦିଲ୍ଲୀ: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଜଣେ ଅବସରପ୍ରାପ୍ତ ଆଇପିଏଏସଙ୍କ ଘରୁ ମିଳିଲା ଅଗଣତି ଟଙ୍କା। ଯାହାକୁ ଦେଖି ଆଇଟି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି।ବର୍ତ୍ତମାନ ତିନିଦିନ ଧରି ଏହି ଟଙ୍କା ଗଣତି ଚାଲିଛି। ଏ ପର୍ଯ୍ୟନ୍ତ କେତେ ଟଙ୍କା ହୋଇଛି ତାହାର ସୂଚନା!-->…
ବଜେଟ ଉପରେ ଆସିଲା ପ୍ରଥମ ପ୍ରତିକ୍ରିୟା : କଂଗ୍ରେସ ନେତା ଶଶି ଥରୁର କହିଲେ ଏହା ଏକ ତରଳାଯାଇଥିବା ବାଣ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ ଅନେକ ଘୋଷଣା କରିଛନ୍ତି। କିନ୍ତୁ ବଜେଟରେ ଆୟକରରେ ସାଧାରଣ ଲୋକଙ୍କୁ କୌଣସି ଆଶ୍ଵସ୍ତି ଦେଇନାହାଁନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଏବେ କେନ୍ଦ୍ର ସରକାରକୁ!-->…
ପୁଣି ଗୋଳନ୍ଥରା ଥାନା କୁ ଉଠିଲା ଆଙ୍ଗୁଠି : ଥାନା ପରିସରରେ ଦେହରେ ନିଆଁ ଲଗାଇଲେ ଯୁବକ, ଚିକିତ୍ସାଧୀନ ଅବସ୍ଥାରେ…
ବ୍ରହ୍ମପୁର : ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରାରେ ଏକ ଅଭଭାନୀୟ ଘଟଣା ଘଟିଯାଇଛି । ଗୋଳନ୍ଥରା ଥାନା ପରିସରରେ ଜଣେ ଯୁବକ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣକ ହେଉଛନ୍ତି ରଣ୍ଡା ଅଂଚଳ ସନ୍ତୋଷ!-->…
କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବ୍ରହ୍ମପୁର ମହାନଗର ନିଗମ – “ପୀତବାସ ପଣ୍ଡା”
ବ୍ରହ୍ମପୁର -ସହରରେ ପୋଖରୀ ଖୋଳା, ଗଛ ଲଗାଇବା, କରୋନା ସମୟରେ ବାଉଁଶ ବେରିକେଟ ଓ ବୁଲା ପଶୁଙ୍କୁ ଖାଦ୍ୟ ଦେବାରେ ଅନିୟମିୟତା ଓ ଦୁର୍ନୀତି ଅଭିଯୋଗ ପରେ ବର୍ତ୍ତମାନ ବ୍ରହ୍ମପୁର ସହରକୁ ସୁନ୍ଦର କରିବାକୁ ସରକାରୀ କାନ୍ଥ ମାନଙ୍କ'ରେ ମହାନଗର ନିଗମ ତରଫରୁ କରାଯାଉ ଥିବା ଚିତ୍ରରେ ବ୍ୟାପକ!-->!-->!-->…