ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ୫୯ ଟି ଏନଏସି, ୪୮ ଟି ମ୍ୟୁନିସିପାଲିଟି ଓ ୩ ମହାନଗର ପାଇଁ ଭୋଟର ତାଲିକା ପାଇଁ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ

ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ସଫା ହେଲା ଆତଙ୍କବାଦୀ : ସାମରିକ କାର୍ଯ୍ୟାନୁଷ୍ଠାନ ଜାରି…

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ନଦୀଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଜମ୍ମୁ କାଶ୍ମୀର ପୋଲିସର ସୂତ୍ର ଅନୁଯାୟୀ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ସାମରିକ

ଜବତ ହେଲା ନକଲି କୋଭିଡ ଟିକା..! : ଅନେକ ରାଜ୍ୟକୁ ଲମ୍ବିଛି ନେଟୱର୍କ, ୫ ଅଭିଯୁକ୍ତ ଗିରଫ…

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ନକଲି କୋଭିଡ ଟିକା ବହୁ ପରିମାଣରେ ଜବତ ହୋଇଛି। ସ୍ପେଶାଲ ଟାସ୍କ ଫୋର୍ସର ଏକ ପ୍ରମୁଖ କାର୍ଯ୍ୟରେ ନକଲି କୋଭିସିଲ୍ଡ ଏବଂ ଜାଇକୋଭିଡ ସହିତ ନକଲି କୋଭିଡ ଟେଷ୍ଟିଂ କିଟ୍ ଏଠାରୁ ଜବତ କରାଯାଇଛି। ଲଙ୍କା ପୋଲିସ ଷ୍ଟେସନ ପରିସରର ରୋହିତ ନଗରରେ

ଅର୍ଥ ମନ୍ତ୍ରୀଙ୍କ ‘ୟୁପି ଟାଇପ୍’ ବିବୃତ୍ତି ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା : କହିଲେ ଏହା ୟୁପିର ଲୋକଙ୍କ…

ଲକ୍ଷ୍ନୌ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ‘ୟୁପି ଟାଇପ’ ବିବୃତ୍ତି ଉପରେ ରାଜନୈତିକ ସଂଘର୍ଷ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ କଂଗ୍ରେସ ଏହାକୁ ଏକ ପ୍ରସଙ୍ଗ କରିବା ଆରମ୍ଭ କରିଛି। ଏହି ବିବୃତ୍ତି ପାଇଁ କଂଗ୍ରେସ ବର୍ତ୍ତମାନ ଅର୍ଥମନ୍ତ୍ରୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି।

ରାୟଗଡ଼ା ଜିଲ୍ଲାପାଳଙ୍କ କୋଲନରା ବ୍ଲକ ଗସ୍ଥ : “୪ଟି ବିଦ୍ୟାଳୟର ରୂପାନ୍ତରିଣ ନିମନ୍ତେ ଭିତ୍ତିଭୂମି…

ରାୟଗଡା-: ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କୋଲନରl ବ୍ଳକ ଗସ୍ଥ କରିଛନ୍ତି l ଏହି ପରିଦର୍ଶନ ସମୟରେ ୪ଟି ବିଦ୍ୟାଳୟ ଗୁଡିକର ରୂପାନ୍ତରିଣ କlର୍ଯ୍ୟକୁ ଅନୁଧ୍ୟାନ କରିଥିଲେ l ସେହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର କୋଲନରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜଗଦମ୍ବା

କବିସୂର୍ଯ୍ୟ ନଗର ଶିଶୁ ଉଦ୍ୟାନ ନିର୍ମାଣ ରେ ଦୁର୍ନୀତି ର ଗନ୍ଧ : କାର୍ଯ୍ଯର ତଦନ୍ତ ପାଇଁ ଅଭିଯୋଗ…

ବ୍ରହ୍ମପୁର : କବିସୂର୍ଯ୍ୟନଗର ଏନ୍ଏସିର ଅରବିନ୍ଦ ନଗର ନିକଟରେ ନିର୍ମାଣ ହୋଇଥିବା ଶିଶୁ ଉଦ୍ୟାନ କାର୍ଯ୍ଯର ତଦନ୍ତ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। କେଉଁ କେଉଁ ଅନୁଦାର ଅର୍ଥ ଶିଶୁ ଉଦ୍ୟାନରେ

ମାଲକାନଗିରି : ମାଥିଲି ପୋଲିସ କୁ ମିଳିଛି ବଡ଼ ସଫଳତା ୨୫୬ କେଜି ଗଞ୍ଜେଇ ସହ ୫ଗିରଫ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ମାଲକାନଗିରି : ଗତକାଲି ରାତି ମାଥିଲି ପୋଲିସର ତନଖି ସମୟରେ ରାଜପଥ ୩୨୬ ଗୋଵିଂଦପାଲ୍ଲୀ ଦୂର୍ଗାମନ୍ଦିର ନିକଟରେ କିଛି ଲୋକ ସନ୍ଧେହ ଜନକ ଅବସ୍ଥାରେ ରାସ୍ତା ପାର କରୁଥିବା ପୋଲିସର ଦୃଷ୍ଟିଗୋଚର ହୋଇଥିଲା । ପୋଲିସ ପକ୍ଷରୁ ତନଖି

ଅଣ୍ଡର-19 ବିଶ୍ୱକପ ସେମିଫାଇନାଲ : ଆଜି ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ…

ନୂଆଦିଲ୍ଲୀ: କରୋନା ଭାଇରସକୁ ପରାସ୍ତ କରିଥିବା ଟିମ୍ ଇଣ୍ଡିଆ ଆଜି ଅଣ୍ଡର -19 ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:30 ରେ ଆରମ୍ଭ ହେବ। କରୋନା ମହାମାରୀ ଯୋଗୁଁ ଭାରତର ପ୍ରସ୍ତୁତି ବହୁ ବାଧାପ୍ରାପ୍ତ ହୋଇଥିଲା। ଗତ ଦୁଇ

ଦୁର୍ନୀତି ଅଭିଯୋଗ କୁ ନେଇ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ…

ଭୁବନେଶ୍ଵର: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି। ଶ୍ରୀ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ

ହିଞ୍ଜିଳି : ରାସ୍ତା ନିମନ୍ତେ କଣଭାଗ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି…

ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶେରଗଡ଼ ବ୍ଳକ ର କଣଭାଗ ଗ୍ରାମକୁ ଆଜିପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାଟିଏ ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ନିର୍ବାଚନ ଆସିଲେ ରାସ୍ତାପାଇଁ ରାଜନେତା ଠାରୁ ଆରମ୍ଭକରି ପ୍ରସାଶନିକ ଅଧିକାରୀ ମାନେ ପ୍ରତିଶୃତି ଦିଅନ୍ତି ଏବଁ