ମାଲକାନଗିରି : ମାଥିଲି ପୋଲିସ କୁ ମିଳିଛି ବଡ଼ ସଫଳତା ୨୫୬ କେଜି ଗଞ୍ଜେଇ ସହ ୫ଗିରଫ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ମାଲକାନଗିରି : ଗତକାଲି ରାତି ମାଥିଲି ପୋଲିସର ତନଖି ସମୟରେ ରାଜପଥ ୩୨୬ ଗୋଵିଂଦପାଲ୍ଲୀ ଦୂର୍ଗାମନ୍ଦିର ନିକଟରେ କିଛି ଲୋକ ସନ୍ଧେହ ଜନକ ଅବସ୍ଥାରେ ରାସ୍ତା ପାର କରୁଥିବା ପୋଲିସର ଦୃଷ୍ଟିଗୋଚର ହୋଇଥିଲା । ପୋଲିସ ପକ୍ଷରୁ ତନଖି ସମୟରେ ପାଞ୍ଚ ଜଣ କଉଡିଆ ଙ୍କ ନିକଟରୁ ପ୍ରାୟ ୨୫୬ କେଜି ଗଞ୍ଜେଇ ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ଗଞ୍ଜେଇ କୁ ଜବତ କରିବା ସହ ୫ ଜଣ କାଉଡିଆ ଙ୍କୁ ପୋଲିସ ଗିରଫ କରିଛି । ଏମାନେ ହେଲେ 1.ମଦନ ମାଝୀ (46)ପିତା-ଗଞ୍ଚୁ ମାଝୀ ଗ୍ରାମ ବରଙ୍ଗାଉ,2, ମିଟୁ ଭତ୍ରା(40)ପିତା-ଲତେ ଗବରୁ ଭତ୍ରା, ଗ୍ରାମ-ଡୁରାଙ୍ଗାଁ,3. ଗୁନବନ୍ତ ମୁରାଇ(40)ସବସେନ ମୁରାଇ, ଗ୍ରାମ-ପନାରଗୁଡା,4. ରତନ ଭତ୍ରା(38)ପିତା- ଲତେ ପୁନୁ ଭତ୍ରା, ଗ୍ରାମ-ପନାରଗୁଡା,5. ମନ ଭତ୍ରା(56)ପିତା-ମାନସି ଭତ୍ରା, ଗ୍ରାମ-ପନାରଗୁଡା ସମସ୍ତ ଅଭିଯୁକ୍ତମାନେ ହେଲେ ନଂବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଥାନା ର ବୋଲି ଜଣାପଡିଛି । ଏମାନଙ୍କ ବିରୋଧ ରେ କେଶ ନଂ 33/1.02-2022ରେ ଅବକାରୀ ମାମଲା ରୁଜୁ କରାଯାଇଛି ।

nis-ad
Leave A Reply

Your email address will not be published.