Sign in
Sign in
Recover your password.
A password will be e-mailed to you.
ଏଥର କେଉଁଠାରେ ଅନୁଷ୍ଠିତ ହେବ ଆଇପିଏଲ୍ ମ୍ୟାଚ୍..? : ଗାଙ୍ଗୁଲି ନେଲେ ଏହି ୨ ଟି ସହରର ନାମ…
ନୂଆଦିଲ୍ଲୀ: ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ନିଶ୍ଚିତ କରିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୫ ତମ ସଂସ୍କରଣ ଏଥର ଭାରତରେ ଅନୁଷ୍ଠିତ ହେବ। ସେ ଦୁଇଟି ସହରର ନାମ ମଧ୍ୟ ଦେଇଛନ୍ତି। ଯେଉଁଠାରେ ଆଇପିଏଲର ସମସ୍ତ ଲିଗ୍ ରାଉଣ୍ଡ ମ୍ୟାଚ୍ ଯୋଜନା କରାଯାଉଛି।
‘ସ୍ପୋର୍ଟଷ୍ଟାର୍’କୁ!-->!-->!-->…
ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ!-->…
ଗିନିଜ ରେକର୍ଡ଼ଧାରୀ ଓଡ଼ିଆପୁଅ ସଚିନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରିଡ଼ାମନ୍ତ୍ରୀ ତୁଷାରକାନ୍ତି…
ଭୁବନେଶ୍ୱର: ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍!-->…
୫୦ ଲକ୍ଷ ଅବ୍ୟବହୃତ କୋଭିସିଲ୍ଡ ମାତ୍ରା ନଷ୍ଟ ହେବା ଖବର : ସ୍ପଷ୍ଟ କଲା କେନ୍ଦ୍ର ସରକାର…
ନୂଆଦିଲ୍ଲୀ: ଅବ୍ୟବହୃତ ୫୦ଲକ୍ଷ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହୋଇଯିବ ବୋଲି ଏକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଖବର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ନୁହଁ ଯେ, ରାଜ୍ୟୱାରୀ ଟିକାର ମାତ୍ରା ଏହାର ମିଆଦ ପୂରଣ କରିବାର ନିକଟବର୍ତ୍ତୀ ହୋଇଛି।
!-->!-->!-->…
ସ୍କୁଲ ଖୋଲିବା ପାଇଁ କୋଭିଡ ନିର୍ଦ୍ଦେଶାବଳୀକୁ ସଂଶୋଧନ କଲା କେନ୍ଦ୍ର, ଏହା ହେଉଛି ସର୍ତ୍ତ…
ନୂଆଦିଲ୍ଲୀ: ଅନେକ ରାଜ୍ୟରେ କରୋନା ମାମଲା ହ୍ରାସ ପାଇବା ପରେ ବିଦ୍ୟାଳୟଗୁଡିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ତେଣୁ ସ୍କୁଲ ଖୋଲିବା ନେଇ କୋଭିଡ ନିର୍ଦ୍ଦେଶାବଳୀରେ କେନ୍ଦ୍ର ସରକାର ସଂଶୋଧନ କରିଛି। ଆଜି ପ୍ରକାଶିତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲଗୁଡ଼ିକର!-->…
ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ଅନୁଷ୍ଠିତ…
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା!-->…
ସାନ ଭାଇର ସ୍ତ୍ରୀ ର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର, ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର…
ଦାରିଙ୍ଗବାଡ଼ି :, ପୂର୍ବ ଘଟଣାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ସାନ ଭାଇର ସ୍ତ୍ରୀର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଝିମାବାଡ଼ି ଗ୍ରାମର ଲୁସିଆନ ନାୟକ ଓ!-->!-->!-->…
ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି…
ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେ ବିଜେପି ଦଳର ଅଭିଯୋଗ ଭିତ୍ତିହୀନ ଏବଂ ନିର୍ବାଚନ ହାରିବା ଭୟ ବିଜେପି କୁ ଘାରିଛି ବୋଲି ବିଜେଡି ବରିଷ୍ଠ ନେତା ଶ୍ରୀ ରାଜେନ୍ଦ୍ର ପଣ୍ଡା ମତ!-->…
ସୁଟିଂ ଚାଲିଛି ଆମ ଟିଭି ମୁଭିଜ୍ ର : “ଜହ୍ନ ଗୋଟେ ମିଠା ବିସ୍କୁଟ”
ଭୁବନେଶ୍ବର: ଆମ ଟିଭି ମ୍ୟୁଜିକ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ “ଜହ୍ନ ଗୋଟେ ମିଠା ବିସ୍କୁଟ” ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ସୁଟିଂ ଚାଲିଛି। ମ୍ୟୁଜିକ ଭିଡିଓ ଟି ଆମଟିଭି ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ଫେବୃଆରୀ ୧୪ ଭାଲେନ୍ଟାଇନ୍ ଡେ ଅବସରରେ ମୁକ୍ତିଲାଭ!-->…
ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ବୋଲିଂ କରିବାକୁ ବହୁତ କଷ୍ଟ ହୋଇଥାଏ : ବ୍ରେଟ୍ ଲି…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟ ବୋଲର ବ୍ରେଟ ଲି କହିଛନ୍ତି ଯେ, ସଚିନଙ୍କ ବ୍ୟାଟିଂ କୌଶଳ ଅତ୍ୟନ୍ତ ଶକ୍ତିଶାଳୀ ଥିବାରୁ ସେ ସଚିନ ତେନ୍ଦୁଲକରଙ୍କ ଆଗରେ ବୋଲିଂରୁ ଦୂରେଇ ରହିଥିଲେ। ବ୍ରେଟ୍ ଲି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ରିଭାଲ୍ସ ୟୁନାଇଟେଡ୍ ଶୋ’ରେ ଶୋଏବ ଅଖତରଙ୍କୁ ଏହା!-->…