କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ତଥା କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ଓ ୨୦୦୦ ମସିହାରେ ରୋଶନୀ ସିଂଦେଓ ବିଧାୟିକା

ରାଜ୍ୟରେ ଧିରେ ଧିରେ କମିବ ଓମିକ୍ରନ୍ ଭ୍ୟାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କୋଭିଡ୍ ର ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, କୋଭିଡର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତେହେଲେ ରାଜ୍ୟରେ ଏହା ଅଧିକ ସିରିୟସ

କୋରାପୁଟ ଗସ୍ତରେ ଡିଜିପି ଏସ୍‌.କେ. ବଂଶଲ

କୋରାପୁଟ: ଜିଲ୍ଲା ଗସ୍ତରେ ପୋଲିସ ଡିଜିପି ସୁନିଲ କୁମାର ବଂଶଲ। ରାଜ୍ୟର ନୂତନ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ କୋରାପୁଟ ଗସ୍ତ କରିଛନ୍ତି । ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ନେଇ ସ୍ଥିତି ପରଖିଥିଲେ ଡିଜିପି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ

କଂଗ୍ରେସ ପାଇଁ ରାହୁଲ ହେଉଛନ୍ତି ରାହୁ କାଳ: କେନ୍ଦ୍ର ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ନିର୍ବାଚନ ମାହୋଲ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ଏହି ଅଭିଯୋଗ କେବଳ ନିର୍ବାଚନ ରାଲିରେ ନୁହେଁ ବରଂ ସଂସଦ ଗୃହରେ ମଧ୍ୟ ଦେଖାଯାଉଛି। ଏବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କିଛି ବୟାନକୁ ନେଇ ବିରୋଧୀ ମଧ୍ୟ କାଉଣ୍ଟର

ଚିଲିକାରେ ଚାଲିବ ହାଉସ ବୋଟ୍

ଭୁବନେଶ୍ୱର: ନୀଳାମ୍ବୁ ଚିଲିକା ମଝିରେ ରାତି କଟାଇବେ ପର୍ଯ୍ୟଟକ । ସାଉଁଟିବେ ନିଆରା ସ୍ମୃତି ଓ ଅନୁଭୂତି । ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହାଉସବୋଟ ବ୍ୟବସ୍ଥା । ଯାହାକି ରାଜ୍ୟରେ ପ୍ରଥମ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଚିଲିକା

ପାରାର ପିଛା କରିକରି ପିଓକେରୁ ଆସି ଭାରତରେ ପହଞ୍ଚିଗଲା ନାବାଳକ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିବା ଜଣେ ନାବାଳକ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ପାର୍ କରି ଭାରତ ସୀମାରେ ପ୍ରବେଶ କରିଛି । ୧୪ ବର୍ଷୀୟ ନାବାଳକର ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି

ସରକାରୀ କ୍ବାଟରରୁ OUAT ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର:ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ଝୁଲନ୍ତା ମୃତ ଦେହ ଭୁବନେଶ୍ବରର ଗୋପବନ୍ଧୁ ଛକରେ ଥିବା ତାଙ୍କ ସରକାରୀ କ୍ୱାର୍ଟର V(F)_9ରୁ ଉଦ୍ଧାର କରାଯାଇଛି । ମୃତଦେହକୁ ପୋଲିସ ସଂରକ୍ଷଣ ଗୃହକୁ ପଠାଇଛି । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି

ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ହାଇପ୍ରୋଫାଇଲ ଠକ ପ୍ରଭାକର ଗିରଫ

ଭୁବନେଶ୍ବର: ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଠକ ଗିରଫ। ପୁଣି ଥରେ ଚନ୍ଦକା ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ଼ ହାଇପ୍ରୋଫାଇଲ ଠକ। ଠକ ପ୍ରଭାକର ଜେନାକୁ ରାଜଧାନୀରୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପ୍ରଭାକରକୁ ଗିରଫ କରାଯାଇଛି। କମ୍‌ ଦିନରେ ଅଧିକ ସୁଧର

ବାପା ନିର୍ବାଚନ ନଜିତିବା ଯାଏଁ ବାହା ହେବେନି ବୋଲି କହିଲେ ସିଦ୍ଧୁଙ୍କ ଝିଅ

ଚଣ୍ଡୀଗଡ଼: ଆସନ୍ତା ଫେବୃଆରୀ ୨୦ରେ ପଞ୍ଜାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ହେବ | ପଞ୍ଜାବ କଂଗ୍ରେସର ଫାୟାରବ୍ରାଣ୍ଡ ନେତା ତଥା ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଅମୃତସର (ପୂର୍ବ) ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ତ୍ତମାନ ତାଙ୍କ ଝିଅ ରାବିଆ ମଧ୍ୟ ସିଦ୍ଧୁଙ୍କୁ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଏଡିଏମ୍‌ । ଚାକରିରୁ ଅବସର ନେବା ପାଇଁ ଆଉ ମାତ୍ର ୧୭ ଦିନ ବାକି ଥିବାବେଳେ ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ର ଅତିରିକ୍ତ ମାଜିଷ୍ଟ୍ରେଟ ବିଶ୍ବଜିତ ମହାପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ