ରାଜ୍ୟରେ ଧିରେ ଧିରେ କମିବ ଓମିକ୍ରନ୍ ଭ୍ୟାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କୋଭିଡ୍ ର ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, କୋଭିଡର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତେହେଲେ ରାଜ୍ୟରେ ଏହା ଅଧିକ ସିରିୟସ ହୋଇ ରହିବ ନାହିଁ ।

ଓମିକ୍ରନ ଭ୍ୟାରିଆଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ କେଶ କମୁଛି, ସେପରି ଆମ ରାଜ୍ୟରେ କେଶ କମିବ ବୋଲି ଆଶା ରହିଛି । ମୋଟାମୋଟି କହିବାକୁ ଗଲେ ଆମ ରାଜ୍ୟରେ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି ।

nis-ad
Leave A Reply

Your email address will not be published.