Sign in
Sign in
Recover your password.
A password will be e-mailed to you.
ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ
ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ସପରିବାର ସେ ଆଜି ସକାଳୁ ପୁରୀ ପହଂଚି ଶ୍ରୀମନ୍ଦିରକୁ ଯାଇଥିଲେ। ଶ୍ରୀମନ୍ଦିରରେ ସେ ୪୫ ମିନିଟ ରହିବା ସହ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତରେ ବେଡ଼ା ପରିକ୍ରମା କରିବା ସହ ଦର୍ଶନ ସାରି!-->…
କୋଭିଡ କଟକଣା ଭିତରେ ପାଳନ ହେବ ମହାଶିବରାତ୍ରି
ଭୁବନେଶ୍ବର: ଏବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ପାଳନ ହେବ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କଠାରେ ରାତି ୧୦ ଟାରେ ଉଠିବ ମହାଦୀପ । ଗତକାଲି ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି!-->!-->!-->…
ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟଙ୍କ ରହିତାଦେଶ…
କୋରାପୁଟ: ପଟାଙ୍ଗୀ ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ ଠାରେ ହିଣ୍ଡାଲକୋ ଦ୍ବାରା ଖଣି ଖନନର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟ ପରିବେଶ ମଞ୍ଜୁରୀ ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛି ।ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ!-->!-->!-->!-->!-->…
ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ : କହିଲେ ନିର୍ଭୟରେ ଭୋଟ ଦିଅ…
କୋରାପୁଟ: କୋଟିଆରେ ନିର୍ବାଚନୀ ତାତି । ଅବାଧ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ଆଜି(ଶୁକ୍ରବାର) କୋରାପୁଟ ଜିଲ୍ଲା ପୋଲିସ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗମାର୍ଚ୍ଚ ସମୟରେ ଗ୍ରାମବାସୀଙ୍କୁ ନିର୍ଭୟରେ ଭୋଟ ଦେବା ପାଇଁ ଉତ୍ସାହିତ!-->!-->!-->…
କନ୍ଧମାଳ ଗ୍ରସ୍ତରେ ପୋଲିସ ଡିଜି : ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି…
ଫୁଲବାଣୀ:-ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ଵତନ୍ତ୍ର ରଣନୀତି । ଆଜି ନୂତନ ପୋଲିସ ଡିଜି ସୁନୀଲ ବଂସଲ କନ୍ଧମାଳ ଗ୍ରସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧୁଷ୍ଟିତ!-->!-->!-->…
ଓଡିଶା ପୁଲିସ ମହାନିର୍ଦେଶକଙ୍କ ସ୍ୱାଭିମାନରେ ମାଓ ଅଞ୍ଚଳ ଗସ୍ତ ଓ ନିର୍ବାଚନ ସମୀକ୍ଷା
ମାଲକାନଗିରି ଚିତ୍ରକୋଣ୍ଡା (୧୧/୦୨) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱଭିମାନଞ୍ଚଳର ହନ୍ତାଳଗୁଡ଼ା ଓ ଯୋଡ଼ାମ୍ବ ବିଏସଏଫ କ୍ୟାମ୍ପ ରେ ଓଡିଶା ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ। ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପ ଠାରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଅବତରଣ କରିବା ପରେ ସେଠାରେ!-->…
ମହିଳାଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, (୧୧/୨) : ହିଞ୍ଜିଳି ଥାନା ଶାସନଆମ୍ବଗାଁର ଜୈନିକା ବିବାହିତା ମହିଳା ଗୁରୁବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ଶାସନ ଆମ୍ବଗାଁ ଗ୍ରାମର ପୁଜା ବେହେରା (୨୪) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨/୨୨ ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ!-->…
ୟୁନିସେଫ୍ ଆନୁକୂଲ୍ୟରେ ଶିଶୁ ଗୃହ ଅନ୍ତେବାସୀମାନଙ୍କୁ ସ୍ବଚ୍ଛତା ସାମଗ୍ରୀ ବଣ୍ଟନ
ମାଲକାନଗିରି (୧୧/୦୨) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଶିଶୁ ଗୃହରେ ରହୁଥିବା ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ମାନଙ୍କୁ ସ୍ବଚ୍ଛତା ସାମଗ୍ରୀ ପ୍ୟାକେଟ ଯୋଗାଇ ଦିଆଯାଇଛି । ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସ°ସ୍ଥା ୟୁନିସେଫ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଉକ୍ତ!-->…
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୋଟ ଗଣତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି (୧୧/୦୨) : ଆଜି ଦିବା ୧୧ ଘଟିକା ସମୟରେ, ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି |
ଏହି!-->!-->!-->…
ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତିଙ୍କ ୨ ଦିନିଆ ପୁରୀ ଗସ୍ତ
ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ଚୁଡାନ୍ତ ହୋଇଛି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ୨ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୁକ୍ରବାର ପୁରୀ ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ସୁରକ୍ଷା!-->…