Sign in
Sign in
Recover your password.
A password will be e-mailed to you.
ବଢିଲା ପୋଲିସର ଚିନ୍ତା : ପୁଣି ପୋଷ୍ଟର ବ୍ୟାନର ଜାରିକଲା ମାଓ ସଙ୍ଗଠନ, ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ…
ବାଲିଗୁଡ଼ା,: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଶନିବାର ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ସ୍କୁଲ ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର!-->…
କୋଟିଆ ଭୋଟରଙ୍କୁ ଜଙ୍ଗଲ ଜମିପଟ୍ଟା ବାଣ୍ଟୁଛି ଆନ୍ଧ୍ର : ଓଡିଶା ପ୍ରଶାସନ ନିରବ ଦ୍ରଷ୍ଟା…!
କୋରାପୁଟ: କୋଟିଆ ପଞ୍ଚାୟତର 21ଟି ଗାଁ ମଧ୍ୟରୁ ଫଗୁଣସିନେରି, ଫାଟୁସିନେରି, ଡୋଲିଆମ୍ବ, କୋନାଦରା, ସଲପଗୁଡା, କୋଟିଆ, ମାଡକାର ପ୍ରଭୃତି ଅଞ୍ଚଳରେ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଛିି । 200 ଲୋକଙ୍କୁ ସଲପଗୁଡ଼ା ଠାରେ ଏକାଠି କରି ଆଜି ଆନ୍ଧ୍ରପ୍ରଦେଶ ରାଜ୍ୟ ଆଦିବାସୀ ଆଇନ!-->!-->!-->…
୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ : ମାମଲାରେ ୬୦ ବର୍ଷିୟ ବୃଦ୍ଧ ଗିରଫ…
କୋରାପୁଟ : ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ୬୦ବର୍ଷିୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଫେରାର ହୋଇଥିବା ଅଭିଯୁକ୍ତ ଭାଲୁ ମାଡତାକୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ,!-->!-->!-->!-->!-->…
ଭୋଟ୍ ର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା: ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଜୋରସୋରରେ ପ୍ରଚାର ଚାଲିଛି । ଏହାରି ମଧ୍ୟରେ ଆୟୋଜିତ ଏକ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, ମତଦାନର ୩୬ ଘଣ୍ଟା ପୂର୍ବରୁ ଲାଗୁ ହେବ କଟକଣା । ୩୬!-->…
ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ : ଜଣେ CRPF ଯବାନ ସହିଦ
ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ନକ୍ସଲଙ୍କ ଗୁଳିରେ ଜଣେ ସିଆରପିଏଫ ଜବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ । ସହିଦ ଜବାନ ହେଉଛନ୍ତି ସିଆରପିଏଫ ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ!-->…
ସରପଞ୍ଚ ପ୍ରାର୍ଥୀ ଦେଲେ ଲିଖିତ ପରୀକ୍ଷା
ରାଉରକେଲା: ଚଳିତ ପଞ୍ଚାୟତ ନିର୍ବାଚନରେ ଘଟିଛି ଭିନ୍ନ ଏକ ରୋଚକ ଘଟଣା। ସରପଞ୍ଚ ପ୍ରାର୍ଥୀମାନଙ୍କୁ ଦେବାକୁ ପଡ଼ିଛି ଲିଖିତ ପରୀକ୍ଷା। ୮ ଜଣ ଲିଖିତ ପରୀକ୍ଷା ଦେଇଥିବା ବେଳେ ମାତ୍ର ୩ ଜଣ ପାସ୍ କରିଛନ୍ତି। ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତର ମାଲୁପଡ଼ା ଗାଁରେ। ଏହି!-->…
ବିଧାନ ପରିଷଦ ସଂକଳ୍ପ ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି
ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ସମ୍ପର୍କରେ କେନ୍ଦ୍ରକୁ ୨ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ୨୦୧୮ରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ବିଧାନ ପରିଷଦ ସଂକଳ୍ପ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ମନ୍ତ୍ରୀଙ୍କୁ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ!-->…
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତରେ ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ପୁରୀ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଶାନ୍ତିଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି!-->…
ଦ୍ୱିତୀୟ ଦିନରେ ADMଙ୍କୁ ଧରି ସୁନ୍ଦରଗଡ ଆଣିଲା ଭିଜିଲାନ୍ସ ଟିମ୍
ଭୁବନେଶ୍ୱର: ସରୁନି ଆକଳନ । ଦୁଇ ଦିନ ହେଲା ଚାଲିଛି ସରକାରୀ ବାବୁଙ୍କ ସମ୍ପତ୍ତିର ଗଣନା । ଗତକାଲି ସୁନ୍ଦରଗଡ ବିଶ୍ବଜିତ ମହାପାତ୍ରଙ୍କ ସୁନ୍ଦରଗଡ, ଭୁବନେଶ୍ବର ଏବଂ ଜଗତସିଂହପୁରର ମୋଟ୍ ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ।
ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା!-->!-->!-->…
ଆଜିଠାରୁ ଭୁବନେଶ୍ୱରରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି । ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ!-->…