ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟଙ୍କ ରହିତାଦେଶ…

କୋରାପୁଟ: ପଟାଙ୍ଗୀ ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ ଠାରେ ହିଣ୍ଡାଲକୋ ଦ୍ବାରା ଖଣି ଖନନର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟ ପରିବେଶ ମଞ୍ଜୁରୀ ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛି ।ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟର ରହିତାଦେଶମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟର ରହିତାଦେଶଅଦ୍ଭୁତପୂର୍ବ ସୁରକ୍ଷା ବଳୟ ମଧ୍ୟରେ ଏହି ଜନଶୁଣାଣୀ ସମ୍ପନ୍ନ କରାଯାଇଥିଲେ ମଧ୍ୟ ଏଥିରେ ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମତ ରଖିବାର ସୁଯୋଗ ନଦେବା ଗଣତନ୍ତ୍ର ବିରୋଧୀ ବୋଲି ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଅଭିଯୋଗ କରିଛନ୍ତି ।ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟର ରହିତାଦେଶଏଥିପାଇଁ ସ୍ଥାନୀୟ ମାଳି ପର୍ବତ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ମିଶି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ପର୍ବତ ଅଞ୍ଚଳରୁ 30ରୁ ଊର୍ଦ୍ଧ୍ଵ ଝରଣା ପ୍ରବାହିତ ହେଉଥିବା ଫଳରେ ଶତାଧିକ ଗ୍ରାମବାସୀ ଚାଷବାସ କରି ବଞ୍ଚୁଛନ୍ତି ।
ମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟର ରହିତାଦେଶମାଳିପର୍ବତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଉପରେ ହାଇକୋର୍ଟର ରହିତାଦେଶସେଥିପାଇଁ ଗତ 15 ବର୍ଷ ଧରି ଲୋକେ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ଵାରା ପ୍ରତିରୋଧ କରିଆସିଥିବା ଯୋଗୁଁ ଏଠାରେ ଖଣି ଖନନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାମନ୍ତରାୟ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.