୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଇଆନ୍ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ

ପୂର୍ବତନ ମନ୍ତ୍ରୀଙ୍କ ପୁଅର ଆଶ୍ରମ ପଛ ପଟୁ ମିଳିଲା ଯୁବତୀଙ୍କ ମୃତଦେହ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଜଣେ ଦଳିତ ଯୁବତୀ ଗତ ୨ ମାସ ଧରି ନିଖୋଜ ଥିବା ବେଳେ ଏବେ ଉଦ୍ଧାର ହୋଇଛି ତାଙ୍କ ମୃତଦେହ। ଯୁବତୀଙ୍କ ମୃତଦେହ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର ଆଶ୍ରମ ପଛ ପଟୁ ମିଳିଥିବାରୁ ଏହାକୁ ନେଇ ଜୋର ଧରିବାରେ

‘ହିଜାବ’ର ଜରୁରୀ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା, କହିଲେ – ଜାତୀୟ ପ୍ରସଙ୍ଗ କରନି

ନୂଆଦିଲ୍ଲୀ: ‘ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍‌ ସମୟରେ ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ।’ ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଏଭଳି

ଦ୍ବିତୀୟ ଥର ପାଇଁ ପଂଚାୟତ ନିର୍ବାଚନ ବର୍ଜନ କରିବେ ମହେଶ୍ୱରପୁର ଗ୍ରାମବାସୀ

ଖଲ୍ଲିକୋଟ : (୧୧/୦୨) ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମବାସୀ ଚଳିତ ୨୦୨୨ ପଂଚାୟତ ନିର୍ବାଚନ ବର୍ଜନ କରିବା ନେଇ ଗ୍ରାମବାସୀ ନିଷ୍ପତି ନେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ବ୍ଲକ ର ମହେଶ୍ୱରପୁର ଗ୍ରାମ ସ୍ୱାଧୀନତା ପରଠାରୁ ଓ ଖଲ୍ଲିକୋଟ ବ୍ଲକ ଗଠ

ଖଜୁରୀ ରସ ଓ ସଲପ ରସରେ ଭାସୁଛି ବନ୍ଧଗଡ଼

ଫୁଲବାଣୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ ସେ ରକମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏଥର ନୋଟ ବଦଳରେ ଖାଲି ଭାସୁଛି ଖଜୁରୀ ଓ ସଲପ ରସ । ଆଜକୁ ଦୁଇ ମାସ ହେଲା ତେଜମାହା, ବାଲକିଦାଡି ଅଞ୍ଚଳରେ ଯୋରସୋରରେ

ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର : ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା ଅଧିକାରୀ ଡଃ ରାକେଶ ରଞ୍ଜନ ଠାକୁରଙ୍କ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ନବରଙ୍ଗପୁର ଜିଲ୍ଲାରେ ଥିବା ଦଶ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି | ଏହିସବୁ ବନ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ହେଲା

ସହରାଞ୍ଚଳ ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରକାଶିତ

ଛତ୍ରପୁର (୧୧/୦୨) : ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ନିର୍ବାଚନ ଅନୁଷ୍ଠିତହେବ । ଏଥି ସକାଶେ ଭୋଟର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନ ସଭା ଭୋଟର ତାଲିକାକୁ ଭିତ୍ତିକରି ପ୍ରାଥମିକ ଭୋଟର ତାଲିକା

ମାଓ ମୁକାବିଲା ପାଇଁ ରାୟଗଡା ପୋଲିସର ଅପରେସନ୍ ଆରମ୍ଭ :ଜିଲ୍ଲାରେ ଦୁଇଟି ବଡ ଧରଣର ମାଓ ହିଂସା ପରେ ତତ୍ପର ହୋଇ ଉଠିଛି…

ରାୟଗଡ :- ରାୟଗଡ଼ ଜିଲ୍ଲା ସୀମାରେ ଥିବା ପଡୋଶୀ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମାଓ ହିଂସା ପରେ ବଡ ଧରଣର ଅପରେସନ ପାଇଁ ତଥା ମୁକାବିଲା ପାଇଁ ଜିଲ୍ଲାର ଯବାନ ମାନେ ଏବେ ବାହାରିଛନ୍ତି। ଅଳ୍ପ ଦିନର ବ୍ୟବଧାନରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ବଡ ଧରଣର ମାଓ ହିଂସା ପରେ ତତ୍ପର

ଜିଲ୍ଲାରେ ବାଲ୍ୟ ବିବାହ ଉଛେଦ କୁ ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଜିତ…

ନବରଙ୍ଗପୁର : ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ। କମ୍ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା

ପାଣି ପାଇଁ ଡହଳ ବିକଳ : ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ,ଟଙ୍କା ଦେଇ ପିଉଛନ୍ତି ପାଣି… !

ରାୟଗଡ଼ା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଉନ୍ନତି ଦିଗରେ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ସେମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା