ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଜିଲ୍ଲାପାଳଙ୍କ ନୋଟିସ୍ ଜାରି; କିଛି ଭୁଲ୍‌ ନାହିଁ – ପ୍ରମିଳା ମଲ୍ଲିକ

ଯାଜପୁର: ଅଡୁଆରେ ବିଜେଡ଼ି ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଆଜି ପ୍ରମିଳା ମଲ୍ଲିକଙ୍କ ପାଖକୁ ନୋଟିସ୍ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଅମ୍ବାନୀ-ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ପୂଜା କରିବା କଥା: ବିଜେପି ସାଂସଦ

ନୂଆଦିଲ୍ଲୀ: ବେରୋଜଗାରୀକୁ ନେଇ ରାଜ୍ୟସଭାରେ ତୀବ୍ର ବିତର୍କ ଜାରି ରହିଛି | ବିରୋଧୀ ଦଳ ଏବଂ ସରକାରଙ୍କ ମଧ୍ୟରେ ବାକଯୁଦ୍ଧ ମଧ୍ୟରେ ଜଣେ ବିଜେପି ସାଂସଦ ଅମ୍ବାନୀ ଏବଂ ଆଦାନୀଙ୍କ ପରି ଶିଳ୍ପପତିଙ୍କୁ ‘ପୂଜା’ କରିବା କଥା କହିଛନ୍ତି। ବିଜେପି ସାଂସଦ ଜେ ଆଲଫୋନ୍ସ ରାଜ୍ୟସଭାରେ କହିଛନ୍ତି ଯେ

ଆଜି ଓଡ଼ିଶାରେ ଆଉ ୧୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୫୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୮ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍

କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ତଥା କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ଆଜି ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୁଇ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ ଓ ୨୦୦୦ ମସିହାରେ ରୋଶନୀ ସିଂଦେଓ ବିଧାୟିକା

ରାଜ୍ୟରେ ଧିରେ ଧିରେ କମିବ ଓମିକ୍ରନ୍ ଭ୍ୟାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କୋଭିଡ୍ ର ଭ୍ୟାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, କୋଭିଡର ଯେତିକି ଭ୍ୟାରିଆଣ୍ଟ ଅଛି, ସେତିକି ଭ୍ୟାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନ ପ୍ରଭାବ କଥା ଯଦି ଦେଖିବା ତେହେଲେ ରାଜ୍ୟରେ ଏହା ଅଧିକ ସିରିୟସ

କୋରାପୁଟ ଗସ୍ତରେ ଡିଜିପି ଏସ୍‌.କେ. ବଂଶଲ

କୋରାପୁଟ: ଜିଲ୍ଲା ଗସ୍ତରେ ପୋଲିସ ଡିଜିପି ସୁନିଲ କୁମାର ବଂଶଲ। ରାଜ୍ୟର ନୂତନ ଡିଜି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ପାଇଁ ସେ କୋରାପୁଟ ଗସ୍ତ କରିଛନ୍ତି । ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ନେଇ ସ୍ଥିତି ପରଖିଥିଲେ ଡିଜିପି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ

କଂଗ୍ରେସ ପାଇଁ ରାହୁଲ ହେଉଛନ୍ତି ରାହୁ କାଳ: କେନ୍ଦ୍ର ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ନିର୍ବାଚନ ମାହୋଲ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ଏହି ଅଭିଯୋଗ କେବଳ ନିର୍ବାଚନ ରାଲିରେ ନୁହେଁ ବରଂ ସଂସଦ ଗୃହରେ ମଧ୍ୟ ଦେଖାଯାଉଛି। ଏବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କିଛି ବୟାନକୁ ନେଇ ବିରୋଧୀ ମଧ୍ୟ କାଉଣ୍ଟର

ଚିଲିକାରେ ଚାଲିବ ହାଉସ ବୋଟ୍

ଭୁବନେଶ୍ୱର: ନୀଳାମ୍ବୁ ଚିଲିକା ମଝିରେ ରାତି କଟାଇବେ ପର୍ଯ୍ୟଟକ । ସାଉଁଟିବେ ନିଆରା ସ୍ମୃତି ଓ ଅନୁଭୂତି । ପର୍ଯ୍ୟଟନଙ୍କୁ ଆକୃଷ୍ଟ କରିବା ପାଇଁ ଚିଲିକାରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ହାଉସବୋଟ ବ୍ୟବସ୍ଥା । ଯାହାକି ରାଜ୍ୟରେ ପ୍ରଥମ । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଚିଲିକା

ପାରାର ପିଛା କରିକରି ପିଓକେରୁ ଆସି ଭାରତରେ ପହଞ୍ଚିଗଲା ନାବାଳକ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିବା ଜଣେ ନାବାଳକ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ପାର୍ କରି ଭାରତ ସୀମାରେ ପ୍ରବେଶ କରିଛି । ୧୪ ବର୍ଷୀୟ ନାବାଳକର ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ଓ ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି

ସରକାରୀ କ୍ବାଟରରୁ OUAT ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର:ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ଝୁଲନ୍ତା ମୃତ ଦେହ ଭୁବନେଶ୍ବରର ଗୋପବନ୍ଧୁ ଛକରେ ଥିବା ତାଙ୍କ ସରକାରୀ କ୍ୱାର୍ଟର V(F)_9ରୁ ଉଦ୍ଧାର କରାଯାଇଛି । ମୃତଦେହକୁ ପୋଲିସ ସଂରକ୍ଷଣ ଗୃହକୁ ପଠାଇଛି । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି