ମୃତ୍ୟୁ ହାର କମିବାକୁ ଆଉ ୬ରୁ ୭ ସପ୍ତାହ ସମୟ ଲାଗିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ମହାମାରୀ ତୃତୀୟ ଲହରର ପ୍ରଭାବ ଜାରି ରହିଛି । ପିକ୍ ସମୟ ଅତିକ୍ରମ କରିବା ପରେ ଏବେ ଦୈନିକ କରୋନା ସଂକ୍ରମଣ ହାର ଧିରେ ଧିରେ ତଳମୁହାଁ ହେଉଛି । ମାତ୍ର ଏବେବି ରାଜ୍ୟରେ କୋଭିଡ୍ ମୃତ୍ୟୁ ହାର ଲୋକଙ୍କ ଚିନ୍ତା ବଢାଇଛି । ରାଜ୍ୟରେ କୋଭିଡ୍ ସ୍ଥିତି ଓ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ

ଭବାନୀପାଟଣା: ଆଖି ବୁଜିଲା ଆଉ ଏକ ଗଜରାଜ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୁଣି ପ୍ରାଣ ହରାଇଲା ଏକ ମାଈ ହାତୀ । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଜାମପଡା ଗାଁରେ ଘଟିଛି ଏହି ଅଘଟଣ ।କଳାହାଣ୍ଡିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ ସୂଚନା

ସ୍କୁଲ କଲେଜ ଖୋଲିବ: ଧାର୍ମିକ ପୋଷାକ ଉପରେ ରୋକ୍ ଲଗାଇଲେ କୋର୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସ୍କୁଲ କଲେଜ ଖୋଲିବ। କିନ୍ତୁ ଛାତ୍ରଛାତ୍ରୀମାନେ ଧର୍ମୀୟ ଜଡ଼ିତ କୌଣସି ପୋଷାକ ପିନ୍ଧି ଆସିପାରିବେ ନାହିଁ। ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ଅଛି ଛାତ୍ରଛାତ୍ରୀମାନେ ଧାର୍ମିକ ପୋଷାକ ପିନ୍ଧି ଆସିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି

ହିଜାବ ବିବାଦରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ହିଜାବ ପ୍ରସଙ୍ଗକୁ ନେଇ ବିବାଦ ଘନୀଭୂତ ହେଉଥିବା ବେଳେ ଏଥିପାଇଁ ବିରୋଧୀଙ୍କୁ ଦାୟୀ କରି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଉତ୍ତରପ୍ରଦେଶରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ସିଧାସଳଖ ‘ହିଜାବ’ ଶବ୍ଦ ନ ଉଠାଇଥିଲେ ମଧ୍ୟ ମୁସଲିମ ଝିଅମାନଙ୍କର

ନିର୍ବାଚନ ପାଇଁ ଟିକାବାଲି ପ୍ରଶାସନର ପ୍ରସ୍ତୁତି

ଟିକାବାଲି (୧୦/୦୨) ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ କୁ ଆଖି ଆଗରେ ରଖି ଟିକାବାଲି ବ୍ଲକ ପ୍ରଶାସନ ତଥା ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ତତ୍ପରତା ବଢିଛି | 5ଟି ପର୍ଯ୍ୟାୟ ରେ ସାରା ଓଡିଶା ରେ ନିର୍ବାଚନ ହେବ ସେଥିମଧ୍ୟରୁ ଟିକାବାଲି ବ୍ଲକ ରେ 4ର୍ଥ ପର୍ଯ୍ୟାୟ ରେ ତଥା ଆସନ୍ତା

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଶୋକସଭା

ବ୍ରହ୍ମପୁର (୧୦/୦୨) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ସ୍ଵର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍, ହିନ୍ଦୁସ୍ଥାନୀ ସଙ୍ଗୀତଜ୍ଞ ପଣ୍ଡିତ ଦାମୋଦର ହୋତା, ପ୍ରଖ୍ୟାତ ହିନ୍ଦୀ

ଭିଜିଲାନ୍ସ ପଞ୍ଝାରେ ଜଙ୍ଗଲବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା

ଫୁଲବାଣୀ/ବାଲିଗୁଡ଼ା (୧୦/୨) : ଭିଜିଲାନ୍ସ ପଞ୍ଚା ରେ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ. ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମାନେ ଏହି ଚଢ଼ାଉ

ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅସହଯୋଗ କଲେ ଗାଡି ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଛତ୍ରପୁର (୧୦/୦୨) ଗଞ୍ଜାମ ଜିଲ୍ଲାରେ ଚଳିତ ତ୍ରିସ୍ତରୀୟ  ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଗୁଡିଏ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା

କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ମାଲକାନଗିରି (୧୦/୦୨) : କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଶିବିରକୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ

ହୃଦଘାତରେ ମୃତିକାସଂରକ୍ଷଣ କର୍ମଚାରୀଙ୍କ ଅକାଳ ବିୟୋଗ

ଟିକାବାଲି (୧୦/୦୨) : ଟିକାବାଲି ମୃତିକାସଂରକ୍ଷଣ ବିଭାଗରେ କିର୍ଯ୍ୟରତ କର୍ମଚାରୀ ବିଜୟ କୁମାର ସିଂ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ହଠାତ୍ ଦେହ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୃତିକାସଂରକ୍ଷଣ ବିଭାଗ ଅଧିକାରୀ ବାସୁଦେବ କହଁର ଏବଂ ଅନ୍ୟ କର୍ମଚାରି ଟିକାବାଲି ଗୋଷ୍ଠି